text stringlengths 3 172k |
|---|
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସକାଳ ୧୦ଟା ପରେ ଘରୁ ବାହାରିବାକୁ ଲୋକଙ୍କୁ ଡର ଲାଗୁଛି। ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ପାରଦ ଅଧିକ ରହିଥିବାରୁ ଏଠାରେ ଅସହ୍ୟ ହୋଇପଡ଼ିଲେଣି ଲୋକେ। ତାପମାତ୍ରାରେ ଆହୁରି ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଭୁବନେଶ୍ଵରରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି। ଗତ ରବିବାର ରାଜ୍ୟର ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା। ୨ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା। ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା ସୋନପୁର। ଏଠାରେ ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲା। ଏହା ସହିତ ଅନୁଗୁଳରେ ୪୩.୧ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି ଝାରସୁଗୁଡ଼ାରେ ୪୨.୯ ଡିଗ୍ରୀ, ବଲାଙ୍ଗିରରେ ୪୨.୪ ଡିଗ୍ରୀ, ବୌଦ୍ଧରେ ୪୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨ ଡିଗ୍ରୀ ଏବଂ ସମ୍ବଲପୁରରେ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଭ୍ୟନ୍ତରିଣ ତଥା ପଶ୍ଚିମ ଓଡ଼ିଶାରେ ମାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆବଶ୍ୟକ ନଥିଲେ ଖରା ସମୟରେ ବାହାରକୁ ନଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। Tags: HeatWave Summer Odisha MetrologyDepartment |
କଟକ: ବାଙ୍କୀ ବୈଦେଶ୍ୱର ଥାନା କରଡ଼ାପଲ୍ଲୀରେ ରାଜନୈତିକ ହିଂସା, ଉଭୟ ଗୋଷ୍ଠୀର ୬ ଜଣ ଆହତ, ଦୁଇ କଟକ ସ୍ଥାନାନ୍ତର |
କନକ ବ୍ୟୁରୋ : ଛତିଶଗଡରେ ପୁଲିସ ଏନକାଉଂଟର । ଦାନ୍ତେୱାଡାର କାଚେଗଡରେ ପୁଲିସ ଏନକାଉଂଟରରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମାଓବାଦୀ ଅଛନ୍ତି । ସେମାନଙ୍କ ନିକଟରୁ ୩ଟି ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି । |
News18 Odia Digital ମାର୍ଚ୍ଚ ଶେଷ ପାଇଁ ମାତ୍ର ୯ ଦିନ ବାକି ଅଛି। ଏହା ପରେ ଏପ୍ରିଲ୍ ଆସିବ ଏବଂ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବ। ଏହା ସହିତ, ଏପ୍ରିଲରେ ଅନେକ ବ୍ୟାଙ୍କ ଛୁଟି ହେବ। ଗୁଡ଼ି ପାଅଡ଼ା, ଆମ୍ବେଦକର ଜୟନ୍ତୀ ଓ ବୈଶାଖୀ ଭଳି ପର୍ବ ଯୋଗୁଁ ଏପ୍ରିଲରେ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ।ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏପ୍ରିଲ୍ ୨୦୨୨ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି।Click here to get the latest updates on Ukraine Russia conflict ଆରବିଆଇର ଏହି ତାଲିକା ଅନୁଯାୟୀ, ଆସନ୍ତା ଏପ୍ରିଲରେ ବ୍ୟାଙ୍କଗୁଡିକ ସାପ୍ତାହିକ ଛୁଟି ସମେତ ମୋଟ ୧୫ ଦିନ ବନ୍ଦ ରହିବ।ଆରବିଆଇ ତାଲିକା ପ୍ରକାଶ କରିଛିରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ଛୁଟିଦିନର ତାଲିକା ଅନୁଯାୟୀ ବ୍ୟାଙ୍କିଙ୍ଗ୍ ଛୁଟି ସମଗ୍ର ଦେଶରେ ଏକାସାଙ୍ଗରେ ହୁଏ ନାହିଁ। ଅନେକ ଛୁଟିଦିନ ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା ପର୍ବଗୁଡ଼ିକର ବିଜ୍ଞପ୍ତି ଉପରେ କିମ୍ବା ସେହି ରାଜ୍ୟଗୁଡ଼ିକରେ ବିଶେଷ ଉତ୍ସବ ଉପରେ ନିର୍ଭର କରେ। ଏହି ସମସ୍ତ ଛୁଟି ସବୁ ରାଜ୍ୟରେ ପ୍ରଯୁଜ୍ୟ ନୁହେଁ, ଆସନ୍ତୁ ଜାଣିବା ଏପ୍ରିଲରେ କେତେ ଛୁଟି ଅଛି ଓ ସେଗୁଡ଼ିକ କେଉଁଠାରେ ପ୍ରଯୁଜ୍ୟ ହେବ।ଛୁଟିଦିନର ତାଲିକା ଦେଖନ୍ତୁଏପ୍ରିଲ୍ 1 ବ୍ୟାଙ୍କ ଆକାଉଣ୍ଟଗୁଡିକର ବାର୍ଷିକ ବନ୍ଦ ପ୍ରାୟ ସମସ୍ତ ରାଜ୍ୟରେ ବ୍ୟାଙ୍କଗୁଡିକ ବନ୍ଦଏପ୍ରିଲ୍ 2 ଗୁଡ଼ି ପାଉଡ଼ା ଉଗାଡି ଫେଷ୍ଟିଭାଲ୍ ନବରାତ୍ରୀ ପ୍ରଥମ ଦିନ ତେଲୁଗୁ ନୂଆ ବର୍ଷ ଚୌରବାବେଲାପୁର, ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦ, ଇମ୍ଫାଲ, ଜାମ୍ମୁ, ମୁମ୍ବାଇ, ନାଗପୁର, ପାନଜୀ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ହେବଏପ୍ରିଲ୍ 3 ରବିବାର (ସାପ୍ତାହିକ ଛୁଟି)ଏପ୍ରିଲ୍ 4 ସରିହୁଲ୍ ରାଞ୍ଚିରେ ବ୍ୟାଙ୍କ ବନ୍ଦଏପ୍ରିଲ୍ 5 ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ ହାଇଦ୍ରାବାଦରେ ବ୍ୟାଙ୍କଗୁଡିକ ବନ୍ଦଏପ୍ରିଲ 9 ଶନିବାର (ମାସର ଦ୍ୱିତୀୟ ଶନିବାର)ଏପ୍ରିଲ 10 ରବିବାର (ସାପ୍ତାହିକ ଛୁଟି)ଏପ୍ରିଲ୍ 14 ଡକ୍ଟର ବାବାସାହେବ ଆମ୍ବେଦକର ଜୟନ୍ତୀ ମହାବୀର ଜୟନ୍ତୀ ବୈଶାଖୀ ତାମିଲ ନୂଆ ବର୍ଷ ଚୌରୋବା, ବିଜୁ ଫେଷ୍ଟିଭାଲ ବୋହାର ବିହୁ ଶିଲଙ୍ଗ ଓ ଶିମଲା ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦଏପ୍ରିଲ୍ 15 ଶୁଭ ଶୁକ୍ରବାର ବଙ୍ଗାଳୀ ନୂଆ ବର୍ଷ ହିମାଚଳ ଦିବସ ବିଷ୍ଣୁ ବୋହାଗ ବିହୁ ଜୟପୁର, ଜାମ୍ମୁ ଓ ଶ୍ରୀନଗର ବ୍ୟତୀତ ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦଏପ୍ରିଲ୍ 16 ବୋହାଗ ବିହୁ ଗୌହାଟୀରେ ବ୍ୟାଙ୍କ ବନ୍ଦଏପ୍ରିଲ୍ 17 ରବିବାର (ସାପ୍ତାହିକ ଛୁଟି)ଏପ୍ରିଲ୍ 21 ଗଡ଼ିଆ ପୂଜା ଅଗରତାଲାରେ ବ୍ୟାଙ୍କଗୁଡିକ ବନ୍ଦଏପ୍ରିଲ 23 ଶନିବାର (ମାସର ଚତୁର୍ଥ ଶନିବାର)ଏପ୍ରିଲ 24 ରବିବାର (ସାପ୍ତାହିକ ଛୁଟି)ଏପ୍ରିଲ୍ 29 ଶାବଇକାଦର ଜୁମାତ୍ଉଲ୍ବିଦା ଜାମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କଗୁଡିକ ବନ୍ଦ। |
ଅନେକ ଲୋକ ରକ୍ତଦାନ କରିବାକୁ ଡରନ୍ତି । ତାଙ୍କ ମନରେ ଅନେକ ଦୁବିଧା ଥାଏ । କିନ୍ତୁ ବିଶେଷଜ୍ଞଙ୍କ କହିବାନୂୁସାରେ, ରକ୍ତଦାନ କରିବା ଦ୍ୱାରା ହୃଦୟ ସୁସ୍ଥ ରହେ, ଓଜନ ନିୟନ୍ତ୍ରଣରେ ରହେ ଏବଂ ସ୍ୱାସ୍ଥ୍ୟ ଭଲ ରହେ । ରକ୍ତଦାନ ରକ୍ତଦାତାର ଶରୀର ଏବଂ ମନ ଉଭୟ ଉପରେ ଭଲ ପ୍ରଭାବ ପକାଏ । ଆପଣ ରକ୍ତଦାନ କରି କେବଳ ଅନ୍ୟର ଜୀବନ ବଂଚାଇବା ଭଳି ମହାନ କାର୍ୟ୍ୟ ହିଁ କରନ୍ତିିନି ବରଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ରକ୍ତଦାନ କଲେ ଶରୀରକୁ କ'ଣ ଲାଭ ମିଳିଥାଏ । ରକ୍ତଦାନ କରିବା ଦ୍ୱାରା ଶରୀରରେ ଆଇରନର ସ୍ତର ଠିକ୍ ରହିଥାଏ । ଏହା ସହ ହୃଦଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ରକ୍ତାଦାନ କରିବା ଦ୍ୱାରା ବାର୍ଦ୍ଧକ୍ୟର ଛାପ ସହଜରେ ଦେଖାଯାଇନଥାଏ। ରକ୍ତଦାନ କଲେ ଯକୃତରେ ଏହାର ଭଲ ପ୍ରଭାବ ପଡ଼ିଥାଏ । ଯକୃତର କାମ ଆଇରନ୍ ମେଟାବୋଲିଜିମ୍ ଉପରେ ନିର୍ଭର କରିଥାଏ । ରାକ୍ତଦାନ କରିବା ଦ୍ୱାରା ଶରୀରରେ ଆଇରନର ପରିମାଣ ଠିକ୍ ରହୁଥିବାରୁ ଯକୃତ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନଥାଏ । ଯଦି ଶରୀରରେ ଆଇରନର ପରିମାଣ ଅଧିକ ରହିଥାଏ ତେବେ ଯକୃତ କୋଷର ଅକ୍ସିଡ଼େସନ ହୋଇଥାଏ । ଯାହା ଯକୃତ ଉପରେ ଖରାପ ପ୍ରଭାବ ପକାଇବା ସହ ପରେ କର୍କଟ ରୋଗର କାରଣ ବନି ଯାଇଥାଏ । ଥରେ ରକ୍ତଦାନ କରିବା ପରେ ଶରୀରରୁ ୬୫୦୭୦୦କିଲୋ କ୍ୟାଲୋରି କମ ହୋଇଯାଇଥାଏ । ଏହା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରଣ ହୋଇରହିଥାଏ । ପ୍ରତି ୩ ମାସକୁ ଥରେ ରକ୍ତଦାନ କରିବା ଉଚିତ୍ ବୋଲି ଜାଣି ରଖନ୍ତୁ । |
ନୂଆପଡ଼ା: ବୋଡେନ ଥାନା ପାଟଧରା ଜଙ୍ଗଲରେ ଯବାନମାଓବାଦୀ ଗୁଳି ବିନିମୟରେ ୩ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବାବେଳେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ଯବାବରେ ଯବାନ ମଧ୍ୟ ପାଲଟା ଉତ୍ତର ଆକ୍ରମଣ କରିଥିଲେ । ଏବେବି ଘଟଣା ସ୍ଥଳରେ ଗୁଳିବିନିମୟ ଚାଲିଥିବା ନେଇ କୁହାଯାଉଛି । ସୂଚନାଯୋଗ୍ୟ, ପୂର୍ବରୁ ପାଟଧରା ଜଙ୍ଗଲ ଭିତରେ ହେଉଥିବା ସିଆରପିଏଫ୍ କ୍ୟାମ୍ପକୁ ବିରୋଧ କରୁଥିଲେ ମାଓବାଦୀ । ଯାହାକୁ ନେଇ ହିଂସା ପରାୟଣ ହୋଇ ଏପରି କାଣ୍ଡ ଘଟାଇଛନ୍ତି ମାଓବାଦୀ । |
ଜୟପୁରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ |
ପଢନ୍ତୁ, ଜିରୋ ବାଲାନ୍ସ ରେ ଖାତା ଖୋଲନ୍ତୁ ଓ ବହୁ ସୁବିଧାର ଲାଭ ଉଠାନ୍ତୁ । |
ରାଜନଗର ୨୦।୯ : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ୧ ତାରିଖରୁ ଖୋଳିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ବ୍ୟାପିବା ପରେ ମାର୍ଚ୍ଚ ୧୩ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିଲା। ୬ ମାସ ପରେ ଅକ୍ଟୋବର ୧ରୁ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଦିନ ବେଳେ ପର୍ଯ୍ୟଯକଙ୍କୁ ପ୍ରବେଶ ମନା। କେବଳ ରାତ୍ରିଯାପନ ପାଇଁ ରୁମ୍ ବୁକ୍ କରିଥିବା ପର୍ଯ୍ୟଟକଙ୍କୁ ଭିତରକନିକାରେ ବୁଲିବାକୁ ଓ ରହିବାକୁ ଅନୁମତି ମିଳିବ ବୋଲି ରାଜନଗର ଡିଏଫ୍ଓ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି। କୋଭିହ ନିୟମ ଅନୁଯାୟୀ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ରୁମଗୁଡିକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରାଯିବ। |
ଖଣ୍ଡିଏ ଟିକେଟ ପାଇଁ ଅସମ୍ଭାଳ ଭିଡ: ମହିଳା କାଉଣ୍ଟର ଆଗରେ ଧସ୍ତାଧସ୍ତି, ପୋଲିସର ମୃଦୁ ଲାଠିଚାଳନା |
ଏଥିରେ କୌଣସି ନିର୍ଯାସ ନଆସୁଣୁ ଏହି ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳର ତଦନ୍ତ ଉପରେ ଅଞ୍ଚଳବାସୀ ସଂଦେହ ପ୍ରକଟ କରିଛନ୍ତି । ଟାଟା କମ୍ପାନି ଦ୍ଵାରା ଓଏସ୍ପିସିବି ପ୍ରଭାବିତ ହୋଇଥିବା ଏବଂ ତଦନ୍ତକୁ ବାଏଁ ବାଏଁ ଉଡ଼ାଇଦେବା ନେଇ ସୁଚିନ୍ତିତ ଯୋଜନା ହୋଇଥିବା ସଂପର୍କରେ ଆବେଦନକାରୀ ଅଭିଯୋଗ କରନ୍ତି। ଏହି ତଦନ୍ତକାରୀ ଦଳ ବିଭିନ୍ନ ସମ୍ବେଦନଶୀଳ ଇଲାକା ବୁଲି ତଥ୍ୟ ଅନୁଧ୍ୟାନ କରୁଥିବା ସମୟରେ ଟାଟା କମ୍ପାନି ସପକ୍ଷରେ ଢଳୁଥିବା ସ୍ପଷ୍ଟ ହୋଇଯାଇଛି ବୋଲି ଆବେଦନକାରୀ ଲମ୍ବୋଦର ମହାନ୍ତ ସମ୍ବାଦକୁ ସୂଚନା ଦେଇଛନ୍ତି। |
