text
stringlengths
3
172k
ଭୁବନେଶ୍ୱର ୨୦ ୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତ: ୪୯୨ ୦୧୮ ବର୍ଷର : ୧୨୨ କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୮୯ ସ୍ଥାନୀୟ ଅଞ୍ଚଳରୁ୨୦୩ ୧ ଅନୁଗୁଳ ଜିଲ୍ଲାରୁ ୩ ୨ ବାଲେଶ୍ୱର ଜିଲ୍ଲାରୁ ୯ ୩ ବରଗଡ଼ ଜିଲ୍ଲାରୁ ୧ ୪ ଭଦ୍ରକ ଜିଲ୍ଲାରୁ ୯ ୫ ବଲାଙ୍ଗୀର ଜିଲ୍ଲାରୁ ୨ ୬ ବୌଦ୍ଦ ଜିଲ୍ଲାରୁ ୩ ୭ କଟକ ଜିଲ୍ଲାରୁ ୩୨ ୮ ଦେବଗଡ଼ ଜିଲ୍ଲାରୁ ୫ ୯ ଢେଙ୍କାନାଳ ଜିଲ୍ଲାରୁ ୫ ୧୦ ଗଜପତି ଜିଲ୍ଲାରୁ ୨୬ ୧୧ ଗଞ୍ଜାମ ଜିଲ୍ଲାରୁ ୨ ୧୨ ଜଗତସିଂହପୁର ଜିଲ୍ଲାରୁ ୪ ୧୩ ଯାଜପୁର ଜିଲ୍ଲାରୁ ୩୬ ୧୪ ଝାରସୁଗୁଡ଼ା ଜିଲ୍ଲାରୁ ୧୧ ୧୫ କଳାହାଣ୍ଡି ଜିଲ୍ଲାରୁ ୩ ୧୬ କନ୍ଧମାଳ ଜିଲ୍ଲାରୁ ୯ ୧୭ କେନ୍ଦ୍ରାପଡ଼ା ଜିଲ୍ଲାରୁ : ୧୨ ୧୮ କେନ୍ଦୁଝର ଜିଲ୍ଲାରୁ ୩ ୧୯ ଖୋର୍ଦ୍ଧାରୁ: ୪୫ ୨୦ କୋରାପୁଟ ଜିଲ୍ଲାରୁ ୨୪ ୨୧ ମାଲକାନଗିରି : ୩ ୨୨ ମୟୁରଭଞ୍ଜ ଜିଲ୍ଲାରୁ ୧୮ ୨୩ ନବରଙ୍ଗପୁର ଜିଲ୍ଲାରେ: ୨ ୨୪ ନୟାଗଡ଼ ଜିଲ୍ଲାରୁ ୧୬ ୨୫ ନୂଆପଡ଼ା ଜିଲ୍ଲାରୁ ୭ ୨୬ ପୁରୀ ଜିଲ୍ଲାରୁ ୮ ୨୭ ରାୟଗଡ଼ା ଜିଲ୍ଲାରୁ ୪୫ ୨୮ ସମ୍ବଲପୁର ଜିଲ୍ଲାରୁ ୩୮ ୨୯ ସୋନପୁର ଜିଲ୍ଲାରୁ ୫ ୩୦ ସୁନ୍ଦରଗଡ଼ ଜିଲ୍ଲାରୁ ୯୬ ୩୧ State Pool: ୧୦ ନୂଆ ସୁସ୍ଥ ହୋଇଥିଲେ୧୨୬୬ ମୋଟ କୋଭିଡ୍ ୧୯ ଟେଷ୍ଟ ହୋଇଛି୨୮୮୨୬୧୧୬ ମୋଟ ଆକ୍ରାନ୍ତ ୧୨୮୨୪୮୧ ମୋଟ ସୁସ୍ଛ ହୋଲେଣି ୧୨୬୭୧୦୯ ସକ୍ରୀୟ ଆକ୍ରାନ୍ତ ୬୩୦୮
ରାମଚଣ୍ଡୀରେ ସନ୍ଧ୍ୟା ପଣ୍ଡିତ ନୀଳକଣ୍ଠ ଦାସ (ପୁରୁଣା ପାଠ୍ୟପୁସ୍ତକ କବିତା) ପଢନ୍ତୁ ଓଡ଼ିଆରେ
Marang a mabedi a lesedi a ageletswe go re a lebe kwa loaping mo bosigong. Here is the same text in Odia:
ହାଫିଜକୁ ଆର୍ଥିକ ସାହାଯ୍ୟ କଲେ ୧୦ ବର୍ଷ ଜେଲ୍ OdishaReporter
ୱାଶିଂଟନ,୪ ।୧୨: କରୋନା ମହାମାରୀ ଆମେରିକାରେ ତାଣ୍ଡବ ରଚିଥିବା ବେଳେ ଏବେ ଏହାର ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ଯୋର ଧରିଛି । ସବୁ ବିକାଶଶୀଳ ଦେଶ କରୋନା ଭ୍ୟାକ୍ସିନ ତିଆରି କରିବାରେ ଲାଗି ପଡିଥିବା ବେଳେ ଏବେ କେତେକ ଦେଶରେ ଏହା ଲୋକଙ୍କୁ ଦେବା ଲାଗି ପ୍ରସ୍ତୁତ ହୋଇଥିବା ଜଣାପଡିଛି । ଇତି ମଧ୍ୟରେ ଖବର ଆସିଛି କି ଆମେରିକାର ୩ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ବିଲ୍ କ୍ଲିଣ୍ଟନ ଓ ଜର୍ଜ ଡବ୍ଲୁ ବୁଶ କ୍ୟାମେରା ସାମ୍ନାରେ ଏହି ଟିକା ନେବାକୁ ରାଜି ହୋଇଛନ୍ତି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି କରୋନା ଭ୍ୟାକ୍ସିନ ପ୍ରତି ଲୋକଙ୍କ ବିଶ୍ୱାସ ବୃଦ୍ଧି କରିବା । ଏହି ୩ ରାଷ୍ଟ୍ରପତିଙ୍କ ମତ ହେଲା ଏହାଦ୍ୱାରା ଆମେରିକାବାସୀଙ୍କର କେବଳ ଯେ କରୋନା ଭ୍ୟାକ୍ସିନ ପ୍ରତି ବିଶ୍ୱାସ ବଢିବ ତା'ନୁହେଁ ବରଂ କରୋନା ସହ ଲଢିବାକୁ ଲୋକଙ୍କ ମଧ୍ୟରେ ସାହସ ଆସିବ । କରୋନା ଭ୍ୟାକ୍ସିନକୁ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେଶନ(ଏଫ୍ଡିଏ)ର ମଞ୍ଜୁରୀ ମିଳିବା ପରେ ବି ଏହାର ପ୍ରଭାବକୁ ନେଇ ଏବେବି ଲୋକଙ୍କ ମନରେ ସନ୍ଦେହ ରହିଛି । ବୁଧବାର ଏକ ସାକ୍ଷାତ୍କାରରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କହିଛନ୍ତି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଏନ୍ଥନି ଫାସିଙ୍କ ଉପରେ ମୋର ସମ୍ପୂର୍ଣ୍ଣ ଭରସା ରହିଛି । ସେ ହିଁ ମୋତେ କହିଛନ୍ତି ଏହି ଭ୍ୟାକ୍ସିନ ସୁରକ୍ଷିତ । ସେଥିପାଇଁ ମୁଁ ଏବେ ଏହାକୁ ନେବାକୁ ଯାଉଛି ବୋଲି ଓବାମା କହିଛନ୍ତି । ର୍ପୂ;ତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ବି କହିଛନ୍ତି ସାର୍ବଜନିକ ଭାବେ ସେ ଏହି ଭ୍ୟାକ୍ସିନ ନେବାକୁ ପ୍ରସ୍ତୁତ ଅଛନ୍ତି ।
Kasi, Star Alliance ezwaka eteni wana mobimba longola Pacifique ya sudi este banda na Santiago ya Chilie kino Tahiti, oyo eza mobembo ya mpepo LATAM Oneworld. The previous text is in Lingala. Here is a translation to Odia:
ମୋବାଇଲ ଦେଖାଇବାକୁ ଡାକି ଶିଶୁକନ୍ୟାକୁ ଦୁଷ୍କର୍ମ, ବନ୍ଧା ହେଲେ ବୃଦ୍ଧ
ଅଧିକ ଖବର ଭାରତ ପରିପକ୍ୱ, ଚୀନ୍ ଟିନ୍ଏଜର
ମହାରାଷ୍ଟ୍ର ତାରାପୁରରେ ରାସାୟନିକ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ । କ୍ଷୟକ୍ଷତି ନେଇ ମିଳିନି ସ୍ପଷ୍ଟ ସୂଚନା । ଜାରି ରହିଛି ନିଆଁ ଆୟତ୍ତ କାର୍ଯ୍ୟ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁମୁମ୍ବାଇ: ମହାରାଷ୍ଟ୍ରର ତାରାପୁରରେ ଥିବା ଏକ ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ମଧ୍ୟ ଘଟିଥିବା ସୂଚନା ମିଳିଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ସ୍ପଷ୍ଟ ହୋଇପାରିନାହିଁ । ଅଗ୍ନିଶମ ବାହିନୀର ଏକାଧିକ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କାର୍ଯ୍ୟ ଜାରି ରଖିଛନ୍ତି । ରାସାୟନିକ କାରଖାନା ହୋଇଥିବାରୁ କୌଣସି ରାସାୟନିକ ଦ୍ରବ୍ୟରୁ ନିଆଁ ଲାଗିଥିବା ମଧ୍ୟ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଆଜି ଭୋର ସମୟରେ ନିଆଁ ଲାଗିଥିବା ମଧ୍ୟ ସୂଚନା ରହିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
ତୃତୀୟ ଟେଷ୍ଟ: ଧାୱନଙ୍କ ଆକର୍ଷଣୀୟ ଶତକ, ଭାରତର ସ୍ଥିତି ଦୃଢ଼ Odisha Reporter
ଢେଙ୍କାନାଳ: ଭୁବନ ବ୍ଲକ କଙ୍ଗେଳ ଗାଁରେ ଭୟାବହ ଅଗ୍ନିକାଣ୍ଡ! ୧୦ ବଖରା ଘର ନିଆଁରେ ଜଳି ଭସ୍ମୀଭୂତ
ପ୍ୟାରିସ: ବିଶ୍ବର ଏକ ନମ୍ବର ଟେନିସ ତାରକା ନୋଭାକ ଜୋକୋଭିକ ଦଶମ ଥର ଲାଗି ଫ୍ରେଞ୍ଚ ଓପନ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ବୁଧବାର ମଧ୍ୟରାତ୍ରରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍ରେ ଏହି ସର୍ବିଆ ତାରକା ୪୬, ୬୨, ୬୩, ୬୪ ସେଟ୍ରେ ସ୍ପେନ୍ର ପାବ୍ଲୋ କାରିନୋ ବୁସ୍ତାଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍ରେ ସେ ଗ୍ରିକ୍ର ଷ୍ଟିଫାନୋ ସିସିପାସଙ୍କୁ ଭେଟିବେ। ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ବୁସ୍ତାଙ୍କ ବିପକ୍ଷରେ ଖେଳୁଥିଲା ବେଳେ ପ୍ରଥମ ସେଟ୍ରେ ଜୋକୋଭିକ ଆହତ ହୋଇଥିବା ସୂଚନା ମିଳୁଛି। ଫଳରେ ଜୋକୋଭିକ ଚଳିତ ବର୍ଷ ଆଉ ଏକ ଗ୍ରାଣ୍ଡ ସ୍ଲାମ୍ରୁ ଅଧାରୁ ବାଦ୍ ପଡ଼ିବାର ଆଶଙ୍କା ବି ରହିଛି। ୟୁଏସ୍ ଓପନ୍ରେ ଲାଇନ୍ ଜଜ୍ଙ୍କୁ ବଲ୍ ମାରିବା ଅଭିଯୋଗରେ ସେ ବାସନ୍ଦ ହୋଇଥିଲା। ଫଳରେ ପ୍ରତିଯୋଗିତାରୁ ବାଦ୍ ପଡ଼ିଥିଲେ। ପ୍ୟାରିସରେ କିନ୍ତୁ ଏଭଳି ହୋଇନାହିଁ। କିନ୍ତୁ ବୁଧବାର କ୍ବାର୍ଟର୍ ଫାଇନାଲ୍ ଖେଳୁଥିବା ବେଳେ ତାଙ୍କ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ପ୍ରଥମ ସେଟ୍ ହାରି ଯାଇଥିଲେ। ଏହାପରେ ସେ ତାଙ୍କ ପ୍ରଶିକ୍ଷକଙ୍କୁ ଡାକିଥିଲେ। ଆଶୁ ଚିକିତ୍ସା ପରେ ପୁଣି ଖେଳିଥିଲେ। ହେଲେ ଆହତ ସମସ୍ୟା ଗୁରୁତର କି ନାହିଁ ତାହା ଏବେ ଜଣାପଡ଼ିନି। ସୂଚନାଯୋଗ୍ୟ ଯେ ୩୩ ବର୍ଷୀୟ ଜୋକୋଭିକ ୧୭ ଗ୍ରାଣ୍ଡ ସ୍ଲାମ୍ ଏକକ ଟ୍ରଫି ଜିତିଥିଲେ ମଧ୍ୟ ରୋଲାଣ୍ଡ ଗ୍ୟାରୋସରେ ମାତ୍ର ଥରେ (୨୦୧୬ରେ) ବିଜେତା ହେବାର ଗୌରବ ପାଇଥିଲେ।