କେନ୍ୟୁଜ୍: ଆଜି ସଂଧ୍ୟାରେ ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୬ଟା ୪୫ରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । କ୍ୟାବିନେଟ୍ରେ ପ୍ରାୟ ୧୧ଟି ପ୍ରସ୍ତାବ ଉପରେ ଆଲୋଚନା ହେବ । ଫୁଲବାଣୀ ଓ କୋରାପୁଟରେ ମେଡିକାଲ ବିଲଡିଂ ପାଇଁ ପ୍ରାୟ ୧ ହଜାର କୋଟିର ଟେଣ୍ଡରକୁ ଅନୁମୋଦନ ଦେଇପାରେ କ୍ୟାବିନେଟ୍ । ବରଗଡ଼ର ଦୁଇଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିପାରେ । ଏଥିସହ କ୍ୟାବିନେଟ୍ ବୈଠକରେ ଶ୍ରୀଲଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନରେ ମୋହର ଲାଗିପାରେ । ବରଗଡ଼ ଜିଲ୍ଲାର ଗାଏସିଲଟ ଓ ଅତାବିରାରେ ଦୁଇଟି ପାଳୀୟ ଜଳ ପ୍ରକଳ୍ପ ପାଇଁ ଟେଣ୍ଡର, ଗୃହ, ସାଧାରଣ ପ୍ରଶାସନ ବିଭାଗ ଓ ଜଳସମ୍ପଦ ବିଭାଗର ଚାକିରି ସର୍ତ୍ତାବଳୀ ନେଇ ପ୍ରସ୍ତାବ ଆସିପାରେ । |
ଭୁବନେଶ୍ୱର: ଅଗଷ୍ଟ ମାସରେ ପଶ୍ଚିମବଙ୍ଗର କିଛି ସ୍ଥାନରେ ସମ୍ପୂର୍ଣ୍ଣ ସଟ୍ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରିବାକୁ ପଡିବ। ପଶ୍ଚିମବଙ୍ଗରେ ୨୦୨୦ ଅଗଷ୍ଟରେ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖରେ ସମ୍ପୂର୍ଣ୍ଣ ଲକ୍ଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ ପ୍ରଭାବିତ ହେବ ବାତିଲ ହେଉଥିବା ଟ୍ରେନ: ହାଓଡ଼ାରୁ ଛାଡୁଥିବା ୦୨୨୪୫ ହାଓଡ଼ାଯଶୋବନ୍ତପୁର ଦୁରନ୍ତ ସ୍ପେସିଆଲକୁ ୨୦୨୦ ଅଗଷ୍ଟ ୫, ୮, ୧୬ ଓ ୨୩ ତାରିଖରେ ବାତିଲ କରାଯିବ। ଯଶୋବନ୍ତପୁରରୁ ଛାଡୁଥିବା ୦୨୨୪୬ ଯଶୋବନ୍ତପୁରହାଓଡ଼ା ଦୁରନ୍ତ ସ୍ପେସିଆଲକୁ ଅଗଷ୍ଟ ୭, ୧୦, ୧୬, ୧୮, ୨୩, ୨୫ ଓ ୩୦ ତାରିଖରେ ବାତିଲ କରାଯିବ। ସିଆଲଦାରୁ ଛାଡୁଥିବା ୦୨୨୦୧ ସିଆଲଦାଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ ଅଗଷ୍ଟ ୦୩ ତାରିଖ ଦିନ ବାତିଲ କରାଯିବ। ଭୁବନେଶ୍ୱରରୁ ଛାଡୁଥିବା ୦୨୨୦୨ ଭୁବନେଶ୍ୱର ସିଆଲଦା ଦୁରନ୍ତ ସ୍ପେସିଆଲକୁ ଅଗଷ୍ଟ ୪ ଅଗଷ୍ଟ ତାରିଖ ଦିନ ବାତିଲ କରାଯିବ।୦୨୦୭୪୦୨୦୭୩ ଭୁବନେଶ୍ୱରହାଓଡ଼ାଭୁବନେଶ୍ୱର ଜନଶତାବ୍ଦୀ ସ୍ପେସିଆଲକୁ ଅଗଷ୍ଟ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ। ଆଂଶିକ ବାତିଲ ହେଉଥିବା ଟ୍ରେନ : ଆ.ସିକନ୍ଦରାବାଦରୁ ଛାଡୁଥିବା ୦୨୭୦୪ ସିକନ୍ଦରାବାଦ ହାଓଡ଼ା ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ଅଗଷ୍ଟ ୪, ୭, ୧୫, ୧୬, ୨୨, ୨୩ ଓ ୩୦ ତାରିଖରେ ଏହାର ଯାତ୍ରା ଭୁବନେଶ୍ୱର ଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବ ନାହିଁ। ୦୨୭୦୩ ହାଓଡ଼ାସିକନ୍ଦରାବାଦ ଫଲକନୁମା ସ୍ପେସିଆଲ ଏକ୍ସପ୍ରେସ ଅଗଷ୍ଟ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡିବ ଏବଂ ସେହି ତାରିଖ ଗୁଡିକରେ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ। ପ୍ରତ୍ୟାହାର କରାଯାଉଥିବା ରହଣି : ଭୁବନେଶ୍ୱରରୁ ଛାଡୁଥିବା ୦୨୮୦୧ ଭୁବନେଶ୍ୱରନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀରୁ ଆସୁଥିବା ୦୨୮୦୨ ନୂଆଦିଲ୍ଲୀ ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଅଗଷ୍ଟ ୪, ୭, ୧୫, ୧୬, ୨୨, ୨୩ ଓ ୩୦ ତାରିଖରେ ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀ ଠାରେ ରହଣି କରିବ ନାହିଁ। ଭୁବନେଶ୍ୱରରୁ ଛାଡୁଥିବା ୦୨୮୨୩ ଭୁବନେଶ୍ୱରନୂଆଦିଲ୍ଲୀ ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ଅଗଷ୍ଟ ୫, ୮, ୧୬, ୧୭, ୨୩, ୨୪ ୩୧ ତାରିଖରେ ଏବଂ ନୂଆଦିଲ୍ଲୀରୁ ଆସୁଥିବା ୦୨୮୨୪ ନୂଆଦିଲ୍ଲୀ ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ଅଗଷ୍ଟ ୪, ୭, ୧୫, ୧୬, ୨୨, ୨୩ ଓ ୩୦ ତାରିଖରେ ଉଭୟ ଦିଗରୁ ହିଜଲୀ ରହଣି କରିବ ନାହିଁ। ସିଆଲଦାରୁ ଆସୁଥିବା ୦୨୨୦୧ ସିଆଲଦା (କୋଲକାତା) ଭୁବନେଶ୍ୱର ଦୂରନ୍ତ ସ୍ପେସିଆଲ ଏକ୍ସପ୍ରେସ୍ ଅଗଷ୍ଟ ୧୭, ୨୪ ଓ ୩୧ ତାରିଖରେ ଏବଂ ଭୁବନେଶ୍ୱର ଛାଡୁଥିବା ୦୨୨୦୨ ଭୁବନେଶ୍ୱରସିଆଲଦା ଦୁରନ୍ତ ସ୍ପେସିଆଲ ଏକ୍ସପ୍ରେସ ଅଗଷ୍ଟ ୧୫ ଓ ୨୨ ତାରିଖରେ ଉଭୟ ଦିଗରୁ ଖଡ଼ଗପୁର ଠାରେ ରହଣି କରିବ ନାହିଁ। ଉପରୋକ୍ତ ଟ୍ରେନ ଗୁଡିକର ଯାତ୍ରୀମାନେ ଏଥି ପ୍ରତି ଧ୍ୟାନ ଦେବା ଉଚିତ ଏବଂ ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆ ଯାଉଛି। |
ମୋରାର୍ଜୀ ଦେଶାଇ ୯୨ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଜିବି ଅନେକ ପୁରୁଖା ନେତା ଅଛନ୍ତି ଯାହାଙ୍କୁ ଦେଶ ସମ୍ମାନ କରେ ଏବଂ ସେମାନେ ସେହି ଗୁୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଯୋଗ୍ୟ । ଏହାର ଅର୍ଥ ନୁହେଁ ଯେ, ଯୁବାବର୍ଗ ରାଜନୀତିକୁ ନଆସନ୍ତୁ । ଆସିବା ଦରକାର । କିନ୍ତୁ ଯଦି ସେ ରକ୍ତ ଅପମିଶ୍ରିତ ହୁଏ ତେବେ କଣ କରିବା? ସ୍ୱାଧୀନତାର ପରବର୍ତ୍ତୀ ସମୟରେ ରାଜନୀତିର ଅର୍ଥ ସେବା ଓ ଆତେ୍ମାତ୍ସର୍ଗ ଥିଲା । ୭୦ ଦଶକ ପରେ ଏହା କ୍ଷମତା ଓ ଅର୍ଥରେ ପରିଣତ ହେଲା । ମୁଁ କହୁନି କେବଳ ଓଡ଼ିଶାରେ ଏହା ଘଟୁଛି ଏହା ସାରା ଦେଶର ଏକ ପରିସ୍ଥିତି । |
ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଥଲାଇଭା ତଥା ରଜନୀକାନ୍ତଙ୍କୁ ସମ୍ମାନଜନକ ୫୧ତମ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି । ଭାରତୀୟ ସିନେମାକୁ ଅତୁଳନୀୟ ଅବଦାନ ପାଇଁ ଆଜି(ସୋମବାର) ତାଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ କରାଯାଇଛି । ଦିଲ୍ଲୀରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରଜନୀକାନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଥିବାବେଳେ ଅଭିନେତା ମନୋଜ ବାଜପେୟୀଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିତ କରାଯାଇଛି ।ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ୬୭ ଫିଲ୍ମ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା । ୭୦ ବର୍ଷୀୟ ରଜନୀକାନ୍ତଙ୍କୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୬ରେ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ରଜନୀକାନ୍ତ ତାମିଲ ସିନେମା ଇଣ୍ଡଷ୍ଟ୍ରିରେ ୪୫ବର୍ଷ ପୂରଣ କରିଥିବାବେଳେ ଫିଲ୍ମ ଆପୋରଭା ରାଗଙ୍ଗାଲଙ୍କରୁ ଡେବ୍ୟୁ କରିଥିଲେ । ଭାରତୀୟ ସିନେମା ଜଗତରେ ଦାଦା ସାହେବ ଫାଲକେ ପୁରସ୍କାର ହେଉଛି ସର୍ବୋଚ୍ଚ ପୁରସ୍କାର। ୨୦୧୮ରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଏହି ସମ୍ମାନଜକ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହା ସହିତ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ତାଙ୍କୁ ଫିଲ୍ମ 'ପଙ୍ଗା' ଓ 'ମଣିକର୍ଣ୍ଣିକା' ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ପାଇବା ପରେ ଖୁସି ଜାହିର କରିଛନ୍ତି କଙ୍ଗନା । ସେହିପରି ବଲିଉଡରେ ଭର୍ସାଟାଇଲ ଅଭିନେତା ମନୋଜ ବାଜପେୟୀଙ୍କୁ ଫିଲ୍ମ 'ଭୋସଲେ' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ସାଉଥ ସୁପରଷ୍ଟାର ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା ରୂପେ ଫିଲ୍ମ ଅସୁରନ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ ପ୍ରଦାନ କରାଯାଇଛି । Powered by Froala Editor |
ମାଟି ପାଇଁ ଆକାଶରୁ |
ପୋଲସରା:ତା ୨୬.୦୮.୨୦୨୧ ରିଖ (ରଞୟ ପାଣିଗ୍ରାହୀ) ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ନୂତନ ପ୍ରବେଶ ଦ୍ୱାର କୁ ଶୁକ୍ରବାର ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ଗଂଜାମ ଜିଲ୍ଲାରେ ଶିକ୍ଷାର ବିକାଶ ଓ ଏହାର ଉନ୍ନତିକରଣକୁ ନେଇ ପୋଲସରା ମହାବିଦ୍ୟାଳୟର ସ୍ଥିତି ସର୍ବ ଉପରେ ଅଛି । ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପାଠ ପଢ଼ିବାର ଉତ୍ସାହକୁ ନେଇ ଆଜି ଏହି ମହାବିଦ୍ୟାଳୟ ଗଂଜାମ ଜିଲ୍ଲାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଆମ ଅଞ୍ଚଳ ପାଇଁ ଗର୍ବ ଗୌରବ ଆଣିଛି ବୋଲି ପ୍ରକାଶ କରିଥିଲେ ବିଧାୟକ ଶ୍ରୀ ସାହୁ । ଏହି ଅବସରରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଦିବାକର ମିଶ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ସଭ୍ୟ ରୂପେ ରାଜ୍ୟ ପାଳଙ୍କ ଦ୍ବାରା ମନୋନୀତ ହୋଇଥିଲେ । ଯାହାକୁ ନେଇ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼.ଦିବାକର ମିଶ୍ର ଙ୍କୁ ବିଧାୟକ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀ ବୃନ୍ଧ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୋଲସରା ସାଂସଦ ପ୍ରତିନିଧି ମୋତିରାମ ସାହୁ , ନଗର ସଭାପତି ରଞ୍ଜିତ ସାହୁ , ପୂର୍ବତନ ନଗର ସଭାପତି ଭଗବାନ ସାହୁ , ପୂର୍ବତନ ଯୁବ ନଗର ସଭାପତି ଗୋପାଳ କୃଷ୍ଣ ସାହୁ , ଅଧ୍ୟାପକ ଶେକ୍ ଫରିଦି , ଜ୍ୟେତ୍ସାରାଣୀ ପଟ୍ଟନାୟକ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । |
ശൈത്യകാലത്ത് വടക്കൻ ബാൾട്ടിക് കടക്കുകയാണെങ്കിൽ, ക്യാബിൻ സ്ഥാനം പരിശോധിക്കുക, കാരണം ഐസിലൂടെ കടന്നുപോകുമ്പോൾ അത് ഏറ്റവും കൂടുതൽ ബാധിച്ചവർ ഭയാനകമായ ശബ്ദങ്ങൾ ഉണ്ടാക്കിയേക്കാം. The previous text is in Malayalam. Here is a translation to Odia: |
ମୁକ୍ତାକାଶ ପାଠାଗାର ଶ୍ରଦ୍ଧାର୍ପିତ |
ନୂଆଦିଲ୍ଲୀ: ଭାରତ ବିରୋଧରେ ଚୀନ୍ ଷଡଯନ୍ତ୍ର କରିବାରେ ଟିକେ ବି ସୁଯୋଗ ଛାଡୁନାହିଁ । ଏନେଇ ଭାରତୀୟ ସୁରକ୍ଷା ଏଜେନ୍ସିମାନେ ସରକାରଙ୍କୁ ସୂଚନା ଦେଇଛନ୍ତି । ଚୀନ୍ର ଏକ ନିର୍ମାଣ କମ୍ପାନୀ ପାକିସ୍ତାନ ଅଧିକୃତ କାଶ୍ମୀରରେ ନିଜର କାର୍ଯ୍ୟାଳୟ ସ୍ଥାପନ କରିଛି । ଏହା ସହିତ, ମୁଜାଫରବାଦ ଏବଂ ଆଥମୁକାମ ନିକଟବର୍ତ୍ତୀ ଅଞ୍ଚଳରେ ହେଉଥିବା କାର୍ଯ୍ୟକୁ ନିୟନ୍ତ୍ରଣ କରୁଛି । ଏଜେନ୍ସିଗୁଡିକ କହିଛନ୍ତି ଯେ ଚୀନ୍ କମ୍ପାନୀ ମେ ମାସରୁ ପାକିସ୍ତାନୀ ସେନା ପାଇଁ ବଙ୍କରର ନବୀକରଣ ଏବଂ ନୂତନ ବଙ୍କର୍ ନିର୍ମାଣ କରୁଛି। ଚୀନ୍ କମ୍ପାନୀଗୁଡିକ ମଧ୍ୟ ଅତୀତରେ ପିଓକେ (PoK) ରେ ନିର୍ମାଣ କାର୍ଯ୍ୟ କରିଛନ୍ତି । ହେଲେ ଏଲଓସି (LoC) ରେ ଏହା ପ୍ରଥମ ଥର ପାଇଁ କରାଯାଉଛି । ବେଜିଂ ଏହା ପୂର୍ବରୁ ରାଜସ୍ଥାନର ବିକାନେର ସମ୍ମୁଖରେ ପାକିସ୍ତାନୀ ମାଟିରେ ନିଜର ସୈନିକ ଏବଂ ମେସିନ୍ ପଠାଇଥିଲା । ଏଠାରେ ଏକ ଏୟାରବେସ୍ ନବୀକରଣ କରାଯାଇଥିଲା ଏବଂ ୩୫୦ ରୁ ଅଧିକ ପଥର ବଙ୍କର୍ ଏବଂ ସୀମା ପୋଷ୍ଟଗୁଡିକ ନବୀକରଣ କରାଯାଇଥିଲା । |