ଡେସ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯିବା ସମ୍ଭାବନା ଥିବାରୁ, ଆସନ୍ତା ବିଧାନସଭା ମୌସୁମୀ ବଜେଟ୍ ଅଧିବେଶନ କାଳରେ ସେ ଆଭାସୀ ଜରିଆରେ ଉପସ୍ଥିତ ରହିବାକୁ ନେଇ ବିଜେପି ସମାଲୋଚନା କରିଛି। ଏ ନେଇ ଏକ ଇଂରାଜୀ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ତଥ୍ୟ ସତ୍ୟ ହୋଇଥିଲେ ଚିନ୍ତାଜନକ। ଏ ନେଇ ଶ୍ରୀ ମହାନ୍ତି ଟ୍ୱିଟ୍ କରିଛନ୍ତି ଯେ ଜୁଲାଇ ୨ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ମୌସୁମୀ ତଥା ବଜେଟ୍ ଅଧିବେଶନ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥିବା ବେଳେ ଭର୍ଚ୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଅଧିବେଶନରେ ରହିପାରନ୍ତି ବୋଲି ଦୈନିକ ଇଂରାଜୀ ସମ୍ବାଦ ପତ୍ର ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇଛି। ଯଦି ଏହି ଖବର ସତ୍ୟ ହୋଇଥାଏ, ଏହା ଚିନ୍ତାଜନକ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଧାନସଭାର ପରମ୍ପରା ଓ ଏହାର ଗୁରୁତ୍ୱକୁ ବୁଝି ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥା'ନ୍ତା। ଅଧିବେଶନ ସମୟରେ ଗୃହରେ ପ୍ରତ୍ୟକ୍ଷ ଭାବେ ନ ରହିବା ଗ୍ରହଣୀୟ ନୁହେଁ। ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା ଗଣତନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ ନୁହେଁ। ଶ୍ରୀ ମହାନ୍ତି ଟ୍ୱିଟ୍ କରି କହିଛନ୍ତି, ଗଣତନ୍ତ୍ରକୁ ସମ୍ମାନ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ବେଳେ ପ୍ରତ୍ୟକ୍ଷ ଭାବରେ ଗୃହରେ ରହିବା ଆବଶ୍ୟକ।
ବଲାଙ୍ଗୀର ଅଫିସ, ୧୬ା୪ ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କାର ସହାୟତା ଯୋଗାଇ ଦେବାକୁ କହିଥିଲେ। ଏଭଳି ଘୋଷଣା ପରେ ନିର୍ମାଣ ଶ୍ରମିକମାନେ ଲକ୍ଡାଉନ୍ ସମୟରେ ସରକାରୀ ସହାୟତା ପାଇ କିଛି ମାତ୍ରାରେ ଆଶ୍ୱସ୍ତ ହେବେ ବୋଲି ଆଶା କରିଥିଲେ। ତେବେ ବଲାଙ୍ଗୀର ଜିଲାର ନିର୍ମାଣ ଶ୍ରମିକମାନଙ୍କ ମଧ୍ୟରୁ କେତେକ ଯୋଗ୍ୟ ବିବେଚିତ ହେଲେ ମଧ୍ୟ ଏହି ସହାୟତା ପାଇବାରୁ ବଞ୍ଚତ୍ତ ହେବେ ବୋଲି ଜଣାପଡିଛି। ଏଭଳି ଏକ ଆଶଙ୍କା ନେଇ ଆଗଲପୁର ବ୍ଳକ୍ ସାନଟିକା ଗଁାର ୭ଜଣ ନିର୍ମାଣ ଶ୍ରମିକ ଗୁରୁବାର ଦୀର୍ଘ ୪୦କିଲୋମିଟର ସାଇକେଲ ଯାତ୍ରା କରି ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଅଫିସ ବନ୍ଦ ଥିବାରୁ ସେଠାରେ କାହାରିକୁ ଭେଟି ନ ପାରି ସେମାନେ ପୁଣି ନିଜ ଗଁାକୁ ଫେରିଯାଇଛନ୍ତି। ନିର୍ମାଣ ଶ୍ରମିକ ପଞ୍ଜୀକରଣ ହୋଇଥିବା ସତ୍ତ୍ୱେ ସାନ୍ଟିକା ଗଁାର ଅଶୋକ କୁମାର ଭୋଇ, ଅକ୍ଷୟ ଭୋଇ, ଅଙ୍ଗଦ ବିଶ୍ୱାଳ, ଶୁଭ୍ରାଂଶୁ ପ୍ରଧାନ, ତରଣୀ ପଧାନ, ବୀରେନ୍ଦ୍ର ବେହେରା ଓ ଭକ୍ତ ବିଶ୍ୱାଳ ପ୍ରମୁଖ ସାନ୍ଟିକାରୁ ସାଇକେଲରେ ବଲାଙ୍ଗୀର ଜିଲା ସଦର ମହକୁମାକୁ ଆସି ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେମାନଙ୍କ ନାମ ପଞ୍ଜୀକରଣ ତାଲିକାରେ ଥିବା ସତ୍ତ୍ୱେ ସହାୟତା ତାଲିକାରୁ କିଭଳି ଭାବେ ଅନ୍ତର୍ଦ୍ଧାନ ହୋଇଯାଇଛି ଏକଥା ଜାଣିବାକୁ ଆସିଥିଲେ। ତେବେ ଅଫିସ ବନ୍ଦ ଥିବାରୁ ନିରାଶ ହୋଇ ଘରକୁ ଫେରିଥିବା ଜଣାପଡିଛି। ଜିଲାରେ ୫୫ହଜାରୁ ଉର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ଏହି ସହାୟତା ପାଇବେ ବୋଲି ଦୁଇଦିନ ପୂର୍ବରୁ ସୂଚନା ଦିଆଯାଇଥିଲା। ତେବେ ଗୁରୁବାର ଏହି ସହାୟତା ତାଲିକାରେ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ନାଁ ନ ଥିବା ଅଭିଯୋଗ ହୋଇଥିବାରୁ ବାସ୍ତବରେ ଜିଲାର ନିର୍ମାଣ ଶ୍ରମିକମାନେ କେତେ ସହାୟତା ପାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଞ୍ଜାମ,୧୧।୭(ଡି.ଏନ୍.ଏ.): ମହାମାରୀ କରୋନା ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି l ରାଜ୍ୟର ଅନ୍ୟ ଜିଲାଠାରୁ ଗଞ୍ଜାମ ଜିଲାରେ ସବୁଠାରୁ ଅଧିକ ପ୍ରଭାବ ପକାଇଛି... କାମାକ୍ଷାନଗର,୨୨।୭(ଡି.ଏନ.ଏ.) ୧୦ ଦଫା ଦାବିରେ ଆଦିବାସୀ କ୍ରାନ୍ତି ସଂଗଠନ, ଆଦିବାସୀ ଚେତନା ସଂଗଠନ ଓ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚର ଶତାଧିକ ଆଦିବାସୀ ସୋମବାର କାମାକ୍ଷାନଗର... ପାଟଣା,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ପୁରନ୍ଦରପୁର ପାତ୍ରସାହିରେ ମଙ୍ଗଳବାର ରାତିରେ ଜଣେ ୭୦ ବର୍ଷୀୟା ବୃଦ୍ଧା କୂଅରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ... ଭଣ୍ଡାରିପୋଖରୀ, ୩୦।୯ଛାତ୍ର ଜୀବନରୁ ବେଦ ବେଦାନ୍ତ, ଗୀତା ଭାଗବତର ବୈଜ୍ଞାନିକ କାରଣ ଖୋଜି ବାହାର କରିବା ଲକ୍ଷ୍ୟ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ପିଲାଦିନରୁ... ରୂପ୍ସା, ୭।୧(ଡି.ଏନ.ଏ.)ବାଲେଶ୍ୱର ସଦର ବ୍ଲକ ହଳଦୀପାଳ ବଜାରରେ ସୋମବାର ବିଦ୍ୟୁତ୍ ବିଭାଗ ଜେଇ ଗୌରୀଶଙ୍କର ବାଗଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ରାମକୃଷ୍ଣ ଦାସଙ୍କୁ... ଦାରିଙ୍ଗବାଡ଼ି,୧୩।୨ (ଡି.ଏନ.ଏ)ଦାରିଙ୍ଗବାଡି ବ୍ଲକ ଦାସିଂବାଡି ପଞ୍ଚାୟତର ଟେକାଙ୍ଗିଆ ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ କରାଯାଇଥିବା ଗୋଷ୍ଠୀ ସଭାଗୃହ ନିର୍ମାଣ କାମ ଶେଷ ହୋଇଛି।... ୪ ମାସ ଦରମା ପାଇ ନ ଥିବା ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ବରିଷ୍ଠ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ବ୍ରହ୍ମପୁର ଅଫିସ୍,୨୦।୫: ଭାରତ ସଞ୍ଚାର ନିଗମ ଲିମିଟେଡ୍(ବିଏସ୍ଏନ୍ଏଲ୍)ରେ ଠିକା ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗତ ୪ ମାସ ହେଲା ଦରମା ମିଳି ନ ଥିବା ନେଇ... ଛତ୍ରପୁର,୩।୬(ଡି.ଏନ.ଏ.)ଛତ୍ରପୁର ବ୍ଲକ କାଳିପଲ୍ଲୀ ପଞ୍ଚାୟତ ପି.ଲକ୍ଷ୍ମୀପୁର ଗାଁରେ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିକି ଏଥିରେ କେତେଜଣଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଅଭିଯୋଗ...