ଲିଥିଅମ ଯୌଗିକ ପଦାର୍ଥ (Lithium compounds), ଅନ୍ୟ ନାମ ଲିଥିଅମ ଲବଣ (lithium salts) ଏକ ପ୍ରକାର ମାନସିକ ରୋଗର ଔଷଧ । କୌଣସି ଔଷଧରେ ଉପସମ ହେଉ ନ ଥିବା ମେଜର ଡିପ୍ରେସିଭ ଡିଜଅର୍ଡ଼ର ଓ ବାଇପୋଲାର ଡିଜଅରଡ଼ର ଭଳି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ । ଏହି ରୋଗମାନଙ୍କରେ ଦେଖାଯାଉଥିବା ଆତ୍ମହତ୍ୟା ସଙ୍କଟ ଏହି ଔଷଧଦ୍ୱାରା କମିଯାଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଧିକ ପରିସ୍ରା, ହାତ ଥରା ଓ ଅଧିକ ଶୋଷ ହୁଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପୋଥାଇରଏଡିଜ୍ମ, ଡାଏବେଟିସ ଇନସିପିଡସ ଓ ଲିଥିଅମ ବିଷାକ୍ତତା ହୁଏ । ଏହାର ସମ୍ଭାବ୍ୟ ବିଷାକ୍ତତା ସଙ୍କଟକୁ ଅବରୋଧ କରିବା ନିମନ୍ତେ ଔଷଧର ନିୟମିତ ରକ୍ତ ସ୍ତର ପର୍ଯ୍ୟାଲୋଚନା କରାଯାଏ । ଅତ୍ୟଧିକ ଔଷଧ ହୋଇଗଲେ ତରଳ ଝାଡ଼ା, ବାନ୍ତି, ଶାରୀରିକ ନିୟନ୍ତଣ ଅକ୍ଷମତା, ନିଦୁଆ ଭାବ ଓ କାନରେ ଝିଁ ଝିଁ ଶବ୍ଦ ଶୁଣାଯିବା ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାରେ ଏହା ନେଲେ ଶିଶୁର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । ସ୍ତନ୍ୟପାନ ସମୟରେ ଏହା ଠିକ ରହେ । ଏହି ଔଷଧ ମୁଡ ସ୍ଟାବିଲାଇଜର ଶ୍ରେଣୀର ଔଷଧ । ଏହାର କାର୍ଯ୍ୟ ପ୍ରଣାଳୀ ସଠିକ ଭାବେ ଜଣାଯାଇ ନାହିଁ । ସନ ୧୮୮୦ରେ ଗାଉଟ, ଅପସ୍ମାର ଓ କର୍କଟ ରୋଗ ଥିବା ରୋଗୀଙ୍କୁ ଲିଥିଅମ ଦିଆଯାଉଥିଲା । ଅଷ୍ଟ୍ରେଲିଆର ଜନ କେଡ (John Cade ) ସନ ୧୯୪୮ରେ ପ୍ରଥମେ ମାନସିକ ରୋଗ ନିମନ୍ତେ ଏହା ପ୍ରୟୋଗ କରିଥିଲେ । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଦୈନିକ ୦.୧୨ରୁ ୦.୨୦ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ସାଧାରଣ ଡୋଜ ଦେଲେ ଏହାର ଖର୍ଚ୍ଚ ଦୈନିକ ୦.୯୦ରୁ ୧.୨୦ ଡଲାର । ଆଧାର ଔଷଧ |
ନୂଆଦିଲ୍ଲୀ : ନିତି ଆୟୋଗ ଦ୍ୱାରା ଦେଶର ୧୦୮ଟି ଆକାଂକ୍ଷୀ ଜିଲ୍ଲା ଗୁଡ଼ିକର ଡେଲ୍ଟା ର୍ୟାଙ୍କିଙ୍ଗ୍ ଆଜି ପ୍ରକାଶ ପାଇଛି। ଏହି ତାଲିକାରେ ଓଡ଼ିଶାର ୭ଟି ଜିଲ୍ଲାକୁ ସାମିଲ କରାଯାଇଛି। ସାମିଲ ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, ଗଜପତି, କଳାହାଣ୍ଡି, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଓ ନବରଙ୍ଗପୁର। ଆକାଂକ୍ଷୀ ଜିଲ୍ଲା ତାଲିକାରେ ଥିବା ଓଡ଼ିଶାର ସମୁଦାୟ ୧୦ଟି ଜିଲ୍ଲାରୁ ଆଉ ୩ଟି ଜିଲ୍ଲାକୁ ଏହି ର୍ୟାଙ୍କିଙ୍ଗ୍ରେ ସାମିଲ୍ କରାଯାଇନାହିଁ। ପରବର୍ତ୍ତୀ ସମୟରେ ଆଉ ୩ଟି ଜିଲ୍ଲା ସାମିଲ୍ କରାଯିବ। |
କିଛି ଲୋକମାନଙ୍କୁ ଖାଲି ସମୟରେ ଅତ୍ୟଧିକ ନିଦ ଲାଗିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରଥମେ ତେଜପତ୍ରକୁ ପାଣିରେ ପକାଇ କିଛି ଘଣ୍ଟା ଛାଡିଦିଅନ୍ତୁ । ତାହାପରେ ଏହି ପାଣିକୁ ପିଅନ୍ତୁ । |
ଆଚ୍ଛା ତୁମେ ଶକରାପୁର ଯାଅ । ସେଠାରେ ସୁମନ ନାମକ ଜଣେ ବ୍ୟକ୍ତି ଅଛନ୍ତି । ତାଙ୍କରି ନିକଟରୁ ଜ୍ଞାନ ପ୍ରାପ୍ତ କର । ଏହା ସେ ସାଧୁ କହିଲେ ଓ ସେଠାରୁ ଚାଲିଗଲେ । |
ସୁର ବାବା ଭୁବନେଶ୍ୱରର ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ଅଟନ୍ତି । ତାଙ୍କର ପ୍ରକୃତ ନାମ ସୁରେନ୍ଦ୍ର ମିଶ୍ର ଅଟେ । ପରିବାର ତାଙ୍କ ଦୁଇ ପୁଅ ତ୍ରିଲୋଚନ ମିଶ୍ର ଓ ବିରଞ୍ଚି ମିଶ୍ର ବିଲ୍ଡର ଅଟନ୍ତି । ଆଶ୍ରମରେ ସୁରଙ୍କ ଦ୍ୱିତୀୟ ପତ୍ନୀଭାବେ ସାନ ମା ଆଶ୍ରମରେ ହୁକୁମ ଜାହିର କରନ୍ତି । ବିବାଦରେ ସେ ସମୟର ସାରଥୀ ବାବାଙ୍କ ଚର୍ଚ୍ଚିତ ଯୌନ କେଳେଙ୍କାରୀ ଘଟଣାରୁ ସୁରବାବାଙ୍କ ପ୍ରତି ଜନ ଆକ୍ରୋଶ ଦେଖା ଦେଇଥିଲା । ସାରଥୀ ବାବା ସମ ଭଣ୍ଡ ବୋଲି ଲୋକଙ୍କ ସନ୍ଦେହ ଘନୀଭୂତ ହୋଇଥିଲା । ପୂର୍ବରୁ ତାଙ୍କ ପ୍ରତି ଜମି ଜବରଦଖଲଠାରୁ ଆରମ୍ଭ କରି ସମ୍ପତ୍ତି ହଡପ, ବେଆଇନ ଅସ୍ତ୍ର ଶସ୍ତ୍ର ରଖିବା, ମହିଳାଙ୍କୁ ବ୍ଲାକମେଲ କରି ଯୌନ ନିର୍ଯାତନା ଦେବା ଆଦି ବିଭିନ୍ନ ସଙ୍ଗୀନ ଅଭିଯୋଗ ଥିଲା । ଯାଞ୍ଚ ବେଳେ ତ୍ରାହି ଅଚ୍ୟୁତ ଆଶ୍ରମରୁ ୨ଟି ପିସ୍ତଲ ଓ ୩ଟି ୯ଏମ୍ଏମ୍ ଗୁଳି ମିଳିଥିଲା । ମୋଟ ୫ଟି ମାମଲା ରୁଜୁ ହୋଇଥିବାବେଳେ ସୁର ବାବାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ (ଆଇପିସି)ର ଦଫା ୨୪୧, ୨୯୪, ୩୨୧, ୩୨୩, ୩୪୨, ୩୫୪, ୧୦୯, ୫୦୬, ୩୪, ବେଆଇନ ମାରଣାସ୍ତ୍ର ରଖିବା ଅଭିଯୋଗରେ ଧାରା ୨୫ ଏବଂ ଆଦିବାସୀହରିଜନ ନିର୍ଯାତନା ପ୍ରତିରୋଧ ଆଇନର ଧାରା ୩ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ସୁର ବାବାଙ୍କ ସମେତ ତାଙ୍କ ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିକୁ ପୁଲିସ ଗିରଫ କରିଥିଲେ । ଆଶ୍ରମର ସାନ ମାଙ୍କୁ ଗିରଫ, ଗିରଫ ୧୨ ଜଣ ସ୍ଥାନୀୟ ଯୁବକଙ୍କୁ ଖଲାସ କରିବା, ଆଶ୍ରମ ନାମରେ ସୁର ଜବରଦଖଲ କରିଥିବା ସ୍ଥାନୀୟ ଲୋକଙ୍କ ଜମି ଓ ସରକାରୀ ଜମିକୁ ବେଦଖଲ ଆଦି ବିଭିନ୍ନ ଦାବିରେ ସ୍ଥାନୀୟ ଲୋକ ପୁଲିସ ପ୍ରହରା ସତ୍ତ୍ୱେ ଆଶ୍ରମକୁ ପଶି ଭଙ୍ଗାରୁଜା କରିଥିଲେ । ଉତ୍ତ୍ୟକ୍ତ ଜନତା ଆଶ୍ରମ ପରିସରରେ ଥିବା ଟାଟା ସୁମୋ ଗାଡିକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ । ଏହାକୁ ମିଶାଇ ଆଶ୍ରମ ପରିସରରେ ୨୦ଟି ୪ ଚକିଆ ଗାଡ଼ି ସମେତ ବାଇକ ଓ ଅଟୋ ମିଶି ୩୦ଟି ଗାଡ଼ି ପୋଡ଼ିଯାଇଥିଲା । ଗଣ୍ଡଗୋଳ ପରେ ଆଶ୍ରମ ପରିସରରେ ୧୪୪ ଧାରା ଜାରି କରାଯାଇଥିଲା । ଅନୁସନ୍ଧାନ ବେଳେ କ୍ରାଇମ ବ୍ରାଞ୍ଚ ରାଜ୍ୟ ତଥା ରାଜ୍ୟ ବାହାରେ ସୁର ମିଶ୍ରଙ୍କ ନାଁରେ ୮୪ ଏକର ଜମି ଠାବ କରିଥିଲା । ଠାବ ହୋଇଥିବା ୮୪ ଏକର ଜମି ମଧ୍ୟରୁ ୩୭ ଏକର ଆଶ୍ରମ ନାଁରେ, ୪୫ ଏକର ସୁର ବାବା ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଏବଂ ପ୍ରାୟ ୨୮ ଏକର ଜମି ବଡ଼ ପୁଅ ତ୍ରିଲୋଚନ ମିଶ୍ରଙ୍କ ନାଁରେ ଥିଲା । ଉତ୍ତର ପ୍ରଦେଶର ବାରାଣାସୀରେ ୧ ଏକର ଜମି, ଛତ୍ରପୁରରେ ଜମି ଜବରଦଖଲ, କାକଟପୁରରେ ଜବର ଦଖଲ ହୋଇ ଝାଉଁ ଜଙ୍ଗଲ ସୃଷ୍ଟି କରିଥିବା ପ୍ରାୟ ୮ ଏକର ଜବରଦଖଲ ଜମି ସହ କଲିକତା ଓ ବିହାରରେ ମଧ୍ୟ ସୁରବାବାଙ୍କ ଜମିଥିବା କ୍ରାଇମବ୍ରାଞ୍ଚ ପ୍ରକାଶ କରିଥିଲା । । ଆଧାର ଓଡ଼ିଶାର ଲୋକ |
ଜୁନ ୫ ତାରିଖଟିକୁ ବିଶ୍ବ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଭାରତ ଏହି ଦିବସ ପାଳନର ଆୟୋଜକ ସାଜିଛି। ଚଳିତ ବର୍ଷ ପ୍ଲାଷ୍ଟିକ ପ୍ରଦୂଷଣକୁ ପ୍ରତିହତ କରିବାର ଥିମ୍ ନେଇ ଏହି ଦିବସ ପାଳିତ ହେଉଛି। |
s[INST] ନିମ୍ନୋକ୍ତ ପାଠ୍ୟକୁ 23 ବାକ୍ୟରେ ସଂକ୍ଷିପ୍ତ କରନ୍ତୁ, ଏହାର ମୁଖ୍ୟ ବିଚାରକୁ ପକଡ଼ନ୍ତୁ। ଆଜି ଭୌତିକ ବସ୍ତୁଗୁଡ଼ିକୁ ଡିଜିଟାଲ ଦୁନିଆ ସହିତ ଯୋଡ଼ିବାର ଆବଶ୍ୟକତା ଦିନକୁ ଦିନ ବୃଦ୍ଧି ପାଉଛି। ଇଣ୍ଟରନେଟ ଅଫ୍ ଥିଙ୍ଗସ୍ (ଆଇଓଟି) ହେଉଛି ସଂଯୁକ୍ତ ଉପକରଣ, ଯାନବାହନ, କୋଠା ଏବଂ ଅନ୍ୟାନ୍ୟ ବସ୍ତୁର ଏକ ନେଟୱାର୍କ ଯାହା ତଥ୍ୟ ସଂଗ୍ରହ ଏବଂ ବିନିମୟ କରିଥାଏ। 2020 ମସିହା ଶେଷ ସୁଦ୍ଧା ଆନୁମାନିକ 30 ବିଲିୟନ ଆଇଓଟି ଉପକରଣ ସଂଯୁକ୍ତ ହେବା ସହିତ, ଆଇଓଟି ଆମ ଜୀବନ ଏବଂ କାର୍ଯ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବାର କ୍ଷମତା ରଖିଛି। ଏହା ସମ୍ବଳର ଅଧିକ ଦକ୍ଷ ଉପଯୋଗ, ଅଧିକ ସୁରକ୍ଷା ଏବଂ ଆମ ପରିବେଶର ଉତ୍ତମ ବୁଝାମଣା ଦିଗରେ ଆଗେଇ ପାରିବ। ତେବେ ଆଇଓଟିର ଅଭିବୃଦ୍ଧି ଡାଟା ଗୋପନୀୟତା, ସୁରକ୍ଷା ଏବଂ ମାନକୀକରଣ ଭଳି ଆହ୍ୱାନ ମଧ୍ୟ ଆଣିଥାଏ। [INST] ଇଣ୍ଟରନେଟ ଅଫ ଥିଙ୍ଗସ (IoT) ଭୌତିକ ବସ୍ତୁଗୁଡ଼ିକୁ ଡିଜିଟାଲ ବିଶ୍ୱ ସହିତ ଯୋଡ଼ିଥାଏ, ଯାହାଦ୍ୱାରା ସମ୍ବଳର ଅଧିକ ଦକ୍ଷ ଉପଯୋଗ, ଅଧିକ ସୁରକ୍ଷା ଏବଂ ଉନ୍ନତ ପରିବେଶ ବୁଝାମଣା ସକ୍ଷମ ହୋଇଥାଏ। ତଥାପି, ଡାଟା ଗୋପନୀୟତା, ସୁରକ୍ଷା ଏବଂ ମାନକୀକରଣ ଭଳି ଆହ୍ୱାନର ମୁକାବିଲା କରିବା ଆବଶ୍ୟକ କାରଣ ସଂଯୁକ୍ତ ଉପକରଣର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। s |
Ge e ba o tlo nyaka go ba kgauswi le tiragalo o tlo tswanela ke go tsena ka pela go hweta lefelo la go kampa kgauswi le mmino. Here is the same text in Odia: |
ମିନତି କଟକରେ ଜନ୍ମ ଗ୍ରହଣ କରିଥିଲେ । ପିଲାବେଳେ ସେ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନୃତ୍ୟ ଦେଖି ଆକୃଷ୍ଟ ହେଇଥିଲେ ଓ ଘରୁ ଅନୁମତି ପାଇ ନାଚ ଶିଖିବା ଆରମ୍ଭ କରିଥିଲେ । ପରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ସେ ଓଡ଼ିଶା ସରକାରଙ୍କ ଠାରୁ ବୃତ୍ତି ପାଇ, ତତ୍କାଳୀନ ମାଡ୍ରାସରେ ଥିବା ରୁକ୍ମିଣୀ ଦେବୀଙ୍କ ଅନୁଷ୍ଠାନ କଳାକ୍ଷେତ୍ରରେ ପାଞ୍ଚବର୍ଷ ନୃତ୍ୟଶିକ୍ଷା କରିଥିଲେ ।[୧] |
ବେଙ୍ଗାଲୁରୁ,୧୦।୫: ସମଗ୍ର ଦେଶରେ ଏବେ କରୋନା ମହାମାରୀ ତା'ର କାୟା ବିସ୍ତାର କରିଛି। ଏପରିକି ଦେଶର କିଛି ରାଜ୍ୟରେ ମୃତଦେହ ସତ୍କାର କରିବାରୁ ଶ୍ମଶାନରେ ଜାଗା ମିଳୁନି। ବେଙ୍ଗାଲୁରୁର ୭ଟି ଶ୍ମଶାନରେ ମୃତଦେହ ପୋଡ଼ିବା ପାଇଁ ଜାଗା ନିଅଣ୍ଟ ହେଉଛି। ଏଣୁ ସହର ବାହାରେ ଥିବା ଏକ ଗ୍ରାନାଇଟ୍ ଖାଦାନ ବା ଖଣି ଅଞ୍ଚଳରେ ମୃତଦେହ ଦାହ କରାଯାଉଛି। ସକାଳ ୭ଟାରୁ ଏହି ଖଣି ଅଞ୍ଚଳରେ ମୃତଦେହ ସଂସ୍କାର କାମ ଆରମ୍ଭ ହେଉଛି। ପ୍ରତିଦିନ ଏହି ଖଣି ଅଞ୍ଚଳରେ ୨୦୩୦ ମୃତଦେହ ଦାହ କରାଯାଉଛି। ଶ୍ମଶାନ ପରି ଏଠାରେ ପ୍ରତିଦିନ ଆମ୍ବୁଲାନ୍ସରେ ମୃତଦେହ ଆସି ଧାଡ଼ି ଦେଉଛନ୍ତି। ବେଙ୍ଗାଲୁରୁ ଜିଲା ଆୟୁକ୍ତ ମଞ୍ଜୁନାଥ କୁହନ୍ତି, ଶ୍ମଶାନରେ ଜାଗା ନ ମିଳିବାରୁ ଖଣି ଅଞ୍ଚଳକୁ ବଛା ଯାଇଛି। ଏହି ଗ୍ରାନାଇଟ୍ ଖଣିକୁ ଶ୍ମଶାନରେ ପରିବର୍ତ୍ତନ କରାଯାଇଛି। ଗେଦାନହଲ୍ଲି ଏବଂ ତବରକେରେ ଦୁଇଟି ଅଞ୍ଚଳ ପଶ୍ଚିମରୁ ସହରଠାରୁ ପ୍ରାୟ ୬ କିଲୋମିଟର ଦୂର। ଏଠାରେ କରୋନା ଆକ୍ରାନ୍ତଙ୍କ ମୃତଦେହ ଦାହ କରାଯାଉଛି। |