ନୂଆଦିଲ୍ଲୀ ୧୨୫: ଗଙ୍ଗାରେ ଭାସୁଥିବା ମୃତଦେହ ଉପରେ କଡ଼ା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ (NMCG) । ଉପକୂଳ ଉପରେ ନଜର ରଖିବାକୁ ଏବଂ ଏହାକୁ ତୁରନ୍ତ ବନ୍ଦ କରିବାକୁ ସଂଗଠନ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି NMCG । ସୁରକ୍ଷା ପ୍ରୋଟୋକଲ ତଥା ଜିଲ୍ଲା ଗଙ୍ଗା ସମିତି ଅନୁଯାୟୀ ସନ୍ଦିଗ୍ଧ କୋଭିଡ ମୃତଦେହର ଶେଷ ରୀତିନୀତି କରିବା ସହ ରାଜ୍ୟଗୁଡିକ ଆବଶ୍ୟକ ପଦକ୍ଷେପ ନେବାକୁ ତାଗିଦ କରିଛନ୍ତି । NMCG ଅଧିକାରୀ କହିଛନ୍ତି ଯେ ଖବରକାଗଜ ଏବଂ ଡିଜିଟାଲ ମିଡିଆରେ ଖବର ଆସିଥିଲା ଯେ ଗଙ୍ଗା ନଦୀରେ ଅଜ୍ଞାତ ମୃତଦେହ ଭାସୁଛି । ତେବେ ଏସବୁ କୋଭିଡ ପୀଡିତ ବୋଲି ସନ୍ଦେହ କରାଯାଉଛି । ଗଙ୍ଗା ନଦୀ କୂଳରେ ଏହି ମୃତଦେହ ଆସିବା ପରେ ସେଠାକାର ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । NMCG ର ମହାନିର୍ଦ୍ଦେଶକ ରାଜୀବ ରଂଜନ ମିଶ୍ର ଜିଲ୍ଲା ଗଙ୍ଗା କମିଟିର ଅଧ୍ୟକ୍ଷଙ୍କୁ ଲେଖି ଏକ ଚିଠିରେ ଦର୍ଶାଇଛନ୍ତି ଯେ କୋଭିଡ 19 ଶବ ଉପରେ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଭାରତରେ ସନ୍ଦେହଜନକ କୋଭିଡ ପୀଡିତଙ୍କ ମୃତଦେହକୁ ଶବଦାହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟରେ କରୋନା ନେଲା ୧୬ ମୁଣ୍ଡ, ମୃତ୍ୟୁସଂଖ୍ୟା ୯୪୦କୁ ବୃଦ୍ଧି
ନୂଆଦିଲ୍ଲୀ: ଓ୍ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ତଥା ବିଧ୍ୱଂସୀ ବ୍ୟାଟସମ୍ୟାନ କିରଣ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ ୧୫ ବର୍ଷ ହେବ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟ ସହ ଜଡିତ ରହିଛନ୍ତି । ପୋଲାର୍ଡ ଏବେ ୨୦୨୨ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। କିରଣ ପୋଲାର୍ଡ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୋଲାର୍ଡ ସୋସିଆଲ ମିଡିଆରେ ଟ୍ୱିଟ୍ କରି କହିଛନ୍ତି, ସେ ଆଗକୁ ବଢ଼ୁଛନ୍ତି । ତେଣୁ ତାଙ୍କ ସ୍ଥାନରେ ଅନ୍ୟ ଜଣେ କେହି ସୁଯୋଗ ପାଇବେ । ଏହାଦ୍ୱାରା ଓ୍ୱେଷ୍ଟେଣ୍ଡିଜ କ୍ରିକେଟ ଆଗକୁ ବଢିବ । ସେ ଯଦିଓ ଅବସର ଘୋଷଣା କରିଛନ୍ତି କିନ୍ତୁ ଆଗକୁ ସେ କ୍ରିକେଟ ପ୍ରତି ତାଙ୍କର ସମର୍ଥନ ଜାରି ରଖିବେ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ଯେତେବେଲ ସେ ବ୍ୟାଟିଂ କରିବା ବେଳେ ବ୍ୟାଟ ଉଠାଉଛନ୍ତି ତାହା ଓ୍ୱେଷ୍ଟଇଣ୍ଡିଜ କ୍ରିକେଟ ପ୍ରତି ତାଙ୍କର ସଲାମ୍ । କିରଣ ପୋଲାର୍ଡ ୧୨୩ଟି ଦିନିକିଆ ମ୍ୟାଚ୍ ଖେଳି ୨୭୦୬ ରନ୍ କରିବା ସହ ୫୫ଟି ଓ୍ୱିକେଟ୍ ନେଇଛନ୍ତି। ସେ ଟି୨୦ରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ଏହି ଫଟାଫଟ ଫର୍ମାଟରେ ପୋଲାର୍ଡ ୧୦୧ଟି ମ୍ୟାଚ୍ ଖେଳି ୧୩୫.୧୪ ଷ୍ଟ୍ରାଇକ୍ ରେଟରେ ୧୫୬୮ ରନ୍ କରିଛନ୍ତି। ପୋଲାର୍ଡ ଶେଷଥର ପାଇଁ ୨୦୨୨ ଫେବୃଆରୀରେ ଭାରତ ବିପକ୍ଷରେ ଦିନିକିଆ ଏବଂ ଟି୨୦ ସିରିଜରେ ନେତୃତ୍ୱ ନେଇଥିଲେ । ସେ ୫୮୭ ମ୍ୟାଚ୍ ଖେଳି ୧୧,୫୦୯ ରନ୍ ସଂଗ୍ରହ କରି ଟି୨୦ରେ ତୃତୀୟ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟସମ୍ୟାନ ।
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଅତି ସ୍ପଷ୍ଟ ଲଘୁଚାପ ବା ୱେଲମାର୍କଡ ଲୋ ପ୍ରେସର୍ରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କେନ୍ଦ୍ରର ନିର୍ଦ୍ଦେଶକ ଡ.ଶରତ ଚନ୍ଦ୍ର ସାହୁ କହିଛନ୍ତି, ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଏବେ ଲଘୁଚାପ ଘନୀଭୂତ ହେଉଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ତେବେ ୧୩ଟି ଜିଲ୍ଲାଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗିର, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ଡ.ସାହୁ ଆକଳନ କରିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୧୩ ତାରିଖରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଡ.ସାହୁ ସୂଚନା ଦେଇଛନ୍ତି।
ମିଳିଥିବା ଖବରରୁ ପ୍ରକାଶ ଯେ, ବର୍ଷେ ପୂର୍ବରୁ ମଙ୍ଗଳଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଦିନ ପରେ ତାଙ୍କର ଶ୍ରାଦ୍ଧବାର୍ଷିକୀ ଥିଲା। ତେବେ ଡମ୍ବରୁ ସେଦିନ ନିଜ ପାଇଁ ନୂଆପୋଷାକ କିଣିବାକୁ ଘର ଲୋକଙ୍କ ପାଖରେ ଜିଦ୍ କରିଥିଲେ। ମାତ୍ର ଅର୍ଥାଭାବରୁ ତାଙ୍କ ମା ନୂଆ ପୋଷାକ କିଣାଯାଇ ପାରିବ ନାହିଁ ବୋଲି କହିଥିଲେ। ତେବେ ଗତକାଲି ରାତିରେ ଡମ୍ବରୁ ନିଜ ଭଉଣୀ ଆପ୍ରନ୍ ନେଇ ଘରପାଖରେ ଥିବା ଏକ ପାଇଖାନା ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା। ଆଜି ସକାଳୁ ତାକୁ ମୃତ ଅବସ୍ଥାରେ ଉକ୍ତ ପାଇଖାନା ଭିତରେ ଦେଖିବାକୁ ମିଳିଥିଲା। ଏନେଇ ଜୟଦେବକସବା ଫାଣ୍ଡିକୁ ଖବର ଦିଆଯିବା ପରେ ପୁଲିସ୍ ଆସି ଶବକୁ ଉଦ୍ଧାର କରିଥିଲା। ତେବେ ଏନେଇ ୨୦୭୧୮ରେ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା କୁହାଯାଇଛି।
ଭୀମ ଭୋଇ ଥିଲେ ଓଡ଼ିଆ ଆଧୁନିକ କବିତାର ଜନକ। କେବଳ ଓଡ଼ିଆ ସାହିତ୍ୟ ନୁହେଁ, ବିଶ୍ୱସାହିତ୍ୟରେ ତାଙ୍କର କେବଳ ପଦେ କବିତା ପ୍ରାଣୀଙ୍କ ଆରତ... ଜଗତ ଉଦ୍ଧାର ହେଉ ଆଜି ମଧ୍ୟ ବିଶ୍ୱର ଆଧୁନିକ ସାହିତ୍ୟରେ ସ୍ୱତନ୍ତ୍ରସ୍ଥାନ ଦଖଲ କରିରହିଛି। ଆଧୁନିକ କାବ୍ୟଜଗତର ମଉଡ଼ମଣି ଆଦିବାସୀ କବି ଭୀମ ଭୋଇଙ୍କର ଅନ୍ତଃଦୃଷ୍ଟି ଓ ବହିଃଦୃଷ୍ଟି ମଧ୍ୟରେ ତାରତମ୍ୟ ନାହିଁ। ଅନ୍ତର ଯେଭଳି ବାହାରକୁ ପ୍ରଭାବିତ କରୁଥାଏ, ବାହାର ସେଇଭଳି ଅନ୍ତରକୁ ଭେଦ କରିଯାଏ। ଭୀମ ଭୋଇଙ୍କ ଅନ୍ତର ବାହାର ଏକାକାର ହୋଇ ଯାଇଥିଲା। ଏହାହିଁ ତାଙ୍କର ବୈଶିଷ୍ଟ୍ୟ।
ଲେଫ୍ରିପଡ଼ା (ସୁନ୍ଦରଗଡ଼) : ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହାର ସୁଫଳ ସେମାନଙ୍କ ପାଖରେ ପହଞ୍ଚି ପାରୁନଥିବା ଦେଖିବାକୁ ମିଳିଛି। ଏବେ ମଧ୍ୟ ଅନେକ ଆଦିବାସୀ ଗାଆଁ ବିକାଶ ଠାରୁ ଅନେକ ଦୂରରେ ରହିଯାଇଥିବାବେଳେ ସେମାନେ ଦାରିଦ୍ର୍ୟ ସୀମାରେଖା ତଳେ ଅବସ୍ଥାନ କରୁଛନ୍ତି। ସେହି ଆଦିବାସୀ ମଣିଷ ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରର ବଳୟ ଭିତରେ ରହୁଛନ୍ତି। କ୍ରମେ ସେମାନଙ୍କର ଆର୍ଥିକ ଅବସ୍ଥା ଗମ୍ଭୀର ହୋଇ ଚାଲିଛି। ପ୍ରତି ମୁହୂର୍ତରେ ଆଦିବାସୀ ଅଂଚଳରେ ବିଭିନ୍ନ ମାରାତ୍ମକ ରୋଗଜନିତ ହେଉ କି ଅନାହାରଜନିତ ମୃତ୍ୟୁର ତାଣ୍ତବ ସେମାନଙ୍କ ପାଇଁ ଯେମିତି ଅଭିଶାପ ହୋଇଛି। ଆମ ପ୍ରଶାସନ ବିକାଶର ଡ଼ିଣ୍ତିମି ପଟୁଥିବାବେଳେ ଅନେକ ପାହାଡ଼ି ଓ ଉପାନ୍ତ ଗାଆଁ ବିକାଶ କଣ ଆଜିଯାଏ ଜାଣି ପାରି ନାହାନ୍ତି । ଏଭଳି ଏକ ଗାଆଁ ହେଉଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍ର ଉପାନ୍ତ ଡ଼ୁମାବାହାଲ ପଞ୍ଚାୟତର ରାକସଖୋଲ। ଏକ ପାହାଡ଼ ଘାଟୀ ଉପରେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ରାଜସ୍ବ ଗ୍ରାମ ଗାଁକୁ ଦେଖିଲେ ଲାଗେ ସତେ ଯେମିତି ପ୍ରକୃତି ବିଶ୍ବର ସମସ୍ତ ଶୋଭାରାଜିକୁ ଏହି ଗାଁରେ ହିଁ ଅଜାଡି ଦେଇଛି ସତ, ନାଁ ଯେମିତି ଠିକ୍ ସେମିତି ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏକ ପାହାଡ଼ ଖୋଲ ଭିତରେ ଗାଁଟି ଲୁଚି ରହିଯାଇଛି କହିଲେ ଚଳେ। ଗାଁର ସମସ୍ତ ପରିବାର ଆଦିବାସୀ ସଂପ୍ରଦାୟର। ମୋଟ୍ ୧୪ ପରିବାର ବିଶିଷ୍ଟ ଏହି ରାଜସ୍ବ ଗାଁରେ ଜନସଂଖ୍ୟା ମାତ୍ର ୭୦। ହେଲେ ସ୍ବାଧୀନତାର ଦୀର୍ଘ ସାତ ଦଶନ୍ଧି ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ନାହିଁ। ପାହାଡ଼ି ଓ ଜଙ୍ଗଲି ପାଦ ଚଳାରାସ୍ତାରେ ସ୍ଥାନୀୟ ବାସିନ୍ଦା ଗମନାଗମନ କରିଥାନ୍ତି। ସର୍ବନିମ୍ନ ସରକାରୀ ସେବା ଓ ସୁବିଧା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ କହିଲେ ଚଳେ। ଶିକ୍ଷା, ସ୍ବାସ୍ଥ୍ୟ, ଆଲୋକ, ଗମନାଗମନ ତଥା ପ୍ରତ୍ୟେକଟି କ୍ଷେତ୍ରରେ ଅବହେଳିତ। ନାଁ ପଞ୍ଚାୟତ ନା ବ୍ଲକ୍ର ଆଖି ପଡ଼ୁଛି ଏଠି। ସ୍ଥାନୀୟ ସବୁ ପରିବାର ଦାରିଦ୍ର୍ୟର ସୀମାରେଖା ତଳେ ରହିଥିବା ବେଳେ କଚ୍ଚା ମାଟି ଘରେ ବସବାସ କରିଆସୁଛନ୍ତି। ୧୪ ପରିବାର ମଧ୍ୟରୁ ମାତ୍ର ୫ ଟି ପରିବାରକୁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଗୃହ। ସ୍ବଚ୍ଛ ଭାରତ ମିସନ ଜରିଆରେ ସବୁଆଡେ ବାହ୍ୟମଳମୁକ୍ତ ଗାଁ ର ଫଳକ ଲାଗିଥିବାବେଳେ ଏଠାରେ କାହାରି ଘରେ ପାଇଖାନା ନିର୍ମାଣ ହୋଇନାହିଁ। ଖାଦ୍ୟ ସୁରକ୍ଷା ଯୋଜନାରୁ ଅନେକ ପରିବାର ବଞ୍ଚିତ। ବିଧବା କୁମାରୀ ବିଲୁଙ୍ଗ ଭତ୍ତା ଟିକକ ପାଇଁ ପଞ୍ଚାୟତକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଥିବାବେଳେ ବୟସର ସାୟାହ୍ନରେ ବି ଆମୃସ କୁଲୁ (୭୦) ବାର୍ଦ୍ଧକ୍ୟ ଭତ୍ତା ଟିକକ ଅପେକ୍ଷାରେ ରହିଛନ୍ତି। ଅସହାୟା ସଂଗୀତା ବିଲୁଙ୍ଗ ନାମ୍ନୀ ମହିଳାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଗଣ୍ଡେ ମିଳିନି। ଏହା ଏକ ରାଜସ୍ବ ଗ୍ରାମ ହୋଇଥିଲେ ସୁଦ୍ଧା ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର ଟିଏ ବି ନାହିଁ। ସ୍ଥାନୀୟ ଛୁଆ ମାନେ ଜଙ୍ଗଲି ବାଟରେ ୩ କିମି ଦୂର କସେଇଝରଣ ଓ ଲିଟିଆପାନି ଗାଁର ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥାନ୍ତି। ଗାଁରେ ପାଠୁଆ ପିଲା କହିଲେ ୨୧ ଜଣ। ତନ୍ମଧ୍ୟରୁ ୩ଜଣ ଛାତ୍ରୀ ଗତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଘରେ ରହିଛନ୍ତି। ଅନ୍ୟ ୪ଜଣ ଛାତ୍ରଛାତ୍ରୀ ୨ କିମି ଦୂର ଦନାର୍ଦ୍ଦନପୁର ପ୍ରାଥମିକ ବିଦ୍ୟାଳୟରେ ଏବଂ ଅନ୍ୟ କେତେକ ଭେଡ଼ିବାହାଲ ଓ ଡ଼ୁମାବାହାଲ ହାଇସ୍କୁଲରେ ପଢୁଛନ୍ତି। ଗାଁରେ ଉଚ୍ଚ ଶିକ୍ଷିତ ବୋଲି କେହି ଜଣେ ବି ନାହାନ୍ତି। ଦୀର୍ଘ ୪ ବର୍ଷ ହେବ, ସୌଭାଗ୍ୟ ଯୋଜନାରେ ଗାଁରେ ବିଜୁଳି ଖୁଣ୍ଟ ପୋତା ଯାଇ ଘରମାନଙ୍କରେ ମିଟର ବସାଯାଇ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ। ଆବଶ୍ୟକ ପରିମାଣର କିରାସିନି ମଧ୍ୟ ମିଳୁ ନ ଥିବା ସେମାନେ ଅଭିଯୋଗ କରିଥିବାବେଳେ ସେମାନଙ୍କ ପାଇଁ ଉଜ୍ବଳା ଗ୍ୟାସ୍ ଯୋଜନା ମଧ୍ୟ ଅନେକ ଦୂରରେ ଅଟକି ରହିଛି। ପାନୀୟଜଳ ଗ୍ରାମରେ ଏକ ବଡ଼ ସମସ୍ୟା। ଦୀର୍ଘ ୧୨ବର୍ଷ ପୂର୍ବେ ଏକ ନଳକୂପ ବସାଯାଇ ଥିଲା, ଯାହାକି ଦୁଇ ବର୍ଷ ହେଲା ଅଚଳ ହେବା ଫଳରେ ବିଲରେ ଥିବା ଚୁଆଁ ପାଣି ପିଇ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗ୍ରାମବାସୀଙ୍କ ଜୀବନଜିବୀକା ମଧ୍ୟ ବିପନ୍ନ କହିଲେ ଚଳେ। ଜଙ୍ଗଲ ଜାତ ଦ୍ରବ୍ୟ ଯଥା, ମହୁଲ, ଚାର, ଝୁଣା, ମହୁ, ଲାଖ ଇତ୍ୟାଦି ସଂଗ୍ରହ କରି ପେଟ ପୋଷିଥାନ୍ତି। ଆଦିବାସୀମାନଙ୍କ ପାଇଁ ସରକାର ଯୋଜନାର ପାହାଡ଼ କରିଚାଲିଛନ୍ତି, ହେଲେ ଏହାର ସୁଫଳ ଏମାନଙ୍କ ଭାଗ୍ୟରେ ନାହିଁ। ଭୋଟ୍ ସମୟରେ ସରପଞ୍ଚ ଠାରୁ ବିଧାୟକ, ସାଂସଦ ସମସ୍ତେ ଏହି ଦୁର୍ଗମ ପାହାଡ଼ିଆ ଗାଁ ଆସିଥାନ୍ତି। ଅନେକ ପ୍ରତିଶ୍ରୁତି, ଅନେକ ରଙ୍ଗୀନ କାହାଣୀ ଶୁଣାଇଥାନ୍ତି, ହେଲେ ଅଦ୍ୟାବଧି ରାକସଖୋଲର ଭାଗ୍ୟ ଜଙ୍ଗଲି ରାକ୍ଷସ ହାତରେ ବନ୍ଧା ପଡ଼ିଛି। ଦେଖାଯାଉ ଏହି ଗରିବ ଆଦିବାସୀ ପରିବାର ଆଉ କେତେ ଦଶନ୍ଧି ପରେ ବିକାଶର ସ୍ବାଦ ପାଇବେ!