ଓଡ଼ିଶାକୁ ୧୦ଟି ଭେଣ୍ଟିଲେଟର ପ୍ରଦାନ କଲା ଟିସିଏସ |
ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ମାଜୁଲି |
ୱାସିଂଟନ୍ : ମହାମାରୀ ବର୍ଷ ଭାବେ ବିବେଚିତ ୨୦୨୦କୁ ଆଜି ବିଶ୍ବ ବିଦାୟ ଦେଇଥିବା ବେଳେ ଆମେରିକାରେ ବର୍ଷର ଶେଷ ଦିନର କରୋନା ମୃତ୍ୟୁ ଭୟ ବଢ଼ାଇଛି। ଆମେରିକାରେ ଗତକାଲି ରେକର୍ଡ ସଂଖ୍ୟକ ଦୈନିକ କରୋନା ମୃତ୍ୟୁ ଚିହ୍ନଟ ହୋଇଛି। ବିଗତ ୨୪ ଘଣ୍ଟାରେ ଆମେରିକାରେ ୩,୯୦୦ରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ସଂକ୍ରମଣ ମାମଲା ୧୮୯,୬୭୧ ରହିଛି। ଦେଶରେ ୧୯.୭ ନିୟୁତରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ମୋଟ୍ ୩୪୧,୦୦୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ବିଶ୍ବରେ ଟିକାକରଣର ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଆମେରିକାରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମୁନି। ପ୍ରତିଦିନ ଆମେରିକାରେ ଲକ୍ଷାଧିକ ଲୋକ କରୋନା ସଂକ୍ରମିତ ହେଉଛନ୍ତି। ଗତ ରବିବାର ଦିନ ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନି ଫସି ଚେତାବନୀ ଦେଇ କହିଥିଲେ ଯେ, ଦେଶରେ ଖରାପ୍ ସମୟ ଏବେ ବି ଆସିନାହିଁ। |
A text in Basque: Egokitu egin daiteke, irakurtzeko erraza izan dadin, eta nahi adina kolore jar dakioke, norbere nahiaren arabera. The same text in Odia: |
A text in Spanish: Son muchos los factores que pueden distinguir a las subculturas: edad, etnia, clase, ubicacin o gnero de sus integrantes. The same text in Odia: |
'ବଲାଙ୍ଗିରରେ ହାଇକୋର୍ଟ ଥିଲା,ଫେରାଇ ଦିଅ' |
କନକ ବ୍ୟୁରୋ : ରାଜସ୍ଥାନର ଯୋଧପୁରଠାରେ ଆଜି ସକାଳୁ ଏକ ଦୁର୍ଘଟଣା ହୋଇଛି । ମିଳିଥିବା ସୂଚନା ଅନୁସାରେ ବାୟୁସେନାର Mig 27 ଲଢୁଆ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି । ବିମାନଟି ଯୋଧପୁର ନିକଟ ଦେବଲିଆ ଗ୍ରାମ ନିକଟରେ ହଠାତ ଖସି ପଡିଥିଲା । ତେବେ ଘଟଣା ଜଣାପଡିବା ପରେ ଘଟଣାସ୍ଥଳକୁ ଯବାନମାନେ ପହଞ୍ଚିଛନ୍ତି । ତେବେ ବିମାନର ପାଇଲଟ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଥିବା ସୂଚନା ମିଳିଛି । କେଉଁ କାରଣରୁ ଓ କିପରି ଭାବରେ ଏପରି ଦୁର୍ଘଟଣା ହେଲା ତାହା ଜଣାପଡିନଥିବା ବେଳେ ଘଟଣାର ତଦନ୍ତ କରାଯିବ ବୋଲି ବାୟୁସେନା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଘଟଣା ସ୍ଥଳରେ ହିଁ ବିମାନଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି । ବାରମ୍ବାର ବାୟୁସେନାର ବିମାନ ଏପରି ଭାବରେ ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ବର୍ତ୍ତମାନ ସମୟରେ ତାହା ଚିନ୍ତାର କାରଣ ରହିଥିବା ଜଣାପଡିଛି |
ଫୋନଟ୍ୟାପିଂ ମାମାଲରେ କଂଗ୍ରେସ ପ୍ରତିନିଧି ଦଳ ମାନ୍ୟବର ଉଚ୍ଚତମ ନ୍ୟାୟଳୟ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଦାବି କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କଲେ |
ଦୁଇ ଗୋଡ଼ ବେକ ପଛେ ଛନ୍ଦି ଥାଏ । |
A text in Spanish: Hasta el siglo XVI, durante la era prehpnica, el norte chileno era de dominio inca, mientras que los indgenas araucanos (mapuches) residan en el centro y sur del pas. The same text in Odia: |
ରିୟା ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହେପାଜତ ଅକ୍ଟୋବର 6 ପର୍ଯ୍ୟନ୍ତ ବୃଦ୍ଧି, ଆସନ୍ତାକାଲି HC ରେ ଜାମିନ ଶୁଣାଣି |
ଡି'ଭିଲିଅର୍ସ, ମ୍ୟାକ୍ସୱେଲ ପ୍ରହାର : ଆର୍ସିବିର ହ୍ୟାଟ୍ରିକ୍ ବିଜୟ |
ଭିନ୍ନ ଏକ ପରିଚୟ: ପର୍ବତାରୋହୀ ଇଞ୍ଜିନିୟର December 17th, 00:00 AM December 17th, 00:00 AM |
hta Hng Kng n'z kachas mma, p n'agwaetiti gawa na Kowloon, mpaghara akk mmiri, nke chere g ihu. The previous text is in Igbo. Here is a translation to Odia: |
ଏହି କାରଖାନା ଓଡିଶାର ବୃହତମ ମକା ବାଜାର ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ । ଏହି କାରଖାନା ବର୍ଷକୁ ପ୍ରାୟ ୪୦,୦୦୦ ମେଟ୍ରିକ୍ ଟନ୍ ମକା ସାଇଲେଜ୍ ପ୍ରସ୍ତୁତ କରିପାରିବ ଯାହା ୩୬୫ ଦିନ ଦୈନିକ ୨୦,୦୦୦ ଗାଈଙ୍କୁ ଚାରା ଯୋଗାଇପାରିବ । ଗତ ୩ ଦଶନ୍ଧି ଧରି ମକା ଚାଷ କରୁଥିବା ସ୍ଥାନୀୟ ଚାଷୀଙ୍କ ଠାରୁ ଆମେ ମକା କିଣୁଛୁ କିନ୍ତୁ ସଠିକ ବଜାରୀକରଣ ଓ କମ୍ ଦର ପାଇଁ ସେମାନେ ହଇରାମ ହେଉଛିନ୍ତି । ଏହି କାରଣ ପାଇଁ ଚାଷୀମାନେ ଅନ୍ୟ ଜିବିକୀ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଏହି ପ୍ରକଳ୍ପରେ ସାମିଲ ଥିବା ଉମରକେଟର ଏକ ମାକା ଚାଷୀ ଚିତରଞ୍ଜନ ପରିଡା କହିଥିଲେ । |
ଖଲ୍ଲିକୋଟ(ଡି.ଏନ୍.ଏ.)ବ୍ରହ୍ମପୁର ଅଫିସ,୨୩।୧୦: ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ପୋଲିସ ଖୋଜାପଲି ବଡ଼ଦାଣ୍ଡସାହିର ଜଣେ ନିଶା ବେପାରୀଙ୍କ ଘରେ ଗୁରୁବାର ରାତିରେ ଚଢ଼ାଉ କରିଥିଲା। ସେଠାରୁ ୩୪ କେଜି ୯୪ ଗ୍ରାମ୍ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ୍ ଅଫିମ ସହ ୮ କେଜି ୫୯୬ ଗ୍ରାମ୍ ସୁନାଗହଣା ଓ ୭୫ ଲକ୍ଷ ୯ ହଜାର ଟଙ୍କା ଜବତ କରାଯାଇଛି। ନିଶା ବ୍ୟବସାୟୀ ରଜନୀକାନ୍ତ ପଟ୍ଟନାୟକଙ୍କୁ ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ନଂ.୬୪୫୨୧ରେ ଏକ ମାମଲା ରୁଜୁ କରାଯାଇଥିବା ଖଲ୍ଲିକୋଟ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି। ଖଲ୍ଲିକୋଟ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ, ଚୋରାମଦ କାରବାର ଚାଲିଛି। ପୋଲିସ ଆଖିରେ ଧୂଳିଦେଇ ମାଫିଆମାନେ ଏହି ବେଆଇନ କାରବାରରେ ଲିପ୍ତ ରହୁଛନ୍ତି। ନିଶା ବ୍ୟବସାୟୀ ରଜନୀକାନ୍ତ କନ୍ଧମାଳ ଜିଲାରୁ ଗଞ୍ଜେଇ ଓ ଅଫିମ ଆଣି ଘରେ ରଖି ବିଭିନ୍ନ ସ୍ଥାନକୁ ଚୋରାଚାଲାଣ କରୁଥିଲେ। ସେ ମଧ୍ୟ ଗାଁ ଗହଳିର ଲୋକଙ୍କ ସୁନାଗହଣା ବନ୍ଧକ ରଖି ସୁଧକୁ ଟଙ୍କା ଦେଉଥିଲେ। ଗୁରୁବାର ରାତିରେ ଏକ ସ୍କୁଟିରେ ରାଜନୀକାନ୍ତ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଭେଜିପୁଟ ଫାଣ୍ଡି ଓଆଇସି ମନୋଜ କୁମାର ପ୍ରଧାନଙ୍କ ହାବୁଡ଼ରେ ପଡ଼ିଥିଲେ। ତାଙ୍କୁ ଫାଣ୍ଡିକୁ ଆଣି ପଚରାଉଚରା କରାଯାଇଥିଲା। ଖଲ୍ଲିକୋଟ ଆଇଆଇସି ଜଗନ୍ନାଥ ମଲିକ, ଭେଜିପୁଟ ଓଆଇସି ମନୋଜ କୁମାର ପ୍ରଧାନ ପୋଲିସ ଟିମ୍ ସହ ରଜନୀକାନ୍ତଙ୍କ ଘରେ ଚଢ଼ାଉ କରିଥିଲେ। ଟଙ୍କା, ସୁନା ଓ ନିଶାଦ୍ରବ୍ୟ ଜବତ ବେଳେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାସ ଉପସ୍ଥିତ ଥିଲେ। ରଜନୀକାନ୍ତଙ୍କ କେତୋଟି ବ୍ୟାଙ୍କ ଆକାଉଣ୍ଟ ଓ ସେଥିରେ କେତେ ଟଙ୍କା ରହିଛି ପୋଲିସ ତାହାର ମଧ୍ୟ ଖୋଳତାଡ଼ କରୁଛି। ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିବା ନିଶା ବେପାରୀଙ୍କ ଘରେ ... ପାଇଁ ପଦକ୍ଷେପ ନିଆଯିବ ବୋଲି ଏସ୍ପି ରଏ କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ, ଖଲ୍ଲିକୋଟ ଆଇଆଇସି, ଭେଜିପୁଟ ଓଆଇସି, ଅତିରିକ୍ତ ତହସିଲଦାର ଏବଂ ଅବକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। |
ନବରଙ୍ଗପୁରରେ ୫ଟି ସଚିବ: ମୁଖ୍ୟ ଚିକିତ୍ସାଳୟ ବୁଲି କରୋନା ସ୍ଥିତି ସମୀକ୍ଷା କଲେ |
କନକ ବ୍ୟୁରୋ : ରାଜୁଆ ନଦୀରେ ବନ୍ୟା ସ୍ଥିତି ପାଇଁ ୧୦ ଦିନ ହେବ ଜଳବନ୍ଦୀରେ ଖୋର୍ଦ୍ଧା ଜିଲ୍ଲାର ୩ ପଂଚାୟତର ୧୫ଟି ଗାଁ । ଓରବରସିଂ ପଂଚାୟତ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଗାଁ ସଂପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ବହୁଛି । ଘରେ ପାଣି ପସି ଯାଇଥିବାରୁ ଲୋକେ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବନ୍ୟା ପାଣି ବଢିବାରେ ଲାଗିଛି । ବ୍ରାହ୍ମଣୀ ଅବବାହିକାରେ ବନ୍ୟା ଆସିବା ଯୋଗୁ ଦୁଇ ଦିନ ହେବ ପାଣି ବଢିବାରେ ଲାଗିଛି । ରାଜନଗର ବ୍ଲକର ୫ଟି ପଂଚାୟତର ପାଖାପାଖି ୪୦ ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ବନ୍ଧପଡା, ଓସ୍ତିଆ, ବେଲପାଳ ଓ ରାଜପୁର ପଂଚାୟତର ଲୋକମାନେ ୭ ଦିନ ଧରି ପାଣି ଘେରରେ ରହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ଏକମାତ୍ର ହୁଲି ଡଙ୍ଗା ଉପରେ ନିର୍ଭର କରୁଛନ୍ତି । ପଂଚାୟତ ତରଫରୁ ଗୋଟିଏ ହୁଲି ଡଙ୍ଗାର ବ୍ୟବସ୍ଥା କରାଯାଇଛି । ଦିନରୁ ରାତି ଯାଏଁ ଲୋକେ ଏହି ଡଙ୍ଗା ସାହାର୍ଯ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ରାଜନଗର ଓ ମନଦପୁର ବଜାରକୁ ଆସୁଛନ୍ତି । |
ଢେଙ୍କାନାଳ ସେଲ୍ଟର୍ ହୋମ୍ ଅସଦାଚରଣ ଘଟଣା : ରାଜ୍ୟ ସରକାରଙ୍କ ଖାମଖିଆଲି ନୀତିକୁ ଦାୟୀ କଲା ବିଜେପି |
ନେତା ବି ପାଦ ଛୁଇଁ ନେଉଥିଲେ ଆର୍ଶୀବାଦ |
ତା: ଜାନୁଆରୀ ୨୮, ୨୦୧୧ |
Os membros da equipe virtual geralmente agem como o ponto de contato para seu grupo fsico imediato. Here is the same text in Odia: |
ପୋଲିସ ହେପାଜତରେ ଥିବା ଦୁଇ ମାଫିଆଙ୍କ ମୃତ୍ୟୁକୋକ୍ରାଝର (ଆସାମ) , ୧୯ ଏପ୍ରିଲ ( ହି. ସ.) କୋକରାଝାରରେ ଆତଙ୍କବାଦୀମାନେ ପୋଲିସ ଟିମ୍ ଉପରେ ମଂଗଳବାରଦିନ ସକାଳୁ ଛକି ରହି ଆକ୍ରମଣ କରିଛନ୍ତି ଯେଉଁଥିରେ ଚାରି ପୋଲିସ ଆହତ ହେବା ସହିତ ତାଙ୍କ ଗାଡି ମଧ୍ୟ କ୍ଷତିଗସ୍ତ ହୋଇଛି । ପୋଲିସଙ୍କୁ ଜବାବ ଦେବାରେ ପୋଲିସ କଷ୍ଟୋଡିରେ ଥିବା ଦୁଇ ଆତଂରାଷ୍ଟ୍ରିୟ ମାଫିଆଙ୍କୁ ଗୁଳିବିନିମୟରେ ମଧ୍ୟ ମୃତ୍ୟୁବରଣ କରିଥିବ ଜଣା ପଡିଛି ୍ୟ ଦୁଇ ମାଫିଆ ଉତର ପ୍ରଦେଶରେ ମେରଠରେ ଥିବା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।ହିନ୍ଦୁସ୍ଥାନ ସମାଚାର |
ଆମେରିକାରେ ଫେସ୍ବୁକ୍ ଏହି ନୂଆ ଫିଚର୍ର କଲା ପରୀକ୍ଷଣ |
ରାଜଧାନୀରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ Sambad |
ଭୁବନେଶ୍ବର୧୭୮: ସୋସିଆଲ ମିଡିଆରେ ଚହଳ ପକାଇଥିବା ଅପସରା ରାଣୀଙ୍କ ଟ୍ବିଟ୍ର ଆକାଉଣ୍ଟକୁ କରାଗଲା ସସ୍ପେଣ୍ଡ୍। ସୋସିଆଲ ମିଡିଆରେ ନିୟମ ଭାଙ୍ଗିଥିବା ବା ଭାଓଲେସନ ସୃଷ୍ଟି କରିଥିବା ଅଭିଯୋଗରେ ତାଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଥିବା ଜଣାପଡିଛି। ଅପସରା ରାଣୀଙ୍କ ଅଫିସିଆଲି ଟ୍ବିଟ୍ର ଆକାଉଣ୍ଟଟି ହେଉଛି, apsararani। ଏହି ଆକାଉଣ୍ଟରେ ତାଙ୍କର 45k ଫଲୋର୍ସ ଥିଲେ। ବିଭିନ୍ନ ସମୟରେ ଅପସରାଙ୍କୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ ଟ୍ରୋଲ କରୁଥିଲେ। ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଚାନକ ତାଙ୍କ ଅଫିସିଆଲି ଟ୍ବିଟ୍ର ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି। ଅନ୍ଲାଇନ୍ ପ୍ଲାଟଫର୍ମରେ ଅପସରାଙ୍କ ଫିଲ୍ମ ଥ୍ରୀଲର ରିଲିଜ ହୋଇଥିଲା। ବଲିଉଡ୍ର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ। ତାଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ଡେଞ୍ଜରସ୍ ରେ ମଧ୍ୟ ଅପସରା ଏବଂ ନୈନା ଗାଙ୍ଗୁଲି ଅଭିନୟ କରିଛନ୍ତି। ଏପରି କି ଥ୍ରୀଲର ଫିଲ୍ମକୁ ନେଇ ଓଡିଶାର ହିନ୍ଦୁ ସଂଗଠନ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଏହି ଫିଲ୍ମରେ ଅଶ୍ଳୀଳତାକୁ ପ୍ରାଧନ୍ୟ ଦିଆଯାଇଛି। ଥ୍ରୀଲୀର ଫିଲ୍ମରେ ଅଙ୍ଗପ୍ରଦର୍ଶନ କରାଯାଉଥିବା ସିନ୍ରେ ହିନ୍ଦୁ ସମାଜର ଦେବାଦେବୀଙ୍କ ନାଁ ଉଚ୍ଚାରଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଥ୍ରୀଲର ଫିଲ୍ମରେ ଓଡିଆ ପୁଅ ରକ କଚ୍ଚି ଏବଂ ଓଡିଆ ଝିଅ ଅପସରା ରାଣୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। |
ପାଟଣା ୨୨।୦୮: ବିହାର ବୈଶାଳୀ ଜିଲ୍ଲା ମହୁଆ ଥାନା ମୁକୁନ୍ଦପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ତିନି ଜୀବନଙ୍କ ମୃତ୍ୟୁ ହୋଇଯାଇଥିବେ ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଅବରୋଧ । ପୋଲିସ ଘଟଣାରେ ଛାନ୍ଭିନ୍ ଜାରି ରଖିଛି । ବିହାର ମୋହନପୁର ଧନରାଜର ବାସିନ୍ଦା ୧୮ବର୍ଷୀୟ ରାଜୁ କୁମାର ନିଜର ୩ଜଣ ସାଙ୍ଗଙ୍କ ସହିତ କଲେଜକୁ ନାମଲେଖା ପାଇଁ ଯାଇଥିଲେ । ରାଜୁ କଲେଜରେ ନାମଲେଖା କରି ଫେରୁଥିବା ସମୟରେ ଏକ ଟ୍ରକ ଜୋରଦାର ଧକ୍କା ଦେଇଥିଲା । ମହୁଆ ପଟୁ ଆସୁଥିବା ଏକ ଟ୍ରକ ଖୁବ୍ ଜୋର୍ରେ ଆସି ଧକ୍କା ଦେଇଥିଲା । ଯାହାଫଳରେ କି ରାଜୁ କୁମାରଙ୍କ ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ସେପଟେ ଅନ୍ୟ ଦୁଇଜଣ ରାଜା କୁମାର ଓ ଲାଲୁ କୁମାର ମେଡିକାଲକୁ ନେଉଥିବା ସମୟରେ ମୃତ୍ୟୁ ହୋଇଛି । ତେବେ ଅନ୍ୟ ଜଣେ ଯୁବକ ଚନ୍ଦନ କୁମାରଙ୍କ ଅବସ୍ଥା ଗୁରୁତର ରହିଛି । ନିକଟସ୍ଥ ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ଦୁର୍ଘଟଣା ଘଟଣାଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇ ବେଳେ ପୋଲିସ ଛାନ୍ଭିନ୍ ଜାରି ରଖିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ । କିନ୍ତୁ ସ୍ଥାନୀୟ ପ୍ରଶାସନ ପହଞ୍ଚି ବୁଝାସୁଝା ପରେ ରାସ୍ତାରୋକ ହଟିଛି । |
ଲୋକେ ଏଠି ପିଇବାକୁ ପାଆନ୍ତି ନାହିଁ ପାଣି, |
କୋରାପୁଟରେ ପାହାଡ଼ ଧସିବା ସହ ଉପୁଡ଼ିଲା ଗଛ |
ପୂଜଇ ଭୂତପ୍ରେତଗଣେ । ଆତ୍ମହିଂସନ ସେ ନ ଜାଣେ ।।୮୧ |
ପବିତ୍ର ଦୀପାବଳି ଅବସରରେ ରାଜ୍ଯବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ |
ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା ଏବଂ ଛଟ୍ ପୂଜା ପାଇଁ ବାଣ ଫୁଟାଇବା ନେଇ ଗାଇଡ୍ଲାଇନ୍ ଜାରି କରିଛନ୍ତି ସରକାର । ନୂଆ ନିୟମ ଅନୁସାରେ ଦୀପାବଳିରେ କେବଳ ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକରକୁ ଅନୁମତି ଦିଆଯାଇଛି । ବାଣ ଫୁଟାକୁ ନେଇ ଗତ ଅକ୍ଟୋବର ୩୦ରେ ସୁପ୍ରିମ କୋର୍ଟ ଓ ଆଜି ଓଡ଼ିଶା ହାଇକୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟ ସରକାର ଏହି ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି । ଓଡ଼ିଶା ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରି କରି କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି । କେବଳ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପେଲୋ) ଅନୁମତିପ୍ରାପ୍ତ ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି ।ଗ୍ରୀନ୍ କ୍ରାକର ଫୁଟାଇବା ପାଇଁ ଅନୁମତି ରହିଥିବା ବେଳେ PESO ସାର୍ଟିଫିକେଟ୍ ଥିଲେ ବ୍ୟବସାୟୀ ବାଣ ବିକ୍ରି କରିପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି । ରାତି ୮ରୁ ୧୦ ଭିତରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ରହିଛି । ଏଥି ସହିତ ସରକାର ଧାର୍ଯ୍ୟ କରିଥିବା ସ୍ଥାନରେ ବାଣ ବିକ୍ରି କରାଯାଇ ପାରବ ବୋଲି ଗାଇଡ୍ଲାଇନ୍ରେ ଦର୍ଶାଯାଇଛି । Powered by Froala Editor |
s[INST] ନିମ୍ନଲିଖିତ ବାକ୍ୟକୁ ଏହାର ମୂଳ ରୂପରେ ପୁନଃସ୍ଥାପନ କରନ୍ତୁଃ ମୁଁ ଦେଖିଥିବା ସବୁଠାରୁ ଭଲ ଜିନିଷ ହେଉଛି ଏହା। [INST] ମୁଁ ଦେଖିଥିବା ସବୁଠାରୁ ଭଲ ଜିନିଷ ହେଉଛି ଏହା। s |
ମୋତେ ପୁରସ୍କାର ଦେଲେ ଭଲ ଲାଗେ ନାହିଁ। ବାଜା ବଜାଇବା ହିଁ ମୋତେ ଆନନ୍ଦ ଦିଏ। ନିକଟରେ ପଦ୍ମଶ୍ରୀ ପାଇଁ ମୋ ଘର ଖୋଜି କିଛି ଅଧିକାରୀ ଆସିଥିଲେ। ମୋ ନାଁ କୁଆଡ଼େ ଭାରତ ସରକାରଙ୍କୁ ଅନୁମୋଦିତ ହୋଇଥିବା ମୋର କିଛି ବନ୍ଧୁ କହିଥିଲେ। କିନ୍ତୁ ପାଇଲା ବେଳକୁ ଆଉ କିଏ ସେହି ପୁରସ୍କାର ନେଇଗଲେ। ଏଥିପାଇଁ ମୋର ଦୁଃଖ ନାହିଁ। |
ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଅଟକ |
କନକ ବ୍ୟୁରୋ : ତିହାର ଜେଲରେ କୁଖ୍ୟାତ ଅପରାଧୀ ଅଙ୍କିତ ଗୁଜରଙ୍କ ହତ୍ୟାକୁ ନେଇ ୩ ନମ୍ବର ଜେଲର ସୁପରିଟେଣ୍ଡେଣ୍ଟ ନରେନ୍ଦ୍ର କୁମାର ମୀଣା ଓ ଅନ୍ୟଜଣେ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଅଙ୍କିତଙ୍କ ମାଙ୍କ ଅଭିଯୋଗ ଆଧାରରେ ହରିନଗର ଥାନାରେ ମାମଲା ରୁଜୁ କରାଯାଇଛି । ସୂଚନା ଥାଉକି ଅପରାଧୀ ଅଙ୍କିତ ଗୁଜରଙ୍କ ମୃତଦେହ ଜୁଲାଇ ୩୦ ତାରିଖରେ ଜେଲର କୋଠରୀ ଭିତରୁ ମିଳିଥିଲା । ଅଙ୍କିତଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ କି ଜେଲ ସୁପରିଟେଣ୍ଡେଣ୍ଟ ନରେନ୍ଦ୍ର ମୀନା ତାଙ୍କୁ ବାରମ୍ବାର ୧ ଲକ୍ଷ ଟଙ୍କା ମାଗୁଥିଲେ । ହେଲେ ଅଙ୍କିତ ତାଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ । ବାକି ଟଙ୍କା ନଦେବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା କଥା ଅଙ୍କିତଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଅନ୍ୟପଟେ ଜେଲରେ ଅଙ୍କିତଙ୍କ ସହ ରହୁଥିବା କଏଦୀ କହିଛନ୍ତି କି, ଅଙ୍କିତଙ୍କ ପାଖରେ ମୋବାଇଲ ଫୋନ ଥିଲା ଓ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏହି ବିବାଦ ଉଗ୍ରରୂପ ନେଇଥିଲା ଓ ଅଙ୍କିତ ନରେନ୍ଦ୍ର ମୀନାଙ୍କ ଉପରେ ଆକ୍ରମଣ କରିଥିଲେ । ଜେଲ କର୍ମୀମାନେ ଅଙ୍କିତଙ୍କୁ ଅଟକାଇଥିଲେ । ଏହି ଆକ୍ରମଣ ଓ ପ୍ରତି ଆକ୍ରମଣରେ ଅଙ୍କିତ ଗୁରୁତର ହୋଇପଡିଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା । |
ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ରାମ ମନ୍ଦିରର ଭୂମିକା ଗୁରୁତ୍ୱପୂର୍ଣ୍ଣ : ପ୍ରିୟଙ୍କାଗାନ୍ଧି |
Image Courtesy : https:www.amarujala.com ବିଶ୍ବର ସବୁଠାରୁ ବିପଦଜନକ ବିଷ। ଜାଣନ୍ତି କି ଏହା ବିଷୟରେ? ଏହି ବିଷର ମାତ୍ର ୧ ଗ୍ରାମ ହଜାର ହଜାର ଲୋକଙ୍କର ଜୀବନ ଚାଲିଯିବ। ସିଆନାଇଡ୍ ବିଷୟରେ ତ ଜାଣିଥିବେ, କିନ୍ତୁ ଠିକ୍ ଏଭଳି ଆଉ ଏକ ବିପଦ ଜନକ ବିଷ ହେଲା ପୋଲୋନିୟମ୍୨୧୦। ଏହାକୁ ବିଶ୍ବର ସବୁଠାରୁ ବିପଦଜନକ ବିଷ ବୋଲି କହିଲେ ଭୁଲ ହେବନି। ପେଲୋନିୟମ ୨୧୦ ଏକ ରେଡିୟୋଆକ୍ଟିଭ ତତ୍ବ, ଯେଉଁଥିରୁ ବାହାରୁଥିବା ରେଡିଏସନ୍ ମଣିଷ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସହିତ ଡିଏନଏ ଓ ଇମ୍ୟୁନୁ ସିଷ୍ଟମକୁ ମଧ୍ୟ ନଷ୍ଟ କରିଥାଏ। ମୃତ ଶରୀରରେ ଏହାର ଉପସ୍ଥିତି ବିଷୟରେ ଜାଣିବା ଖୁବ୍ କଷ୍ଟକର କାମ। ଭାରତରେ ଏହି ବିଷ ସମ୍ପର୍କରେ ଯାଞ୍ଚ କରିବା ସମ୍ଭବ ହୋଇପାରିନି। ପୋଲୋନିୟମ୍ ୨୧୦ର ଆବିଷ୍କାର ପ୍ରସିଦ୍ଧ ଭୌତିକବିତ୍ ଓ ରସାୟନଶାସ୍ତ୍ରୀ ମେରି କ୍ୟୁରୀ ୧୮୮୯ରେ କରିଥିଲେ। ତାଙ୍କୁ ରସାୟନ ବିଜ୍ଞାନ କ୍ଷେତ୍ରରେ ରେଡିୟମର ଶୁଦ୍ଧିକରଣ(ଆଇସୋଲେସନ୍ ଅଫ୍ ପ୍ୟୁର ରେଡିୟମ) ପାଇଁ ରସାୟନ ଶାସ୍ତ୍ରର ନୋବେଲ ପୁରସ୍କାର ମିଳିଥିଲା। ଏହାଛଡା ତାଙ୍କୁ ରେଡିଓ ଆକ୍ଟିଭର ସନ୍ଧାନ ପାଇଁ ଭୌତିକର ନୋବେଲ ପୁରଷ୍କାର ମଧ୍ୟ ମିଳିଥିଲା। ସେଭଳି ପୋଲୋନିୟମର ନାମ ପୂର୍ବରୁ ରେଡିୟମ ଏଫ୍ ରଖାଯାଇଥିଲା, କିନ୍ତୁ ପରେ ଏହାର ନାଁ ବଦଳାଇ ଦିଆଯାଇଥିଲା। ବୈଜ୍ଞାନିକଙ୍କ କହିବା ଅନୁସାରେ, ପୋଲୋନିୟମ୍୨୧୦ର ଗୋଟିଏ ଛୋଟ କଣିକା ଯଦି ମଣିଷ ଶରୀରକୁ ଚାଲିଯାଏ ତେବେ ତା'ର ମୃତ୍ୟୁ ସୁନିଶ୍ଚିତ। ବଞ୍ଚିବା ଖୁବ୍ କଷ୍ଟକର, କାରଣ ଯଦି ଏହାକୁ ଖାଦ୍ୟ ସହିତ ମିଶାଇ ଦିଆଯାଏ ତେବେ ଏହାର ସ୍ବାଦ ବି ଜଣାପଡେନି। କୁହାଯାଏ ଯେ, ପୋଲୋନିୟମ୍୨୧୦ ବିଷର ପ୍ରଥମ ଶିକାର, ଏହାର ଉଦ୍ଭାବନ ମେରି କ୍ୟୁରିଙ୍କ ପୁଅ ଇରିନ୍ ଜୁଲିଅଟ୍ କ୍ୟୁରୀ ହୋଇଥିଲେ, ଯିଏକି ଏକ ଛୋଟ କଣିକା ଖାଇଦେଇଥିଲେ। ଏହି କାରଣରୁ ତାଙ୍କର ତୁରନ୍ତ ମୃତ୍ୟୁ ହୋଇଥିଲା। ଏହାଛଡା କୁହାଯାଏ ଯେ, ଇସ୍ରାଏଲର ସବୁଠାରୁ ବଡ ଶତ୍ରୁ କୁହାଯାଉଥିବା ପାଲେଷ୍ଟାଇନ୍ ନେତା ୟାସିର ଅରାଫତଙ୍କ ମୃତ୍ୟୁ ମଧ୍ୟ ଏହାଦ୍ବାରା ହୋଇଥିଲା। ଏହାର ଯାଞ୍ଚ ପାଇଁ ତାଙ୍କର ମୃତଦେହକୁ କବର ଦେବାର ବହୁ ବର୍ଷ ପରେ ବାହାର କରାଯାଇଥିଲା। ସ୍ବିଜରଲାଣ୍ଡର ବୈଜ୍ଞାନିକ ଏହିଦାବି କରିଛନ୍ତି ଯେ, ତାଙ୍କ ମୃତଦେହର ଅବଶେଷରେ ରେଡିୟୋଧର୍ମୀ ପୋଲୋନିୟମ୨୧୦ ମିଳିଥିଲା। |