A text in Southern Sotho: Di arohane le dipuo tse tlwaelehileng, tseo e leng tsa tlhaho kapa tsa nnete tse e bang tse buwang haholo ka lebaka le le leng kapa le leng jwaloka tsela ya puisano pakeng tsa batho ba buwang dpuo tse ding. The same text in Odia:
s[INST] What is a phenotype? [INST] ଜେନେଟିକ୍ସ ଏବଂ ଜିନୋମିକ୍ସରେ, ଫେନୋଟାଇପ ହେଉଛି କୌଣସି ଜୀବର ଅବଲୋକନଯୋଗ୍ୟ ବୈଶିଷ୍ଟ୍ୟ ବା ବୈଶିଷ୍ଟ୍ୟର ସେଟ। ଏହି ଶବ୍ଦରେ ଜୀବର ଆକୃତି (ଶାରୀରିକ ରୂପ ଏବଂ ସଂରଚନା), ଏହାର ବିକାଶ ପ୍ରକ୍ରିୟା, ଏହାର ବାୟୋକେମିକାଲ ଏବଂ ଫିଜିଓଲୋଜିକାଲ ଗୁଣଧର୍ମ, ଏହାର ବ୍ୟବହାର ଏବଂ ଆଚରଣର ଉତ୍ପାଦକୁ ଆଚ୍ଛାଦିତ କରିଥାଏ। କୌଣସି ଜୀବର ଫେନୋଟାଇପ ଦୁଇଟି ମୌଳିକ କାରଣରୁ ଆସିଥାଏ: କୌଣସି ଜୀବର ଜେନେଟିକ କୋଡ୍ (ଏହାର ଜିନୋଟାଇପ) ର ଅଭିବ୍ୟକ୍ତି ଏବଂ ପରିବେଶଗତ କାରଣଗୁଡ଼ିକର ପ୍ରଭାବ। ଉଭୟ କାରକ ପରସ୍ପର ସହ ଯୋଗାଯୋଗ କରିପାରେ, ଯାହା ଫିନୋଟାଇପକୁ ଅଧିକ ପ୍ରଭାବିତ କରିଥାଏ। ଯେତେବେଳେ ଗୋଟିଏ ପ୍ରଜାତିର ସମାନ ଜନସଂଖ୍ୟାରେ ଦୁଇ କିମ୍ବା ଅଧିକ ସ୍ପଷ୍ଟ ଭାବେ ଭିନ୍ନ ଫିନୋଟାଇପ ରହିଥାଏ, ସେତେବେଳେ ଏହି ପ୍ରଜାତିକୁ ପଲିମୋର୍ଫିକ କୁହାଯାଇଥାଏ। ୱିଲହେଲ୍ମ ଜୋହାନସେନ 1911ରେ ଜୀନଟାଇପ୍ଫିନୋଟାଇପ୍ ପାର୍ଥକ୍ୟକୁ ଜୀବର ବଂଶଗତ ପଦାର୍ଥ ଏବଂ ସେହି ବଂଶଗତ ପଦାର୍ଥ ମଧ୍ୟରେ ଥିବା ପାର୍ଥକ୍ୟକୁ ସ୍ପଷ୍ଟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପାର୍ଥକ୍ୟକୁ ଅଗଷ୍ଟ ୱେସ୍ମ୍ୟାନ୍ (18341914) ପ୍ରସ୍ତାବିତ କରିଥିଲେ, ଯିଏକି ଜୀବାଣୁ ପ୍ଲାଜମ (ବଂଶଗତ) ଏବଂ ସୋମାଟିକ ସେଲ୍ (ଶରୀର) ମଧ୍ୟରେ ଥିବା ପାର୍ଥକ୍ୟକୁ ସ୍ୱୀକାର କରିଥିଲେ। ଅତି ନିକଟରେ, ଦ ସେଲ୍ଫିସ୍ ଜିନ (1976) ରେ ଡକିନ୍ସ ଏହି ଅବଧାରଣାକୁ ପ୍ରତିକୃତି ଏବଂ ବାହନ ଭାବେ ବର୍ଣ୍ଣନା କରିଥିଲେ। ଜିନୋଟାଇପ୍ଫିନୋଟାଇପ୍ ପାର୍ଥକ୍ୟକୁ ଫ୍ରାନ୍ସିସ କ୍ରିକଙ୍କ ଆଣବିକ ଜୀବବିଜ୍ଞାନର କେନ୍ଦ୍ରୀୟ ସିଦ୍ଧାନ୍ତ ସହ ବିଭ୍ରାନ୍ତ ହେବା ଉଚିତ ନୁହେଁ, ଡିଏନଏରୁ ପ୍ରୋଟିନକୁ ପ୍ରବାହିତ ହେଉଥିବା ଆଣବିକ କ୍ରମିକ ସୂଚନାର ଦିଗ ନିର୍ଦ୍ଧାରଣ ବିଷୟରେ ଏକ ବିବୃତି, ଏବଂ ଏହାର ବିପରୀତ ନୁହେଁ। s
ଗେଟ୍୨୦୧୮: ଓଡ଼ିଶାର ଜ୍ୟୋତିରଞ୍ଜନ ବାରିକ ସର୍ବଭାରତୀୟ ଟପ୍ପର
দ্বিতীয় বাক্যের ব্যর্থতা, যা সমকামী নাগরিক ইউনিয়ন নিষিদ্ধ করার প্রস্তাব করে, সম্ভবত ভবিষ্যতে সুশীল ইউনিয়নের জন্য দরজা খুলে দিতে পারে। The previous text is in Bengali. Here is a translation to Odia:
ମେ ୧୦ରେ ବାତ୍ୟା ! ୧୦୦କିମି ଯାଏ ବହିପାରେ ପବନ
ଧୁମାଭଟାହଟକଟ ରାସ୍ତା ନର୍ସରିରୁ ଯୁବକଙ୍କ ଶବ ଉଦ୍ଧାର, ପ୍ରେମରେ ବିଫଳ ହେବାରୁ ବିଷ ପିଇଥିବା ସନ୍ଦେହ
19032021 at 5:04 PM ନୂଆଦିଲ୍ଲୀ ପ୍ରତିବର୍ଷ ମାର୍ଚ୍ଚ ମାସର ୩ୟ ଶୁକ୍ରବାରରେ ୱଲର୍ଡ ସ୍ଲିପ୍ ଡେ ପାଳନ କରାଯାଏ । ଏହି ଦିନକୁ ପାଳିବାର ଅର୍ଥ ଲୋକଙ୍କୁ ନିଦ ଓ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା । କିଛି ଲୋକ ଏମିତି ଥାଆନ୍ତି ଯିଏକି, ଶେଯକୁ ଯିବା କ୍ଷଣି ନିଦ ଆସିଯାଏ , ହେଲେ କିଛି ଲୋକସାରା ରାତି ଅନେକ ଚେଷ୍ଟା କଲାପରେ ବି ଖୁବ୍ ଶୀଘ୍ର ଶୋଇ ପାରନ୍ତି ନାହିଁ । ଯଦି ଆପଣଙ୍କୁ ବି ଶେଯକୁ ଯିବା ପରେ ଘଣ୍ଟାଏ ପର୍ଯ୍ୟନ୍ତ ନିଦ ଆସିନଥାଏ , ତ ନିଜର ମିଲିଟ୍ରି ଟ୍ରିକ୍ ଆପଣଙ୍କ କାମରେ ଆସିପାରେ, ଆସନ୍ତୁ ଏହି ଟ୍ରିକ୍ ବିଷୟରେ ଜାଣିବା ଖୁବ୍ ଶୀଘ୍ର ନିଦ ଆସିବା ପାଇଁ ସେନାରେ ଏକ ଖାସ୍ ସିକ୍ରେଟ୍ର ବ୍ୟବହାର କରାଯାଏ , ଯାହାର ୨ମିନିଟ୍ ଭିତରେ ନିଦ ଆସିଯାଏ । ଏହି ଟ୍ରିକ୍ ୟୁଏସ୍ ଆର୍ମି ବ୍ୟବହାର କରନ୍ତି । ଯୁଦ୍ଧ ସମୟରେ ଯେବେ ସୈନିକ ଶୋଇବାକୁ ଚେଷ୍ଟା କରନ୍ତି , ତ ଏହି ଟ୍ରିକ୍ ତାଙ୍କ ପାଇଁ ବହୁତ କାମରେ ଆସିଥାଏ । ରିଲାକ୍ସ ଆଣ୍ଡ ୱିନ୍ : ଚମ୍ପିୟାନ ପରଫର୍ମାନ୍ସ ନାମକ ପୁସ୍ତକରେ ଏହି ସିକ୍ରେଟ୍ ବିଷୟରେ ସୂଚନା ଦିଆଯାଇଛି । ଏମିତି ତ ଏହି ପୁସ୍ତକ ୧୯୮୧ରେ ପ୍ରକାଶିତ ହୋଇ ସାରିଛି, କିନ୍ତୁ Joe.co.uk ୱେବସାଇଟ୍ର ପ୍ରକାଶିତ ହେବା ପରେ ପୁରା ଦୁନିଆରେ ଏହି ଟ୍ରିକ୍ ପ୍ରସିଦ୍ଧ ହୋଇଯାଇଛି । କୁହାଯାଏ କି ଆର୍ମି ଚିଫ୍ ଏହି ଟେକ୍ଟିକ୍ ଏଥିପାଇଁ କରିଥିଲେ କି , ଥକାପଣ କାରଣରୁ ସୈନିକଙ୍କର କୌଣସି ଭୁଲ୍ ଯେମିତି ନହେଉ । ସୈନିକ କେମିତି ପର୍ଯ୍ୟାପ୍ତ ପରିମାଣରେ ଶୋଇ ପାରିବେ, ଏଥିପାଇଁ ଏଥିପାଇଁ ଏହି ଟ୍ରିକ୍ର ବ୍ୟବହାର କରାଯାଉଛି। ଏହି ଟ୍ରିକ୍ଟି କଣ , ଆସନ୍ତୁ ଜାଣିବା ଏଥିପାଇଁ ନିଜ ମୁହଁର ସବୁ ମସଲ୍ସକୁ ରାଲାକ୍ସ କରି ନିଅନ୍ତି। ଜିଭ ,ଦାନ୍ତ , ଆଖିର ଆଖପାଖର ମାଂସପେଶୀର ଯନ୍ତ୍ରଣା ଦୂର କରନ୍ତୁ। ନିଜର କାନ୍ଧ ଯେତେ ତଳକୁ ନେଇପାରିବ , ନେଇ ଯାଆନ୍ତୁ। ନିଶ୍ୱାସ ବାହାରକୁ ଛାଡ଼ନ୍ତୁ , ମୁଣ୍ଡ ଓ ପାଦକୁ ରିଲାକ୍ସ କରନ୍ତୁ । ଏହାପରେ ୧୦ ସେକେଣ୍ଡରେ ନିଜ ମସ୍ତିଷ୍କରୁ ସବୁ ଚିନ୍ତା ଓ ସମସ୍ୟାକୁ ବାହାର କରିବାକୁ ଚେଷ୍ଟା କରନ୍ତୁ। ଏହି ୨ ଟି ଫଟୋ ମଧ୍ୟରୁ ଗୋଟିଏ ବିଷୟରେ ଭାବନ୍ତୁ ଗୋଟିଏ ହେଉଛି ଆପଣ କୌଣସି ଶାନ୍ତ ଶୀତଳ ହ୍ରଦର କୂଳରେ ଶୋଇଛନ୍ତି ଓ ଉପରେ ନୀଳ ଆକାଶ , ଯାହାକି ପୂରା ନିର୍ମଳ ଦେଖାଯାଉଛି ଏବଂ ୨ୟ ଫଟୋରେ ଆପଣ ଏକ ଅନ୍ଧାରୁଆ ରୁମ୍ରେ ଭେଲ୍ଭେଟ୍ ଝୁଲାରେ ଶୋଇଛନ୍ତି । ୧୦ ସେକେଣ୍ଡ ପର୍ଯ୍ୟନ୍ତ ବାରମ୍ୱାର ଏହାକୁ ଦୋହରାନ୍ତୁ କିଛି ଭାବନ୍ତୁ ନାହିଁ , ଭାବନ୍ତୁ ନାହିଁ , ଭାବନ୍ତୁ ନାହିଁ । ଏକ ରିପୋର୍ଟ ମୁତାବିକ୍ ୬ ସପ୍ତାହ ପର୍ଯ୍ୟନ୍ତ ଅଭ୍ୟାସ କରିବା ପରେ ପାଖାପାଖି ୯୬ ପ୍ରତିଶତ ଲୋକଙ୍କ ପାଇଁ ଏହି ଟ୍ରିକ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । 26032021 at 2:54 PM 25032021 at 3:16 PM 23032021 at 8:59 AM 21032021 at 11:00 AM 21032021 at 10:57 AM 20032021 at 11:34 AM
ୟୁପିରେ ବସପା ସରକାରର ମନ୍ତ୍ରୀ ନେଇଛନ୍ତି BPL ରାସନ, ଘଟଣା ଜଣାପଡିବା ଚାଲିଛି ଘଣ୍ଟାଚକଟା
ଓଡ଼ିଆ ଚାଷୀଙ୍କ ଉତ୍ପାଦନର ବଜାର ପାଇଁ ଏଗ୍ରି ବିକାଶ ସହାୟକ ହେବ: ଧର୍ମେନ୍ଦ୍ର Sambad