ପ୍ରେମରେ ଅସଫଳ ହୋଇ ନିଜ ପେଟରେ ଛୁରୀ ଭୁସିଲେ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲ୍ରେ ପହଞ୍ଚିଲେ ଯୁବକ |
ଏହି ମାସ ୨୧ ତାରିଖରେ ଆନ୍ତର୍ଜାତିକ ମାତୃଭାଷା ଦିବସ । ଉର୍ଦ୍ଦୁ ବଦଳରେ ବଙ୍ଗଳାଭାଷାକୁ ପୂର୍ବବଙ୍ଗର ଜାତୀୟ ଭାଷା କରିବା ଲାଗି ୧୯୫୨ ମସିହା ଫେବୃଆରୀ ୨୧ ତାରିଖରେ ଆନ୍ଦୋଳନ କରିବା ବେଳେ ଢାକା ବିଶ୍ୱବିଦ୍ୟାଳୟ ଓ ମେଡ଼ିକାଲ କଲେଜରେ ପଢ଼ୁଥିବା ଅନେକ ଛାତ୍ର ପୁଲିସ ଗୁଳିରେ ନିହତ ହୋଇଥିଲେ । ମାତୃଭାଷା ପାଇଁ ସେମାନଙ୍କ ଏ ବିରାଟ ବଳିଦାନକୁ ସମ୍ମାନ ଦେଇ ମିଳିତ ଜାତିସଂଘ ଫେବୃଆରୀ ୨୧ ତାରିଖକୁ ଆନ୍ତର୍ଜାତିକ ମାତୃଭାଷା ଦିବସ ଘୋଷଣା କରିଥିଲା । |
କେନ୍ଦ୍ରାପଡା୨୬ ଫେବୃଆରୀ (ହି.ସ) ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞର ପଂଚମ ଦିବସରେ ଶିବାନନ୍ଦ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ଅଭିଥିଭାବେ ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ୱତୀ, ସ୍ୱାମୀ ରାମ ଶରଣାନନ୍ଦ ସରସ୍ୱତୀ, ଆମନ୍ତ୍ରୀତ ସାଧୁ, ପାଟକୁରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକାଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଂଜୟ କୁମାର ଅଗ୍ରୱାଲା, ଶିକ୍ଷାବିତ ବିପିନ ବିହାରୀ ବାରିକ, ସରକାରୀ ଆଇନଜୀବୀ ସଞ୍ଜୟ କୁମାର ଜେନା,ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ଜିଲ୍ଲା ଯୁବବିଜେଡି ସଭାପତି ରାଜେଶ ଦାସ, ସରପଂଚ ଗାୟତ୍ରୀ ମହାନ୍ତି, କରୁଣାକର ଦାସ ଅତିଥି ଯୋଗ ଦେଇଥିଲେ । ଆଶ୍ରମରେ ଆୟୋଜିତ ଯୋଗ ତଥା ଓଡିଶୀ ନୃତ୍ୟ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ଉତ୍ସବରେ ଶିବାନନ୍ଦ ଭଜନ ସନ୍ଧ୍ୟାର କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଆଶ୍ରମ ତରଫରୁ ସଭାରେ ଉପସ୍ଥିତ ଅତିଥି ଯୋଗଗୁରୁ ସଞ୍ଜୟ ମଥାନ, ସାମ୍ବାଦିକ ନିହାର ରଂଜନ ଓ ଶିବାନନ୍ଦ ଭଜନ ସନ୍ଧ୍ୟାର କଣ୍ଠଶିଳ୍ପୀ ମାନଙ୍କୁ ଉତରୀୟ ଦେଇ ଶ୍ରୀମା ସମ୍ମାନିତ କରିଥିଲେ । ଏହି ଉତ୍ସବରେ କପାଳେଶ୍ୱର ଗ୍ରାମ ପଂଚାୟତର ଅନେକ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ । ସନ୍ତୋଷ ପଣ୍ଡା, ଶିକ୍ଷାବିତ ଚିତରଂଜନ ଆଚାର୍ଯ୍ୟ, ଶ୍ରୀଧର ରାଉତ, ବ୍ରଜ ସୁନ୍ଦର ରାଉତ,ଅଭିମନ୍ୟୁ ଗୋଚ୍ଛାୟତ, ଦେବେନ୍ଦ୍ର ନାଥ ସାମନ୍ତ, ପ୍ରମୋଦ ପ୍ରଧାନ, ଅକ୍ଷୟପ୍ରିୟ ଦାସ, କିଶୋର ଚନ୍ଦ୍ର ପ୍ରଧାନ, ସତ୍ୟ ବ୍ରତ ସିଂ,ସତ୍ୟପ୍ରିୟ ଦାସ, ଧିରେନ୍ଦ୍ର ଦାସ, ଶିବାନୀ, ବର୍ଷା, ନୃସିଂହ ବାବା ଓ ଆଶ୍ରମର ଅନ୍ତେବାସୀ ମାନେ ଏହି ଉତ୍ସବକୁ ପରିଚାଳନା କରିଥିଲେ । ବ୍ୟଙ୍ଗ କବି ଶ୍ରୀଧର ମହାନ୍ତି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ, ଶିକ୍ଷାବିତ ମନୋରଂଜନ ତ୍ରୀପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ । |
ନୂଆଦିଲ୍ଲୀ,୧୬୦୯: ରୁଷର ରାଜଧାନୀ ମସ୍କୋରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍ସିଓ) ସଦସ୍ୟ ରାଷ୍ଟ୍ରର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ବୈଠକରେ ପାକିସ୍ତାନର ଭାରତ ବିରୋଧୀ ହରକତ ଦେଖିବାକୁ ମିଳିଛି। ପାକିସ୍ତାନ ଏକ ବିବାଦୀୟ ନକ୍ସା ପ୍ରଦର୍ଶନ କରିଥିଲା । ଯେଉଁଥି ପାଇଁ ଭାରତର ଏନ୍ଏସ୍ଏ ଅଜିତ ଡୋଭାଲ ଏହି ଭର୍ଚୁଆଲ ବୈଠକର ଅଧାରୁ ଉଠି ପଳାଇ ଆସିଛନ୍ତି । ଭାରତର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ରୁଷ ପକ୍ଷରୁ ଏହି ବୈଠକ ଆୟୋଜିତ ହୋଇଥିଲା । କିନ୍ତୁ ପାକିସ୍ତାନ ଯାହା କଲା ତାହା ବୈଠକ ପାଇଁ ଧାର୍ଯ୍ୟ ନୀତିର ଖୋଲାଖୋଲି ଉଲ୍ଲଂଘନ । ସଦସ୍ୟ ରାଷ୍ଟ୍ରଙ୍କ ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ଏସ୍ସିଓ ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ । କିନ୍ତୁ ବୈଠକକୁ ପାକିସ୍ତାନ ଭୁଲ ଦିଗରେ ନେବାକୁ ପ୍ରୟାସ କରିଥିଲା । ଯାହାର ଘୋର ପ୍ରତିବାଦ ଜଣାଇଥିଲେ ଡୋଭାଲ । ସେ ଏକଥା ମଧ୍ୟ ରୁଷ ପ୍ରତିପକ୍ଷ ନିକୋଲାଇ ପଟ୍ରୁଶେଭଙ୍କୁ ଜଣାଇଥିଲେ । ରୁଷ ପ୍ରତିପକ୍ଷ ମଧ୍ୟ ପାକିସ୍ତାନକୁ ଏଭଳି ବିବାଦୀୟ ପ୍ରସଙ୍ଗ ଉପସ୍ଥାପନ ନ କରିବାକୁ ବାରମ୍ବାର କହିଥିଲେ । ମାତ୍ର ପାକିସ୍ତାନ ଉପରେ ତାର କୌଣସି ପ୍ରଭାବ ପଡି ନଥିଲା। ଫଳରେ ଡୋଭାଲ ଉକ୍ତ ବୈଠକର ଅଧାରୁ ଉଠି ଚାଲିଆସିଥିଲେ । ଡୋଭାଲ ଚାଲିଆସିବା ପରେ ମଧ୍ୟ ପାକିସ୍ତାନ ତାର ହରକତ ବନ୍ଦ କରି ନଥିଲା । ରୁଷ ଏନ୍ଏସ୍ଏ କହିଛନ୍ତି ଯେ ପାକିସ୍ତାନର ଏଭଳି କାର୍ଯ୍ୟକୁ ତାଙ୍କ ଦେଶ କେବେ ବି ସମର୍ଥନ କରିବ ନାହିଁ । ପାକିସ୍ତାନର ଏଭଳି ହରକତ ଭାରତ ସହ ରୁଷର ସମ୍ପର୍କ ଉପରେ କୌଣସି ପ୍ରଭାବ ମଧ୍ୟ ପକାଇବ ନାହିଁ । ଭାରତ ଏହି ବୈଠକରେ ସାମିଲ ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହ ଡୋଭାଲଙ୍କୁ ଧନ୍ୟବାଦ ଜଣାଇଥିଲେ। ସୂଚନା ଅନୁସାରେ ବୈଠକରେ ପାକିସ୍ତାନର ଏନ୍ଏସ୍ଏ ମୋଇଦ୍ ୟୁସୁଫ ଏକ ବିବାଦୀୟ ନକ୍ସା ପ୍ରଦର୍ଶନ କରିଥିଲେ । ଯେଉଁଥିରେ ଜମ୍ମୁକାଶ୍ମୀର ଓ ଲଦାଖ ପାକିସ୍ତାନର ବୋଲି ଦର୍ଶାଯାଇଥିଲା । କେବଳ ଏତିକି ନୁହେଁ ଗୁଜରାଟର ଜୁନାଗଡ ଓ ସାର୍ କ୍ରିକ୍ ଅଞ୍ଚଳକୁ ମଧ୍ୟ ପାକିସ୍ତାନ ନିଜର ବୋଲି ଦର୍ଶାଇଥିଲା । ପାକିସ୍ତାନ ପକ୍ଷରୁ ଗତ ଅଗଷ୍ଟ ମାସ ୪ ତାରିଖରେ ଏହି ନକ୍ସା ଜାରି କରାଯାଇଥିଲା । ସମଗ୍ର ପାକିସ୍ତାନରେ ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ଏହି ନକ୍ସାକୁ ସ୍ଥାନିତ କରାଯାଇଛି । ଗତବର୍ଷ ଅଗଷ୍ଟ ୫ ତାରିଖରେ ଭାରତ ସରକାର ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ଏହାକୁ ୧ ବର୍ଷ ପୂରଣ ହେବାର ଦିନକ ପୂର୍ବରୁ ପାକିସ୍ତାନ ଏହି ବିବାଦୀୟ ନକ୍ସା ଜାରି କରିଥିଲା । ପୂର୍ବରୁ ଏହି ବିବାଦୀୟ ନକ୍ସା ପାକିସ୍ତାନ କ୍ୟାବିନେଟର ଅନୁମୋଦନଲାଭ କରିଥିଲା । |
କୋହଲିକୁ ଦେଖି ଖୁସିରେ ଅଭିଭୂତ ହୋଇଗଲେ ଦର୍ଶକ, ବଡ଼ ପାଟିରେ... |
ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ହେବ। ପାରିବାରିକ ଦାୟିତ୍ୱ ଉଠାଇବାକୁ ପଡିବ। ଅର୍ଥ କାରାବାରରେ ଲାଭ ପାଇବେ। |
ସୁନ୍ଦରଗଡ଼(ବିଜୟ ବରୁଆ): ସଭା ଅଧାରୁ ମଞ୍ଚ ଛାଡ଼ି ଚାଲିଗଲେ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟା ଶଙ୍କର ମିଶ୍ର। ଏହା ଅନ୍ୟ ଅତିଥିଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣି ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଦୀର୍ଘ ସମୟର ଠେଲାପେଲା ଓ ହୋହଲ୍ଲା ପରେ ହସ୍ତକ୍ଷେପ କରିଥିଲେ ପୁଲିସ ଏବଂ ମଞ୍ଚରେ ବସିଥିବା ରାଜନେତା। ବୁଝାସୁଝା ପରେ ପରିବେଶ ଶାନ୍ତ ପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ମାନହୋରପୁର ଓପିସିଏଲ କୋଇଲା ଖଣିରୁ ଆଜିଠାରୁ ଓପିଜିସି ଇବ୍ ତାପଜ ବିଦ୍ୟୁତ କେନ୍ଦ୍ରକୁ ରେଳପଥ ଯୋଗେ କୋଇଲା ପରିବହନର ଲୋକାର୍ପଣ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇଥିଲେ। ଅନ୍ୟତମ ଅତିଥିଭାବେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ କୁସୁମ ଟେଟେ ଓ ଭବାନୀ ଶଙ୍କର ଭୋଇ ଯୋଗଦେଇଥିଲେ। ଉଦ୍ଘାଟନ ସମାରୋହ ସରିଲା ପରେ ଭାଷଣ ଚାଲିଥିବା ସମୟରେ ମନ୍ତ୍ରୀ ମଞ୍ଚରୁ ଉଠି ପଳାଇ ଯାଇଥିଲେ। ଯାହା ମଞ୍ଚରେ ଥିବା ଅନ୍ୟ ଅତିଥିଙ୍କୁ ଅପମାନିକ କଲା ପରି ଲାଗିଥିଲା। ମନ୍ତ୍ରୀଙ୍କ ଏପରି ଆଚରଣରେ ଉତ୍କ୍ଷିପ୍ତ ହୋଇ ମଞ୍ଚ ତଳେ ବସିଥିବା ବିଜେପି ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଏପରିକି ମନ୍ତ୍ରୀ ଗୋ' ବ୍ୟାକ୍ ନାରା ଦେଇଥିଲେ। ବିଜେପି କର୍ମୀଙ୍କ ନାରାବାଜିକୁ ବିରୋଧ କରିଥିଲେ ବିଜେଡି ଗୋଷ୍ଠୀ। ଫଳରେ ଉଭୟ ପକ୍ଷ ମଧ୍ୟରେ ହୋହଲ୍ଲା ଓ ଠେଲାପେଲା ହୋଇଥିଲା। କିଛି ସମୟ ଉତ୍ତେଜନା ପରେ ପୁଲିସ ଓ ନେତାଙ୍କ ହସ୍ତକ୍ଷେପ ଯୋଗୁ ପରିବେଶ ଶାନ୍ତ ପଡ଼ିଥିଲା। ମାତ୍ର ଏନେଇ ଉଭୟ ପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। |
s[INST] ଜନସଂଖ୍ୟା ଆଧାରରେ ନିମ୍ନୋକ୍ତ ରାଜ୍ୟଗୁଡ଼ିକ ସର୍ବବୃହତ ରାଜ୍ୟ ଠାରୁ ଆରମ୍ଭ କରି ସର୍ବନିମ୍ନ ରାଜ୍ୟର ମାନ୍ୟତା ପାଇଛନ୍ତି। ଟେକ୍ସାସ, ଫ୍ଲୋରିଡା, କାଲିଫର୍ଣ୍ଣିଆ, ମୋଣ୍ଟାନା। [INST] ନିକଟରେ ମିଳିଥିବା ଯୁକ୍ତରାଷ୍ଟ୍ର ଆମେରିକାର ଜନଗଣନା ବ୍ୟୁରୋର ତଥ୍ୟ ଆଧାରରେ ରାଜ୍ୟଗୁଡ଼ିକର ଜନସଂଖ୍ୟାକୁ ସର୍ବବୃହତ ଠାରୁ କ୍ଷୁଦ୍ରତମ ସ୍ଥାନ ଦିଆଯାଇପାରିବ। 1. କାଲିଫର୍ଣ୍ଣିଆ 2. ଟେକ୍ସାସ 3 ଫ୍ଲୋରିଡା 4. ମୋଣ୍ଟାନା s |
କଂଗ୍ରେସ ୨ ନମ୍ବରରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ ୨୦ ବର୍ଷ ବିଜେଡିି ଦଳର ପ୍ରତିା ଅବସରେ ଗଣମାଧ୍ୟମକୁ କହିଛନ୍ତି । ଏହି ପ୍ରସଂଗରେ ଶ୍ରୀ ସିଂହ ଦେଓ କହିଛନ୍ତି ଯେ, ଯଦି କଂଗ୍ରେସ ଦି୍ୱତୀୟ ସ୍ଥାନରେ ରହିଛି ତେବେ କଣ ପାଇଁ ବିଡେଜି ତାଙ୍କ ସହ ମେଂଟ କରୁୃିବାକୁ ଚାହୁଁଛି ? ଅନ୍ୟପଟେ ବିଜେପୁର ଉପ ନିର୍ବଚନରେ ରାଜ୍ୟ ବିଜେପି ଭଲ ପ୍ରଦର୍ଶନ କରିବା ସହ ବିଜେପୁରରୁ ବିଜେପିର ବିଜୟ ଯାତ୍ରା ଆରମ୍ଭ ହେବ ବୋଲି ବୋଲି ଶ୍ରୀ ସିଂହ ଦେଓ ଦୃଢକ୍ତି ପ୍ରକାଶ କରିଛନ୍ତି । |
ବୁଝ ନାହିଁ ଆମ କଥା, |
ଟି20 ଇଣ୍ଟରନ୍ୟାସନାଲରେ ଶେଷ ବଲ୍ ରେ ଛକ୍କା ଲଗାଇଥିବା ବ୍ୟାଚ୍ସ ମ୍ୟାନ୍ କେଉଁମାନେ ? |
ଫାଇଲ ଇତିହାସ ଉଇକିଅଭିଧାନ |