Urwo rubanza rwabereye muri Virijiniya kubera ko ari ho hakorera ishirahamwe rikomeye ry'ivy'ubuhinga ngurukanabumenyi AOL, ari na ryo ryatohoye ivyo birego. The previous text is in Rundi. Here is a translation to Odia:
ମୁହଁ ପୋତି ଚାଲି ଯାଉଛ
କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଭି.ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁରାହରି ଶ୍ରୀ ରମଣ ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ। ତିନି ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୧ରେ ପହଞ୍ଚିଛି। ହାଇକୋର୍ଟର ପୂର୍ବତନ ବିଚାରପତି ସ୍ବର୍ଗତ ଜଷ୍ଟିସ ଭି.ଗୋପାଳ ସ୍ବାମୀ ୧୯୬୭, ଜାନୁଆରି ୧୯ରେ ଜନ୍ମିତ ଜଷ୍ଟିସ ନରସିଂହ ଭୁବନେଶ୍ବର ୟୁନିଟ୧ ବୟେଜ ହାଇସ୍କୁଲରୁ ମାଟ୍ରିକ୍, ବିଜେବି କଲେଜରୁ ବାଣିଜ୍ୟରେ ସ୍ନାତକ ଓ ଏମ.ଏସ.ଲ କଲେଜରୁ ଆଇନରେ ଏଲଏଲ.ଏମ୍ ପାସ୍ କରିଥିଲେ। ସେ ଏମ.ଏସ. ଲ କଲେଜରେ ସାମୟିକ ଭାବେ ଅଧ୍ୟାପନା ମଧ୍ୟ କରୁଥିଲେ। ୧୯୮୯ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ମାମଲା ପରିଚାଳନା ପାଇଁ ଷ୍ଟାଣ୍ଡିଂ କାଉନସିଲ, ଷ୍ଟାଣ୍ଡିଂ କାଉନସିଲ, ଏଜିଏ ଭାବେ ନିଯୁକ୍ତି ପାଇଥିଲେ। ୪ ଘଣ୍ଟାର ଚଢାଉରେ ୪ କୋଟି ଟଙ୍କାର. ବିଧାନ ପରିଷଦ ପ୍ରସଙ୍ଗରେ. ଚଳିତ ଆଇପିଏଲ ମେଗା ନିଲାମରୁ ବାଦ. ଜଷ୍ଟିସ ଏ.ଏସ.ନାଇଡୁ ତଦନ୍ତ କମିସନରେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ବତନ୍ତ୍ର ଆଇନଜୀବୀ ଭାବେ ନିଯୁକ୍ତି ଦିଆଯାଇଥିଲା। ବହୁ ସରକାରୀ ଅନୁଷ୍ଠାନ ସହିତ ସାଧାରଣ ବୀମା କମ୍ପାନି, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଏନଏଚଏଆଇ ପାଇଁ ସେ ମାମଲା ପରିଚାଳନା କରୁଥିଲେ। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ୧୯୮୧ରେ ତିର୍ତ୍ତୋଲ ହାଇସ୍କୁଲରୁ ମାଟ୍ରିକ୍ ପାସ କରିଥିଲେ। ସେ ରେଭେନ୍ସାରୁ ଆଇ.କମ୍, ବି.କମ୍ (ସମ୍ମାନ) ଓ ଏମ୍.କମ୍ ପାସ୍ କରିବା ପରେ ଏମ.ଏସ.ଲ କଲେଜରୁ ଏଲଏଲ.ବି. ଡିଗ୍ରି ହାସଲ କରିଥିଲେ। ୧୯୯୩ରେ ଆଇନଜୀବୀ ଭାବେ ସେ ହାଇକୋର୍ଟରେ ଯୋଗ ଦେଇଥିଲେ। ଜଷ୍ଟିସ ମୁରାହରି ଶ୍ରୀ ରମଣ ୧୯୭୦ ଜୁନ୍ ୮ରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୭ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ସେ ବାଣିଜ୍ୟକର ବିଭାଗର ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ଭାବେ ୨୦୦୯ରେ ନିଯୁକ୍ତି ପାଇଥିଲେ। ବାଣିଜ୍ୟକର ଆଇନ ସଂପର୍କିତ ପୁସ୍ତକ ସଂକଳନ କ୍ଷେତ୍ରରେ ସେ ଏମ.ଆର.ଭି.ରାଓଙ୍କୁ ସହାୟତା କରିଥିଲେ। ସାମ୍ବିଧାନିକ ଓ କର ସଂପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରି ସେ ସୁନାମ ଅର୍ଜନ କରିଛନ୍ତି।
ସର୍ବଦା ବୈଜ୍ଞାନିକମାନେ ପ୍ଲାଷ୍ଟିକର ବିକଳ୍ପ ବାହାର କରିବା ପ୍ରଚେଷ୍ଟାରେ ରହିଥାଆନ୍ତି । ବର୍ତ୍ତମାନ ପ୍ଲାଷ୍ଟିକର ବ୍ୟବହାର ଧୀରେଧୀରେ ବଢିଚାଲିଛି । ପ୍ଲାଷ୍ଟିକ ଆମ ଦୈନନ୍ଦିନ ଜୀବନରେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହୋଇଥାଏ । ତେବେ ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟବହାର ହେଲା ଏହା କୌଣସି ଜିନିଷକୁ ଓଦା ହେବାରୁ ବଞ୍ଚାଇଥାଏ । ଯେଉଁ କାରଣରୁ ଏହାର ବ୍ୟବହାର ଅଧିକା ହୋଇଥାଏ । ତେବେ ବୈଜ୍ଞାନିକମାନେ ଏହାର ମଧ୍ୟ ବିକଳ୍ପ ବାହାର କରିଛନ୍ତି । ଟୋକିଓ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ପ୍ରକାରର ବାଟ ବାହାର କରିଛନ୍ତି, ଯେଉଁଥିରେ କାଗଜର ନମନିୟତା ପ୍ଲାଷ୍ଟିକ୍ ସହିତ ସମାନ ହେବ । ଯେଉଁ କାରଣରୁ ଏହା ସମସ୍ତ ଜିନିଷକୁ ୱାଟରଫ୍ରୁଫ୍ ରଖିବ । ଏହି କୋଟିଂକୁ ଶସ୍ତା କେମିକାଲ ବ୍ୟବହାର କରି କରାଯାଇଛି, ଯାହା ବ୍ୟବହାର ପାଇଁ ସୁରକ୍ଷିତ । ପ୍ରସ୍ତୁତ କୋଟିଂର କାର୍ଯ୍ୟ ପ୍ଲାଷ୍ଟିକ୍ ସହିତ ସମାନ । ବଜାରରେ ମିଳୁଥିବା ଚା କପ୍ ହେଉ କିମ୍ବା ଖାଦ୍ୟ ପ୍ୟାକେଜିଂ ପାଇଁ ବ୍ୟବହାର ହେଉଥିବା କଣ୍ଟେନର,ସବୁକୁ ଏହି ସଲୁ୍ୟସନ୍ରେ ବୁଡାଇ ସାଧାରଣ ତାପମାତ୍ରାରେ ଶୁଖାଯାଇ ବ୍ୟବହାର କରାଯାଇପାରିବ । ଏହି ସଲୁ୍ୟସନ୍ରେ ବୁଡାଯିବା ପରେ ଏଥିରେ ଦିଆଯାଉଥିବା କୋଟିଂଟି ପ୍ଲାଷ୍ଟିକ୍ର କାମ କରିବ । ଶୁଖିବା ପରେ ସେଲୁଲୋଜ୍ ଉପରେ ସିଲିକାର ଏକ ଥିନ୍ ଲେୟାର ପ୍ରସ୍ତୁତ ହେବ, ଯାହା କାଗଜକୁ ଅନମନିୟତା, ଶକ୍ତିଶାଳୀ ଓ ୱାଟରପ୍ରୁଫ କରିବ । ତେବେ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏନେଇ ଅଧିକା ଗବେଷଣା ଚାଲିଥିବା ଗବେଷକ ସୂଚନା ଦେଇଛନ୍ତି । ଏହି କୋଟିଂକୁ କେବଳ କାଗଜ ନୁହେଁ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ବ୍ୟବହାର କରିବାକୁ ଚେଷ୍ଟା ଜାରି ରହିଛି ।
ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୭୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ୧୫ ମୃତକଙ୍କ ମଧ୍ୟରୁ କଟକରୁ ୩, ଭୁବନେଶ୍ୱରରୁ, ପୁରୀ, କନ୍ଧମାଳ,ବୌଦ୍ଧ, ଗଞ୍ଜାମ, ରାୟଗଡା, ମୟୁରଭଞ୍ଜ, କଳାହାଣ୍ଡି, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ ଏବଂ କେନ୍ଦ୍ରାପଡା ଜିଲାରୁ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।
କେନ୍ଦ୍ରାପଡାର ମହାକାଳପଡାରେ ହେବ ରାଜ୍ୟର ପ୍ରଥମ ନଦୀ ବନ୍ଦର । ମହାକାଳପଡା ଆଖାଡାଶାଳି ନିକଟରେ ଥିବା ମହାନଦୀ କୂଳରେ ଏହି ବନ୍ଦର ପ୍ରତିଷ୍ଠା କରାଯିବ । ସରକାର ଓ ଘରୋଇ ଉଦ୍ୟୋଗର ସହ ଭାଗିତାରେ ପ୍ରଥମ ଥର ପାଇଁ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଦୁଇଟି ପର୍ଯ୍ୟାୟରେ ଏହି ବନ୍ଦର ନିର୍ମାଣ କରିବାକୁ ସ୍ଥିର କରାଯାଇଛି ।
A text in Tamil: விஷப்பூச்சிகள் மற்றும் மூட்டைப்பூச்சிகள் இரண்டும் கூட்டில் வசிப்பவை ஆகும், அவை கூட்டில் அல்லது அவற்றின் புரவலரின் வீட்டுவசதிக்கு ஏற்றவையாக வசிக்கின்றன. The same text in Odia:
நம்மில் பலர் ஒரு தொலைக்காட்சி நிகழ்ச்சியைப் பார்க்கிறோம், இது ஒரு செயல்முறை அல்லது அனுபவத்தை நமக்குத் தெரிவிக்கிறது, அதில் ஒருபோதும் பங்கேற்கவோ அல்லது அந்த அறிவைப் பயன்படுத்தவோ மாட்டோம். The previous text is in Tamil. Here is a translation to Odia:
'ସାବାସ ମିଠୁ' ଟିଜରରେ ତାପସିଙ୍କ ଜବରଦସ୍ତ ଲୁକ
ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ପରୀକ୍ଷା ଦର୍ପଣ । ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ପୁସ୍ତକ ପ୍ରସ୍ତୁତ କରାଯାଇଛି ଏବଂ 700 ପୃଷ୍ଟାର ଏହି ପୁସ୍ତକ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମାଟ୍ରିକ ପରୀକ୍ଷା ଦେବାକୁ ଥିବା 6 ଲକ୍ଷ 20 ହଜାର ପିଲାଙ୍କୁ ମାଗଣାରେ ଏହି ପୁସ୍ତକ ଯୋଗାଇ ଦିଆଯିବ । ଏହି ପୁସ୍ତକ ପିଲାଙ୍କୁ ପରୀକ୍ଷାରେ ସଫଳ ହେବାରେ ସାହାଯ୍ୟ କରିବ ।
ଜଙ୍ଗଲକୁ ଛତୁ ତୋଳିବାକୁ ଯାଇ ଥିବାବେଳେ ମାଡି ବସିଲେ ଭାଲୁ
ଚିନି ୧ କି.ଗ୍ରା.,
୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଦିନ ମଧ୍ୟପ୍ରଦେଶର ଗ୍ଵାଲିୟରଠାରେ ଏକ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ବାଜପେୟୀ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା କୃଷ୍ଣ ବିହାରୀ ବାଜପେୟୀ ଓ ମାତା ଥିଲେ କୃଷ୍ଣା ଦେବୀ। ପିତା ଥିଲେ ଜଣେ କବି ଓ ସ୍କୁଲ୍ ଶିକ୍ଷକ। ଅଟଳ ବିହାରୀ ବାଜପେୟୀ ଗ୍ଵାଲିଅର୍ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପାଠପଢ଼ା ଆରମ୍ଭ କରିଥିଲେ। ପରେ ଭିକ୍ଟୋରିଆ କଲେଜରେ ସ୍ନାତକ ପଢ଼ିଲେ। ତାପରେ କାନପୁରସ୍ଥିତ ଦୟାନନ୍ଦ ଆଙ୍ଗ୍ଲୋବେଦିକ୍ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିଲେ। ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇ ୨୩ ଦିନ ପର୍ଯ୍ୟନ୍ତ କାରାଦଣ୍ଡ ଭୋଗିବା ସହିତ ବାଜପେୟୀ ତାଙ୍କ ରାଜନୈତିକ ଜୀବନ ଆଗକୁ ବଢ଼ାଇଥିଲେ।
ଅନ୍ୟପକ୍ଷରେ ଉଭୟ ବିଜେଡି, ବିଜେପିକୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଓଡ଼ିଶାବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଚିଟ୍ଫଣ୍ଡ ଓ ତେଲ ପଇସାରେ ଏହି କାର୍ଯ୍ୟକ୍ରମ ଦୁଇଟି ହୋଇଛି କି ନାହିଁ ଏହା ସେମାନେ ଜାଣିଛନ୍ତି। ବିଜେଡି ରଥଯାତ୍ରାକୁ ହଡ଼ପ କରିବା ଓ ବିଜେପି ତୈଳ ବିଶୋଧନାଗାର କାର୍ଯ୍ୟକ୍ରମକୁ ହଡ଼ପ କରିବା ସେମାନଙ୍କ ଭିତିରି କଥା।
Ka dieetsele di le lesomerobedi fela ka letsatsi, bontsi jwa mafatshe bo paletswe ke go ikgapela seetsele. Here is the same text in Odia:
ନୂଆଦିଲ୍ଲୀ : ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସମାନ ID ରେ ଏକାଧିକ ସିମ୍ କାର୍ଡ ନିଅନ୍ତି (ଆଧାର କାର୍ଡ ହେଉ କିମ୍ବା ଭୋଟର ID ହେଉ)। ସିମ୍ ନେଇ ଏହାକୁ ସହଜରେ ବ୍ୟବହାର କରି ଚାଲିଥା'ନ୍ତି । ଅନେକ ଥର ଏହା ମଧ୍ୟ ଘଟେ ଯେ ଲୋକମାନେ ନିଜ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ନିଜର IDରେ ନୂଆ ସିମ୍ କାର୍ଡ ଦିଅନ୍ତି କିମ୍ବା ରିଚାର୍ଜ ଅଫର କିମ୍ବା ଅନ୍ୟ କୌଣସି ପ୍ରଲୋଭନ ହେତୁ ଲୋକମାନେ ନୂତନ ସିମ୍ କାର୍ଡ ନେଇଥାନ୍ତି । ଯଦି ଆପଣ ମଧ୍ୟ ତାହା କରନ୍ତି, ତେବେ ସାବଧାନ ରୁହନ୍ତୁ, କାରଣ ନିୟମ ଅନୁଯାୟୀ ଭାରତରେ ଜଣେ ବ୍ୟକ୍ତିଙ୍କ ID କେବଳ ସର୍ବାଧିକ ନଅଟି ସିମ୍ କାର୍ଡ କିମ୍ବା ମୋବାଇଲ୍ ନମ୍ବର ନିଆଯାଇ ପାରିବ ଯଦି ୯ ଟିରୁ ଅଧିକ ସିମ୍ କାର୍ଡ ଆପଣଙ୍କ ID ରେ ପଞ୍ଜୀକୃତ ହୋଇଛି, ତେବେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଆପଣଙ୍କ ଆଇଡିରେ କେତେ ସିମ୍ କାର୍ଡ ପଞ୍ଜିକୃତ ହୋଇଛି ଏବଂ ସେଗୁଡିକ ବ୍ୟବହାର କରାଯାଉଛି କି ନାହିଁ ତାହା ଆପଣ କିପରି ଜାଣିବେ । ଆସନ୍ତୁ ଜାଣିବା ଏହା ବିଷୟରେ ... ବାସ୍ତବରେ ଭାରତୀୟ ଟେଲିକମ୍ ବିଭାଗର tafcop.dgtelecom.gov.in ଡୋମେନ୍ ରୁ ଏକ ପୋର୍ଟାଲ୍ ଅଛି। ଯେଉଁଥିରେ ସାରା ଦେଶରେ କାର୍ଯ୍ୟକ୍ଷମ ମୋବାଇଲ୍ ନମ୍ବରର ଡାଟାବେସ୍ ଅଛି । ଯଦି ଆପଣ ଭାବୁଛନ୍ତି ଯେ ଅନ୍ୟ କେହି ଆପଣଙ୍କର ସିମ୍ କାର୍ଡ ଅର୍ଥାତ୍ ଆପଣଙ୍କ ID ରୁ ମୋବାଇଲ୍ ନମ୍ବର ବ୍ୟବହାର କରୁଛନ୍ତି, ତେବେ ଆପଣ ଏହି ୱେବସାଇଟ୍ ମାଧ୍ୟମରେ ଜାଣି ପାରିବେ ଏବଂ ଅଭିଯୋଗ ମଧ୍ୟ କରିପାରିବେ । ସ୍ପାମ୍ ଏବଂ ଠକେଇକୁ ରୋକିବା ପାଇଁ ଏହି ପୋର୍ଟାଲ୍ ଲଞ୍ଚ କରାଯାଇଛି। ଯଦିଓ ବର୍ତ୍ତମାନ ଏହି ସୁବିଧା କେବଳ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସର୍କଲ ପାଇଁ ଅଟେ, କିନ୍ତୁ ଯଥା ଶୀଘ୍ର ସମସ୍ତ ସର୍କଲରେ ଏହି ସେବା ଆରମ୍ଭ ହେବ। ଯାହାଦ୍ୱାରା ଦେଶର ଲୋକମାନେ ଏହାର ଫାଇଦା ଉଠାଇ ପାରିବେ । ବର୍ତ୍ତମାନ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସର୍କଲ ବାଦ୍ ଅନ୍ୟ ସର୍କଲର ଟେଲିଫୋନ୍ ଉପଭୋକ୍ତା ମାନେ ମଧ୍ୟ ନିଜ ଆଇଡିରେ କେତେଟି ସିମ୍ କାର୍ଡ ଅଛି ତାହା ଜାଣି ପାରିବେ । ତେବେ ଆପଣ କିପରି ଜାଣିବେ ଆପଣଙ୍କ ID ବ୍ୟବହାର କରାଯାଇ କେତେଟି ନମ୍ବର ନିଆଯାଇଛି ? ସର୍ବପ୍ରଥମେ, ଆପଣଙ୍କର ମୋବାଇଲ୍ ଫୋନ୍ ବ୍ରାଉଜର୍, ଲାପଟପ୍ କିମ୍ବା ଯେ କୌଣସି କମ୍ପ୍ୟୁଟରରେ tafcop.dgtelecom.gov.in ଖୋଲନ୍ତୁ ଏବଂ ତା'ପରେ ସେଠାରେ ଆପଣଙ୍କର ମୋବାଇଲ୍ ନମ୍ବର ଦିଅନ୍ତୁ। ବର୍ତ୍ତମାନ ଏକ OTP ଆପଣଙ୍କ ନମ୍ବରକୁ ଆସିବ। ଏହି ଓଟିପିଙ୍କୁ ସେଠାରେ ଦେବା ପରେ ଆପଣଙ୍କ ID ବ୍ୟବହାର କରାଯାଇ କେତେଟି ନମ୍ବର ନିଆଯାଇଛି ତାହାର ଏକ ତାଲିକା ଆସିବ। ଏବେ ଆପଣ କେଉଁ ନମ୍ବର ବ୍ୟବହାର କରୁଛନ୍ତି କିମ୍ବା କେଉଁ ନମ୍ବରଟି ଆପଣଙ୍କର ନୁହେଁ କିନ୍ତୁ ଆପଣଙ୍କ ଆଇଡି ବ୍ୟବହାର କରାଯାଇ ସିମ୍ କାର୍ଡ ନିଆଯାଇଛି ତାହା ଜାଣିପାରିବେ । ଏଥି ସହିତ ସେହି ପୋର୍ଟାଲରେ ମଧ୍ୟ ସେହି ନମ୍ବରଟିକୂ ବ୍ଲକ କରିବା ପାଇଁ ଅଭିଯୋଗ କରିପାରିବେ । ଏହା ପରେ ସରକାର ସେହି ନମ୍ବର ଯାଞ୍ଚ କରିବେ ଏବଂ ତା'ପରେ ଏହାକୁ ବ୍ଲକ କରାଯିବ।
ଆଜି ପୁଣି ଥରିଲା କିବ୍ । ଲୋକେ କହିଲେ , 'ଛୋଟ ପରମାଣୁ ବୋମା ପକାଇଲା ଋଷ'