ପରଜଙ୍ଗ, ୨୬ ।୨(ଡି.ଏନ୍.ଏ.)ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ଝିଲ୍ଲି ଗ୍ରାମ ନିକଟରେ ଥିବା ବିବାଦୀୟ ପଥରଖଣି ଉତ୍ତୋଳନକାରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)। ଏଥିସହ ୫କୋଟି ଟଙ୍କା ଜରିମାନା ତୁରନ୍ତ ଦେବା ଲାଗି ଦେଇଥିବା ପୂର୍ବ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି।Click here to get the latest updates on Ukraine Russia conflict Click here to get the latest updates on State Elections 2022 ସୂଚନାଯୋଗ୍ୟ, ଝିଲ୍ଲି ଗ୍ରାମ ନିକଟରେ ଥିବା ପଥରଖଣିରେ ବେଆଇନ ବ୍ଲାଷ୍ଟିଂ, ଗଛକଟା, ମାତ୍ରାଧିକ ପଥର ଖନନରୁ ପ୍ରଦୂଷଣ ବୃଦ୍ଧି, ବ୍ଲାଷ୍ଟିଂ ପାଇଁ ବାସଗୃହ କ୍ଷତିଗ୍ରସ୍ତ ହେବା କାରଣରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଥିଲା। ଗ୍ରାମବାସୀ ମହାବିରୋଡ ଆର୍ଆଇ, ବନପାଳ, ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିଲାନି। ଏହାକୁ ନେଇ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା, ସୁକାନ୍ତି ପ୍ରଧାନ, ସିପ୍ରା ପ୍ରଧାନ, ପ୍ରେମାନନ୍ଦ ପ୍ରଧାନ, ଶୈଳ ପ୍ରଧାନ ପ୍ରମୁଖ ୨୦୨୦ ଜୁଲାଇ ୧୦ରେ ଏନ୍ଜିଟିର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି ତଦନ୍ତ ପାଇଁ ଢେଙ୍କାନାଳ ଜିଲାପାଳ, ବନ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ପରିବେଶ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣ, କେନ୍ଦ୍ରୀୟ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ୨୦୨୧ ଜୁନ୍ ୨୫ରେ ଖଣି ପରିସର ଅନୁଧ୍ୟାନ କରିଥିଲେ। ଅକ୍ଟୋବର ୮ରେ ସତ୍ୟପାଠ ମାଧ୍ୟମରେ ମାତ୍ରାଧିକ ପଥର ଖନନ ଲାଗି ଜିଲାପାଳଙ୍କୁ ୩,୫୦,୭୦,୬୧୦ ଟଙ୍କା, ବେଆଇନ ଭାବେ ଗଛ କଟା ପାଇଁ ଢେଙ୍କାନାଳ ବନପାଳଙ୍କୁ ୪,୦୭,୧୧୫ ଟଙ୍କା, ଅନୁମତିଠାରୁ ଅଧିକ ପଥର ଖନନ ପାଇଁ କଙ୍କଡ଼ାହାଡ଼ ତହସିଲଦାରଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ଖଣି ମାଲିକ ଚିନ୍ମୟ କୁମାର ନାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୨୧ ଡିସେମ୍ବର ୩ରେ ଜଷ୍ଟିସ ଆଦର୍ଶ କୁମାର ଗୋଏଲ, ଜଷ୍ଟିସ ସୁଧୀର ଅଗ୍ରୱାଲ, ଜଷ୍ଟିସ୍ ଏ. ଷ୍ଟାଲେକାର, ଜଷ୍ଟିସ୍୍ ନଗିନ ନନ୍ଦ, ଜଷ୍ଟିସ ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ୫ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ମାସେ ମଧ୍ୟରେ ଜିଲାପାଳଙ୍କ ନିକଟରେ ୫ କୋଟି ଟଙ୍କା ଅର୍ଥରାଶି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ନ ହେଲେ ଆପରାଧିକ ମାମଲା ରୁଜୁ କରାଯିବ ବୋଲି ଦର୍ଶାଇଥିଲେ। ସେହିପରି ପଥର ଖଣିରେ ବ୍ଲାଷ୍ଟିଂ ଯୋଗୁ ହୋଇଥିବା ବାସଗୃହ କ୍ଷୟକ୍ଷତି ନେଇ କ୍ଷତିଗ୍ରସ୍ତମାନେ ଜିଲାପାଳଙ୍କ ନିକଟରେ ଆବେଦନ କରିପାରିବେ ବୋଲି କୋର୍ଟ କହିଥିଲେ। ଉକ୍ତ ରାୟ ବିରୋଧରେ ଖଣିମାଲିକ ଚିନ୍ମୟ ଏନ୍ଜିଟିଙ୍କ ନିକଟରେ ଆବେଦନ କରିଥିଲେ। ସୂଚନାଯୋଗ୍ୟ, ଉକ୍ତ ବିବାଦୀୟ ଖଣିରୁ ବାର୍ଷିକ ୩,୫୦୦ କ୍ୟୁବିକ ମିଟର ପଥର ଉତ୍ତୋଳନ ପାଇଁ ଅନୁମତି ରହିଥିବା ବେଳେ ଏହାର ଖିଲାପ କରାଯାଇଛି। |
s[INST] ବିଷୟବସ୍ତୁ ପରିଚାଳନା ବ୍ୟବସ୍ଥା (ସିଏମଏସ) ର ବିଶେଷତ୍ୱ ଏବଂ କାର୍ଯ୍ୟକାରିତା ବର୍ଣ୍ଣନା କରନ୍ତୁ। [INST] କନ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (CMS) ହେଉଛି ଏକ ଆପ୍ଲିକେସନ ଯାହା ବ୍ୟବହାରକାରୀମାନଙ୍କୁ ୱେବସାଇଟ ବିଷୟବସ୍ତୁ ତିଆରି କରିବା ଏବଂ ପରିଚାଳନା କରିବା ପାଇଁ ସକ୍ଷମ କରିଥାଏ। ଏହା ହେଉଛି ଏକ ଶକ୍ତିଶାଳୀ ଉପକରଣ ଯାହାକି ଡିଜିଟାଲ ବିଷୟବସ୍ତୁ ତିଆରି, ସମ୍ପାଦନ, ଆୟୋଜନ ଏବଂ ପ୍ରକାଶନ କରିବାର ସରଳ ଉପାୟ ପ୍ରଦାନ କରିଥାଏ। 1. ବ୍ୟବହାରକାରୀ ଅନୁକୂଳ ଇଣ୍ଟରଫେସ: ସିଏମଏସରେ ସାଧାରଣତଃ ଏକ ସହଜ ବ୍ୟବହାରକାରୀ ଇଣ୍ଟରଫେସ ଥାଏ ଯାହା ୱେବସାଇଟ ବିଷୟବସ୍ତୁ ସୃଷ୍ଟି ଏବଂ ସମ୍ପାଦନା କରିବା ସହଜ କରିଥାଏ। 2. ଟେମ୍ପଲେଟ ଏବଂ ବିଷୟବସ୍ତୁଃ ସିଏମଏସ ଅନେକ ପ୍ରକାରର ଟେମ୍ପଲେଟ ଏବଂ ବିଷୟବସ୍ତୁ ପ୍ରଦାନ କରିଥାଏ ଯାହା ବ୍ୟବହାରକାରୀମାନଙ୍କୁ ସହଜ ଅନୁକୂଳନ ବିକଳ୍ପ ସହିତ ପେସାଦାର ଦିଶୁଥିବା ୱେବସାଇଟ ପ୍ରସ୍ତୁତ କରିବା ପାଇଁ ଅନୁମତି ଦେଇଥାଏ। 3. ବିଷୟବସ୍ତୁ ସଂଗଠନ: ଏକ ସିଏମଏସ ବ୍ୟବହାରକାରୀମାନଙ୍କୁ ସେମାନଙ୍କର ବିଷୟବସ୍ତୁକୁ ଶ୍ରେଣୀ, ଟ୍ୟାଗ ଏବଂ ମେନୁରେ ସଂଗଠିତ କରିବାରେ ସକ୍ଷମ କରିଥାଏ, ଯାହାଦ୍ୱାରା ପରିଦର୍ଶକମାନଙ୍କୁ ୱେବସାଇଟକୁ ନେଭିଗେଟ କରିବା ସହଜ ହୋଇଥାଏ। 4. ମିଡିଆ ପରିଚାଳନାଃ ବ୍ୟବହାରକାରୀମାନେ ସିଏମଏସ ଜରିଆରେ ଚିତ୍ର, ଭିଡିଓ ଏବଂ ଅଡିଓ ଫାଇଲ ଭଳି ମଲ୍ଟିମିଡିଆ ଫାଇଲକୁ ସହଜରେ ଅପଲୋଡ଼ ଏବଂ ପରିଚାଳନା କରିପାରିବେ। 5. SEO ଟୁଲ୍ସଃ ସର୍ଚ୍ଚ ଇଞ୍ଜିନ ଫଳାଫଳ ପୃଷ୍ଠାଗୁଡ଼ିକରେ ସାଇଟର ଦୃଶ୍ୟମାନତାକୁ ବଢ଼ାଇବାରେ ସହାୟତା କରିବା ଲାଗି ଏକ ଭଲ CMS ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେସନ୍ (SEO) ଟୁଲ୍ସରେ ସୁସଜ୍ଜିତ ହେବ। 6. ୟୁଜର ମ୍ୟାନେଜମେଣ୍ଟଃ ସିଏମଏସ ପ୍ରଶାସକମାନଙ୍କୁ ୟୁଜର ଆକାଉଣ୍ଟ ତିଆରି କରିବା ଏବଂ ୟୁଜର ଅନୁମତିକୁ ପରିଚାଳନା କରିବା ପାଇଁ ଅନୁମତି ଦେଇଥାଏ, ଯାହାଦ୍ୱାରା ଏକାଧିକ ୟୁଜର ସାଇଟରେ କଣ୍ଟେଣ୍ଟ ତିଆରି ଏବଂ ସମ୍ପାଦନା କରିପାରିବେ। ଆନାଲିଟିକ୍ସ ଏବଂ ରିପୋର୍ଟିଂ: ସିଏମଏସ ସାଇଟ ଟ୍ରାଫିକ, ପରିଦର୍ଶକ ବ୍ୟବହାର ଏବଂ ଅନ୍ୟାନ୍ୟ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ ଉପରେ ନଜର ରଖିବା ଲାଗି ବ୍ୟବହାରକାରୀମାନଙ୍କୁ ସହାୟତା କରିବା ଲାଗି ବିଲ୍ଟଇନ ଆନାଲିଟିକ୍ସ ଏବଂ ରିପୋର୍ଟିଂ ଟୁଲ ପ୍ରଦାନ କରିଥାଏ। ସାମଗ୍ରୀକ ଭାବେ, ଏକ ବିଷୟବସ୍ତୁ ପରିଚାଳନା ପ୍ରଣାଳୀ ୱେବସାଇଟ ନିର୍ମାଣ ଏବଂ ପରିଚାଳନା ପ୍ରକ୍ରିୟାକୁ ସରଳ କରିଥାଏ, ଯାହାଦ୍ୱାରା ଅନଲାଇନ ଉପସ୍ଥିତି ପ୍ରତିଷ୍ଠା କରିବାକୁ ଚାହୁଁଥିବା ବ୍ୟବସାୟ, ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଏକ ଆଦର୍ଶ ସମାଧାନ ହୋଇଥାଏ। s |
ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରାମଚରଣ ତେଜା ଗୁରୁବାର ନିଜକୁ ଆଇସୋଲେଟ କରିଛନ୍ତି । ଆଚାର୍ଯ୍ୟ ଫିଲ୍ମ ଶୁଟିଂ ଅବସରରେ ତାଙ୍କ ଡ୍ରାଇଭର କରୋନା ଆକ୍ରାନ୍ତ ହୋଇଥିଲେ । ଆଜି ଡ୍ରାଇଭରଙ୍କ ମୃତ୍ୟୁ ଘଟିବା ଫଳରେ ରାମଚରଣ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଡ୍ରାଇଭରଙ୍କ ମୃତ୍ୟୁ ନେଇ ସେ ଶୋକ ବ୍ୟକ୍ତ କରିଛନ୍ତି । ଆଚାର୍ଯ୍ୟ ଫିଲ୍ମର ୧୨ ଦିନର ଶୁଟିଂ ବାକି ରହିଛି । ବର୍ତମାନ ଫିଲ୍ମ ଶେଷ କରିବା ପରିବର୍ତେ ଷ୍ଟାଫମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବା ପାଇଁ ରାମଚରଣ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ପବନ କଲ୍ୟାଣ, ସୋନୁ ସୁଦ ମଧ୍ୟ କରୋନା ସଂକ୍ରମିତ ହୋଇ ସାରିଛନ୍ତି । |
ଫୁଲ ଗଛରେ ମିଳୁଥିବା ପ୍ରଜନନ ଗଠନ ଜାଣନ୍ତୁ |
୧୫ରେ ଓୟୁଏଟି ପିଜି ଏକକ ପ୍ରବେଶିକା ପରୀକ୍ଷା |
ବିହାର ୨୬: ଆଜିଠୁ ବିହାରରେ ଲକଡାଉନ୍୪ କାର୍ଯ୍ୟକାରୀ । ପୂର୍ବାପେକ୍ଷା ବର୍ତ୍ତମାନ ଅଧିକ ସମୟ ଧରି ଖୋଲା ରହିବ ଦୋକାନ । ଲକଡାଉନ୍୩ ତୁଳନାରେ ଦୋକାନଗୁଡ଼ିକୁ ଖୋଲା ରଖିବାର ସମୟସୀମା ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ଦୋକାନଗୁଡିକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରଖାଯିବ । ଏହା ବ୍ୟତୀତ ଲକଡାଉନ୍୪ ରେ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ତଥାପି, ମାସ୍କ ଏବଂ ସାମାଜିକ ଦୂରତାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ରହିଛି । ରାଜ୍ୟରେ କରୋନା ସଂକ୍ରମଣର ଚେନ୍ ବ୍ରେକ୍ କରିବାକୁ ସରକାର ମେ ୫ରୁ ବିହାରରେ ଲକଡାଉନ କରିଥିଲେ । ଆଉ ଏହି ଲକଡାଉନ ଅବଧି ଗତକାଲି ଶେଷ ହୋଇଛି । ଆଜିଠୁ ଲକଡାଉନ୍୪ କାର୍ଯ୍ୟକାରୀ ହେବ । ପୂର୍ବରୁ ଲଗାଯାଇଥିବା ଅନେକ ପ୍ରତିବନ୍ଧକକୁ ଲକଡାଉନ୍୪ରେ ହଟାଇ ଦିଆଯାଇଛି । ତେବ ଏଥର ଅଡ ଇଭନ ଫର୍ମୂଲାରେ ଦୋକାନ ଖେଲିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।ଏଠାରେ କୋଭିଡ ବିଷୟରେ ସମସ୍ତ ନୂତନ ଅପଡ଼େଟଗୁଡିକୁ ପଢ଼ନ୍ତୁ କେଉଁ ଦିନ କେଉଁ ଦୋକାନ ଖୋଲିବ ତାହା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ତେବେ ସାର, ମଞ୍ଜି ଏବଂ କୀଟନାଶକ ବ୍ୟତୀତ ଖାଦ୍ୟ ସାମଗ୍ରୀ, ଫଳ ଏବଂ ପନିପରିବା, କ୍ଷୀର, ମାଂସ ଏବଂ ମାଛର ଦୋକାନ ପ୍ରତିଦିନ ଖୋଲିବ । ଏହା ବ୍ୟତୀତ ବିକଳ୍ପ ଦିନରେ ଅନ୍ୟ ଦୋକାନ ଖୋଲାଯାଇପାରିବ । ଲକଡାଉନ୍ 3 ରେ ସହରାଞ୍ଚଳରେ ଦୋକାନଗୁଡିକ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଏବଂ ଗ୍ରାମାଞ୍ଚଳରେ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଥିଲା । ହେଲେ ଏବେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲାଯିବାକୁ ନିର୍ଦ୍ଦେଶ ରହିଛି । |
ଚେର୍ନୋବିଲ୍ ପରମାଣୁ କେନ୍ଦ୍ର ପ୍ରୋସେସିଂ ଲ୍ୟାବ୍ ଧ୍ବଂସ |
ଭୁବନେଶ୍ୱର, ୭।୧୧(ପି.ଆଇ.ବି.): ରାଷ୍ଟ୍ରାୟତ୍ତ ପ୍ରାକୃତିକ ଗ୍ୟାସ୍ ବିତରଣ କମ୍ପାନୀ ଗେଲ୍ ଏବଂ ଭାରତୀୟ ଅଟୋମୋବାଇଲ ନିର୍ମାଣକାରୀ ସଂଘ ସିଆମ୍ ପକ୍ଷରୁ ଶୁକ୍ରବାର ଆୟୋଜିତ 'ପରିବହନ ଇନ୍ଧନ ଭାବେ ଏଲ୍ଏନ୍ଜି (ଲିକ୍ୟୁଫାଏଡ୍ ନାଚ୍ୟୁରାଲ ଗ୍ୟାସ୍)' ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ଯେ, ଦେଶରେ ଏଲ୍ଏନ୍ଜି ବ୍ୟବହାର ବଢ଼ିଲେ ଯାନବାହନ ପ୍ରଦୂଷଣ ହ୍ରାସ କରିହେବ। ପରିବହନ କ୍ଷେତ୍ରରେ ଏଲ୍ଏନ୍ଜି ଭଳି ସ୍ବଚ୍ଛ ଇନ୍ଧନକୁ ପ୍ରୋତ୍ସାହନ ଦିଆଗଲେ ଦେଶର ସର୍ବତ୍ର ସ୍ଥାନରେ ଲାଭ ମିଳିପାରିବ। ଏଲ୍ଏନ୍ଜିର ଆମଦାନୀକୁ କମାଯାଇପାରିବ ଏବଂ ଊର୍ଜା ମିଶ୍ରଣରେ ଗ୍ୟାସ୍ ଭାଗକୁ ବଢ଼ାଯାଇପାରିବ। ଭାରତରେ ଏଲ୍ଏନ୍ଜି ବଜାରର ସମ୍ପ୍ରସାରଣ କରାଗଲେ ଦେଶର ଗ୍ୟାସ୍ ମୂଲ୍ୟ ଶୃଙ୍ଖଳାରେ ଜାହାଜ ମାଲିକ, ଗାଡ଼ି ନିର୍ମାଣ କରୁଥିବା ସଂସ୍ଥା ଓ ଅଂଶୀଦାରମାନେ ଲାଭବାନ ହେବେ। ଭାରତ ସରକାର ପ୍ରାକୃତିକ ଗ୍ୟାସ୍କୁ ପ୍ରୋତ୍ସାହନ ଦେବା ନେଇ କାମ କରୁଛନ୍ତି । ୨୦୩୦ ସୁଦ୍ଧା ପ୍ରାକୃତିକ ଗ୍ୟାସ୍ର ଶେୟାରକୁ ବର୍ତ୍ତମାନର ୬.୩ରୁ ୧୫ ପ୍ରତିଶତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି। |
BDOଙ୍କ ମହାନତା, ବଦଳି ପରେ ମଧ୍ୟ ପାଳନ କଲେ ପ୍ରତିଶୃତି |
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦, (ଖବର ଓଡିଶା) |
କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟି ଆସି, ତାହା ଆରୋହଣ କରି ଶବଟିକୁ ଉତାରି ଆଣି କାନ୍ଧରେ ପକାଇଲେ । ତାପରେ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରନ୍ତେ ଶବସ୍ଥିତ ବେତାଳ କହିଲା, ରାଜା, ଏ ଦୁର୍ଯ୍ୟୋଗମୟ ରାତିରେ ତମେ ପ୍ରାସାଦରେ ନୃତ୍ୟଗୀତ ଉପଭୋଗ କରି ଆରାମ୍ କରନ୍ତ ସିନା! ମାତ୍ର ତାହା ନକରି ଏଠାରେ ମୋତେ ବଶ କରିବାକୁ ଅଯଥା ଚେଷ୍ଟା କରି ସମୟ ନଷ୍ଟ କରିବା ସଙ୍ଗେ ସଙ୍ଗେ ନିଜ ଉପରକୁ କାହିଁକି ବିପଦ ଡାକି ଆଣୁଛ? ଏହା ତ ନିଶ୍ଚୟ ତୁମ ଅବିବେକିତାର ପରିଚୟ । ମଣିଷ ସଦ୍ଗୁଣର ଅଧିକାରୀ ହୋଇ ମଧ୍ୟ ଅବିବେକୀ ହୋଇପାରେ । ତମକୁ ଦୁଇଜଣଙ୍କ ଦୃଷ୍ଟାନ୍ତ ଦେଉଛି । ମନ ଦେଇ ତାହା ଶୁଣ । ଶୁଣିଲେ ତୁମର ଶ୍ରମଭାର ଲାଘବ ମନେ ହେବ । |
ଛତ୍ରପୁର,୯ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲାକୁ ୬ଟି ଜାତୀୟ ପଞ୍ଚାୟତ ଆଓ୍ବାର୍ଡ୨୦୨୨ ମିଳିଛି। ସେଥିମଧ୍ୟରେ ଜିଲାର ହିଞ୍ଜିଳି ବ୍ଲକ, ଶେରଗଡ଼ ବ୍ଲକ, ସାରୁ ଓ କେଳୁଆପଲ୍ଲୀ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ଆଓ୍ବାର୍ଡ ମିଳିଛି। ସେହିପରି କାଇଁଚପୁର ପଞ୍ଚାୟତକୁ ଚାଇଲ୍ଡ ଫ୍ରେଣ୍ଡଲି ପଞ୍ଚାୟତ ଆଓ୍ବାର୍ଡ ଓ ମହୁପଦର ପଞ୍ଚାୟତକୁ ନାନାଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର ଆଓ୍ବାର୍ଡ ମିଳିଛି। ଏନେଇ ସୋମବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ଟିମ୍କୁ ଶ୍ରେୟ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି। ସମ୍ପୃକ୍ତ ସରପଞ୍ଚମାନଙ୍କୁ ଏହି ଆଓ୍ବାର୍ଡ ପ୍ରଦାନ କରିଛନ୍ତି। |
ବାଲେଶ୍ୱର, ୧ା୧୦(ଓଡ଼ିଆ ପୁଅଅଭୟ ଦାସ): ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୨୯ତମ 'ଆନ୍ତର୍ଜାତିକ ବୟସ୍କ ଜନ ଦିବସ' ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ଆଜି ପାଳିତ ହୋଇଯାଇଛି। ଜିଲ୍ଲା ସଂପାଦକ ଲକ୍ଷ୍ମୀଧର ବେହେରା ଆନ୍ତର୍ଜାତିକ ସ୍ତରରେ ବୟସ୍କ ଜନଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ବିଶଦ ଆଲୋଚନା କରିଥିଲେ। ବୟସ୍କ ବ୍ୟକ୍ତିଙ୍କ ଅଭିଜ୍ଞତା ସମାଜର ସମସ୍ତ ବିକାଶରେ ସହାୟକ ହେଉଛି ବୋଲି ଶ୍ରୀ ବେହେରା କହିଥିଲେ। ଗିରୀଶ ଚନ୍ଦ୍ର ଦାଶ, ଭଗବାନ ଚନ୍ଦ୍ର ରାଉତ, ଅଧ୍ୟାପକ ଡଃ ପଦ୍ମଲୋଚନ ପାତ୍ର, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଦେବବ୍ରତ ପାଣିଗ୍ରାହୀ, ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟିର ସଂପାଦକ ନିରଞ୍ଜନ ପରିଡ଼ା ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଏଥିରେ ଯୋଗଦେଇ ସାମ୍ପ୍ରତିକ ସାମାଜିକ ବ୍ୟବସ୍ଥା ଓ କରୋନା ସଂକ୍ରମଣରେ ଥିବା ବରିଷ୍ଠ ନାଗରିକମାନଙ୍କ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ୟାଗୁଡ଼ିକ ସମାଧାନ ପାଇଁ ସେମାନେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ମଧୁସୂଦନ ଜେନା ଏକ ସଂଗୀତ ଗାନ କରି ଉପସ୍ଥିତମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅକ୍ଷୟ କୁମାର ତ୍ରିପାଠୀ ଗତ ଏକବର୍ଷର ଅଡିଟ୍ ରିପୋର୍ଟ ପାଠ କରିବା ପରେ ଏହା ଗୃହୀତ ହୋଇଥିଲା। ନୂତନ ସଂକ୍ରାମକ ରୋଗ ଆଇନରେ ଦଣ୍ଡବିଧାନ ପୂର୍ବରୁ ଆଇନ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କୁ ମଞ୍ଚ ତରଫରୁ ନିବେଦନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜରା ରୋଗରେ କିମ୍ବା କରୋନାରେ ପୀଡ଼ିତ ସଦସ୍ୟମାନଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା। ବାସନ୍ତି କର କରୋନାର ଭୟାବହତା ଉପରେ ନିଜସ୍ୱ କବିତା ପାଠ କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ମନୋରଂଜନ ପାଲ, ଯଶୋଦା ନନ୍ଦନ ଆସ, ଶ୍ୟାମସୁନ୍ଦର ଜେନା, ପ୍ରସନ୍ନ ପାଢ଼ୀ, ଦେବେନ୍ଦ୍ର ନାଥ ବେହେରା ଓ ଲକ୍ଷ୍ମୀନାରାୟଣ ଘୋଷ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ। ବାଲେଶ୍ୱରରେ ଆନ୍ତର୍ଜାତିକ ବୟସ୍କ ଜନ ଦିବସ |
ଦୃଷ୍ଟି ପଡ଼ିଲି ମା । ୧ । |
ବଇଣ୍ଡା,୨୨।୯(ଡି.ଏନ.ଏ.) ଗତ ୩ ଦିନ ଧରି ହୋଇଥିବା ଲଘୁଚାପ ଲଗାଣ ବର୍ଷାରେ ଆଠମଲ୍ଲିକ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ କରି ପାଇକ ସାହି ପଞ୍ଚାୟତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପାଇକ ସାହି ଗ୍ରାମର ଦଣ୍ଡଧର ସାହୁ, ପବନ ନାୟକଙ୍କ ଚାଳ ଘର ଭାଙ୍ଗି ଯାଇଛି। |
ଗେମ୍ ଖେଳି ଆକାଉଣ୍ଟ ଖାଲି: ଅନ୍ଲାଇନ୍ ପାଠପଢ଼ା ବାହାନାରେ ୧୦ ବର୍ଷ ପିଲାଠୁ ଫ୍ରି ଫାୟାର ପୋଛିନେଲା ୫୮ ହଜାର ଟଙ୍କା |
କନକ ବ୍ୟୁରୋ: ହକି ବିଶ୍ୱକପ ପାଇଁ ଜୋରଦାର ଅଭ୍ୟାସ କରିଛି ପାକିସ୍ତାନୀ ହକି ଦଳ । ଗ୍ରୁପ ଡିରେ ଥିବାରୁ ପ୍ରତି ମ୍ୟାଚକୁ ନକ୍ ଆଉଟ୍ ଭାବି ଖେଳିବାକୁ ପଡିବ ବୋଲି କହିଛନ୍ତି ପାକିସ୍ତାନ ଟିମ୍ ଅଧିନାୟକ ମହମ୍ମଦ ରିଜୱାନ୍ । ଜର୍ମାନୀ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ପାକ୍ ଦଳ । ଗତକାଲି ପାକିସ୍ତାନ ଦଳ ଆସି ଭୁବନେଶ୍ୱରରେ ପହଁଚିଥିଲେ । |
Umuryango wubuvuzi Mangola, Abaganga batagira umupaka numuryango wita ku buzima ku isi bavuga ko ari cyo cyorezo gikomeye cyanditswe muri iki gihugu. Here is the same text in Odia: |
ଢେଙ୍କାନାଳ ଅଫିସ୍, ୬।୪ ଗ୍ରାମୀଣ ପର୍ଯ୍ୟଟନରେ ସାମିଲ ହୋଇଥିବା ଢେଙ୍କାନାଳର କଳାକୃତି ଗ୍ରାମ ସଦେଇବେରେଣୀନବଜୀବନପୁର ପ୍ରକଳ୍ପ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ। ଡୋକ୍ରା ହସ୍ତଶିଳ୍ପକୁ ନେଇ ସମୃଦ୍ଧ ଏହି ଅଞ୍ଚଳକୁ ଜାତୀୟସ୍ତରରେ ପରିଚିତି କରାଇବାକୁ ଏଠାରେ 'ଢେଙ୍କାନାଳ ମହୋତ୍ସବ' ଆୟୋଜନ କରାଯିବ। ଏଥିଲାଗି ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।Click here to get the latest updates on Ukraine Russia conflict ପ୍ରକୃତି ପର୍ଯ୍ୟଟନ ପାଇଁ ବିଶ୍ୱସ୍ତରରେ ସୁନାମ ଅର୍ଜିଛି ଢେଙ୍କାନାଳ ଜିଲାର ସପ୍ତଶଯ୍ୟା। ଏହାକୁ ରୁରାଲ ଟୁରିଜମ୍ରେ ସାମିଲ କରି ଜିଲାର କଳା, ଐତିହ୍ୟ, ସଂସ୍କୃତିକୁ ପ୍ରୋତ୍ସାହିତ କରାଇବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର। ଏଥିଲାଗି ପ୍ରସିଦ୍ଧ ଡୋକ୍ରା ହସ୍ତଶିଳ୍ପ ଗ୍ରାମ ସଦେଇବେରେଣୀନବଜୀବନପୁରକୁ ଚିହ୍ନଟ କରାଯାଇଥିଲା। ୨୦୧୬୧୭ରେ ତତ୍କାଳୀନ ଜିଲାପାଳ ରୂପାରୋଶନ ସାହୁଙ୍କ ଉଦ୍ୟମରେ ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଏବଂ ପରେ ଆଉ ୨କୋଟି ଟଙ୍କା ଅନୁଦାନ ମିଳିଥିଲା। ଉକ୍ତ ଅର୍ଥରେ ଡୋକ୍ରା ହସ୍ତଶିଳ୍ପ ନିର୍ମାଣ ନିମନ୍ତେ ଏକ ହଲ୍, ସାମଗ୍ରୀ ବିକ୍ରୟ ପ୍ରଦର୍ଶନ କେନ୍ଦ୍ର, ମୁଖଶାଳା, ବୈଠକଗୃହ, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମସ୍ଥଳୀ ନିର୍ମାଣ କରାଯାଇଛି। ୨୦୧୯ ଅଗଷ୍ଟରୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେଇସାରିଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତାରୁ କାର୍ଯ୍ୟକ୍ଷମ ହୋଇପାରୁ ନ ଥିଲା। ଜିଲାପାଳ ସରୋଜ କୁମାର ସେଠୀ ଏହାର ସମୀକ୍ଷା କରିବା ପରେ ସପ୍ତଶଯ୍ୟାରେ ପର୍ଯ୍ୟଟନର ବିକାଶ, ଡୋକ୍ରା ଶିଳ୍ପର ପ୍ରଚାରପ୍ରସାର ପାଇଁ କଳାକୃତି ଗ୍ରାମ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ଶେଷ ସୁଦ୍ଧା କିମ୍ବା ମେ ପ୍ରଥମ ସପ୍ତାହରେ ଏହାର ଆରମ୍ଭ ହେବାର ସମ୍ଭାବନା ରହିଛି। ଏଠାରେ ଡୋକ୍ରା ସାମଗ୍ରୀ ବିକ୍ରି କରିବା ଲାଗି ୨୭ଟି ଦୋକାନ ମଧ୍ୟ ଖୋଲାଯିବ। ଏହାର ଦାୟିତ୍ୱ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବ। ବାହାରୁ ପ୍ରତିଷ୍ଠିତ କୁଶଳୀ କାରିଗରଙ୍କୁ ଆଣି ସ୍ଥାନୀୟ କାରିଗରଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା କରାଯିବ। କଳାକୃତି ଗ୍ରାମ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ୧୨୦ରୁ ଊର୍ଦ୍ଧ୍ୱ ଡୋକ୍ରା କାରିଗରଙ୍କ ଜୀବିକାର୍ଜନର ମାର୍ଗ ପ୍ରଶସ୍ତ ହେବ। ଦେଶ, ବିଦେଶରୁ ପର୍ଯ୍ୟଟକ ଆସିଲେ ପୁଞ୍ଜିପ୍ରବାହ ହେବ ଏବଂ ଢେଙ୍କାନାଳ ପର୍ଯ୍ୟଟନକୁ ବଳ ମିଳିବ। ଜିଲାର କଳା ସଂସ୍କୃତିକୁ ଅଧିକ ଲୋକାଭିମୁଖୀ କରିବା ଲାଗି ପ୍ରତିବର୍ଷ 'ଢେଙ୍କାନାଳ ମହୋତ୍ସବ' ଆୟୋଜନ କରାଯାଉଥିଲା। ତେବେ ବିଭିନ୍ନ କାରଣରୁ ୨୦୧୬ରୁ ଏହା ବନ୍ଦ ହୋଇଯାଇଛି। ଚଳିତ ବର୍ଷ ସଦେଇବେରେଣୀନବଜୀବନପୁରରେ ପୁନର୍ବାର ଢେଙ୍କାନାଳ ଜିଲା ମହୋତ୍ସବର ଆୟୋଜନ କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଏ ସଂକ୍ରାନ୍ତରେ ଜିଲାପାଳ ସେଠୀ କୁହନ୍ତି, ଜିଲାର ପର୍ଯ୍ୟଟନର ବିକାଶ ଲାଗି ବିଶେଷ ଗୁରୁତ୍ୱ ଦିଆଯାଉଛି। କପିଳାସ, ସପ୍ତଶଯ୍ୟା, ଯୋରନ୍ଦା ଭଳି ପ୍ରସିଦ୍ଧ ସ୍ଥାନକୁ ଦେଶବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଦେଇବେରେଣୀନବଜୀବନପୁରରେ କଳାକୃତି ଗ୍ରାମ ନିର୍ମାଣ କରାଯାଇଛି। ଉକ୍ତ ସ୍ଥାନରେ ପର୍ଯ୍ୟଟକମାନଙ୍କ ରହିବା, ଖାଇବା, ବିଶ୍ରାମ କରିବା ଲାଗି ସମସ୍ତ ସୁବିଧା ଉପଲବ୍ଧ ହେବ। ଅଞ୍ଚଳରେ ହୋଟେଲ ବ୍ୟବସ୍ଥା କରାଯିବାକୁ ଉଦ୍ୟମ ଜାରି ରହିଥିବା ଜିଲାପାଳ ସୂଚନା ଦେଇଛନ୍ତି। |
ଲକ୍ଷ୍ମୀପୁର ଖେରି ହିଂସା ଘଟଣା, ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ କ୍ରାଇମ୍ ବ୍ରାଞ୍ଚ କାର୍ଯ୍ୟାଳୟରେ ଜେରା. |
Subsets and Splits
No community queries yet
The top public SQL queries from the community will appear here once available.