Beae yi nso y tenabea ma mmoa ne nnomaa ahorow pii. Here is the same text in Odia:
ନୂଆଦିଲ୍ଲୀ ୧୫।୦୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ୧୧ରେ ସମାନ ସ୍ଥିତିରେ ରହିଛି। ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଜିତିଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ଭାରତ ଜିତି ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିଛି। ହେଲେ କରୋନା ସଂକ୍ରମଣ ବୃଦ୍ଧିର ପ୍ରଭାବ ଟି୨୦ ସିରିଜ୍ ଉପରେ ପଡିଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ର ଆଗାମୀ ତିନି ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଜରାଟରେ ଗତ ୨୪ ଘଣ୍ଟାରରେ କରୋନାର ୯୦୦ ସଂକ୍ରମଣ ଚିହ୍ନଟ ହୋଇଛି। ଏହା ପୂର୍ବରୁ ଗୁଜରାଟ ପ୍ରଶାସନ ୮ ଅଞ୍ଚଳରେ ଅତ୍ୟାବଶ୍ୟକ ଦୋକାନକୁ ଛାଡି ଦେଲେ ବାକି ଦୋକାନ ବଜାର ଉପରେ କଟକଣା ଜାରି କରିଛି। ଆସନ୍ତାକାଲି ସିରିଜ୍ର ତୃତୀୟ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟି୨୦ ସିରିଜ୍ର ବାକି ତିନୋଟି ମ୍ୟାଚ୍ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଦର୍ଶକଙ୍କୁ ଏବେ ଟିଭି ଏବଂ ଅନ୍ୟ ସାଧନରେ ମ୍ୟାଚ୍ର ସିଧା ପ୍ରସାରଣ ଦେଖିବେ। ବଳକା ୩ ଟି୨୦ ମ୍ୟାଚ୍ ମାର୍ଚ୍ଚ ୧୬, ୧୮ ଏବଂ ୨୦ ତାରିଖରେ ଖେଳାଯିବ। ଏହା ପୂର୍ବରୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଟେଷ୍ଟ ସିରିଜ୍ରେ ତୃତୀୟ ଓ ଚତୁର୍ଥ ମ୍ୟାଚ୍ରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଥିଲା। ତେବେ ଟି୨୦ ସିରିଜ୍ରେ ଅଧିକ ସଂଖ୍ୟାରେ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିଥିଲା। ସୂଚନାଯୋଗ୍ୟ, ଦିନିକିଆ ସିରିଜ୍ ପରେ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ମହାରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ତୀବ୍ର ଗତିରେ ବଢିବାରେ ଲାଗିଛି।
କଟକଣା ବେଳେ ପୁଅଜିଉନ୍ତିଆ ପାଳନକୁ ନେଇ ମାଙ୍କ ମନରେ ଦ୍ବନ୍ଦ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡର ଡ୍ରଗ୍ସ ଲିଙ୍କରେ ଏନସିବି ଦ୍ୱାରା ଗିରଫ ରିୟା ଚକ୍ରବର୍ତ୍ତୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହ ନଜର ଆସିଛନ୍ତି ରିୟା । ପୂର୍ବରୁ ରିୟାଙ୍କ ସହ ମହେଶ ଭଟ୍ଟଙ୍କ କିଛି ଅନ୍ତରଙ୍ଗ ଫଟୋ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ସେହି ଫଟୋକୁ ନେଇ ଉଭୟଙ୍କ ଚରିତ୍ରକୁ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଚର୍ଚ୍ଚିତ ଭିଡିଓ । ହ୍ୱାଟସଆପ୍ ଚାଟକୁ ନେଇ ଝଡ ଥମି ନ ଥିବାବେଳେ ଏବେ ପ୍ରଥମ ଥର ପାଇଁ ରିୟା ଓ ମହେଶ ଭଟ୍ଟଙ୍କ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଉଛି ଗୋଟିଏ ରୁମରେ କେବଳ ମହେଶ ଭଟ୍ଟ ଓ ରିୟା ଅଛନ୍ତି । ଏକ କାଉଚରେ ସାମ୍ନାସାମ୍ନି ବସିଛନ୍ତି ରିୟା ଓ ମହେଶ ଭଟ୍ଟ । ଏଥିରେ ମହେଶ ଭଟ୍ଟ ଏକ ବହିକୁ ପଢ଼ୁଛନ୍ତି ଓ ଜଣେ ଅନୁଶାସିତ ଛାତ୍ରୀ ଭଳି ରିୟା ଶୁଣୁଛନ୍ତି । ମହେଶ ଭଟ୍ଟ ଇଂରାଜୀରେ କିଛି ଗପ ପଢ଼ି ଶୁଣାଉଥିବାବେଳେ ସାମ୍ନାରେ ବସି ଅତି ଆଗ୍ରହର ସହ ଶୁଣୁଛନ୍ତି ରିୟା ଚକ୍ରବର୍ତ୍ତୀ । ଆଉ ଶେଷରେ ରିୟା ତାଳି ବି ବଜାଉଛନ୍ତି । ଏହି ଭିଡିଓ ଦେଖିଲେ ସ୍ପଷ୍ଟ ଜଣା ପଡୁଛି ମହେଶ ଭଟ୍ଟଙ୍କର କେତେ ଅତି ନିକଟବର୍ତ୍ତୀ ଥିଲେ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଯେତେବେଳେ ଦେଶବ୍ୟାପୀ ସନ୍ଦେହ ବଢ଼ିବାରେ ଲାଗିଥିଲା ସେହି ସମୟରେ ତଦନ୍ତକାରୀ ସଂସ୍ଥାକୁ ମହେଶ ଭଟ୍ଟ ଓ ରିୟାଙ୍କ ଚାଟ ସାମ୍ନାକୁ ଆସିଥିଲା । ଏହି ଚାଟ ଜୁନ୍ ୮ ତାରିଖର ଥିଲା । ଅର୍ଥାତ ଯେଉଁଦିନ ରିୟା ସୁଶାନ୍ତଙ୍କ ଘର ଛାଡିଥିଲେ ସେହିଦିନ ମହେଶ ଭଟ୍ଟଙ୍କ ସହ ସେ ଏହି ଚାଟ୍ କରିଥିଲେ । ଘର ଛାଡିବା ପରେ ରିୟା ମହେଶ ଭଟ୍ଟଙ୍କୁ ପ୍ରଥମ ଚାଟ କରିଥିଲେ । ଏହି ଚାଟରେ ମହେଶ ଭଟ୍ଟ ଲେଖିଥିଲେ ...... ଚାଟ ସାମନାକୁ ଆସିବା ପରେ ଉଠିଥିଲା ଝଡ । ରିୟାଙ୍କ ସହ ମହେଶ ଭଟ୍ଟଙ୍କ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି ତାକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ଏହି ସମୟରେ ରିୟା ଓ ମହେଶ ଭଟ୍ଟଙ୍କ କେତେକ ପୁରୁଣା ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଏପରିକି କେହି କେହି ରିୟାଙ୍କୁ ମହେଶଙ୍କ ପ୍ରେମିକା ମଧ୍ୟ କହିବାକୁ ପଛାଇ ନଥିଲେ । ହେଲେ ପରେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ମହେଶ ତାଙ୍କ ବାପା ଭଳି ବୋଲି ସଫେଇ ଦେଇଥିଲେ ରିୟା । ରିୟା ଓ ମହେଶ ଭଟ୍ଟଙ୍କ ସମ୍ପର୍କ ଯାହା ବି ଥାଉ କିନ୍ତୁ ଉଭୟ ଅନେକ ସମୟରେ କଥା ହେଉଥିଲେ । ସୁଶାନ୍ତ ଓ ରିୟାଙ୍କ ସମ୍ପର୍କ କିଭଳି ଥିଲା ସେ ନେଇ ମହେଶ ଭଟ୍ଟଙ୍କ ସହ ନିଜର ଭାବନା ବାଂଟୁଥିଲେ ରିୟା । ଏହାକୁ ରିୟା ନିଜେ ସ୍ୱୀକାର ମଧ୍ୟ କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ସିବିଆଇ ସମେତ ଦେଶର ତିନି ପ୍ରମୁଖ ତଦନ୍ତକାରୀ ସଂସ୍ଥା କାର୍ଯ୍ୟ କରୁଛନ୍ତି । ସେମାନଙ୍କ ନିକଟରେ ରିୟାଙ୍କ ହ୍ୱାଟସଆପ୍ ଚାଟ ଠାରୁ ଆରମ୍ଭ କରି ତାଙ୍କର ସମସ୍ତ ଭିଡିଓ ରହିଛି । ହେଲେ ଏପର୍ଯ୍ୟନ୍ତ ମହେଶ ଭଟ୍ଟଙ୍କୁ ଏହି ତିନି ସଂସ୍ଥା ପଚରାଉଚରା କରି ନାହାଁନ୍ତି । ତେଣୁ ଆଗାମୀ ଦିନରେ ମହେଶ ଭଟ୍ଟଙ୍କୁ ତଦନ୍ତ ପରିସରଭୁକ୍ତ କରିବାର ବେଶ୍ ସମ୍ଭାବନା ରହିଛି ।
କରନ ଜୋହରଙ୍କ ଶୋ'କୁ ଆସିବାକୁ ମନା କଲେ ଦୀପିକା
Casablanca ni malo ghamoza agho ngawemi vii yayi kugulako vinthu ku Morocco. Here is the same text in Odia:
ପ୍ରତିଦିନ ମାତ୍ର ୩୦ ମିନିଟ୍ ଚାଲନ୍ତୁ: ମିଳିବ ଏହିସବୁ ଫାଇଦା
ବାଚସ୍ପତିଙ୍କ ଅଡିଓ କ୍ଲିପ୍ ଭାଇରାଲ୍ ଘଟଣାରେ କଟକ ସାଇବର୍ ଥାନାରେ ଦାୟର ହେଲା ମାମଲା
ନୂଆଦିଲ୍ଲୀ : ଦିନକୁ ଦିନ ନିଷ୍ଠୁର ହେଉଛି ଋଷ ସେନା । ଖାଲି ନିଷ୍ଠୁର ନୁହେଁ ନିର୍ଦୟ ମଧ୍ୟ ଋଷ ସେନା । ଏମିତିକି ମାନବିକତା ବି ହରାଇସାରିଲେଣି ଋଷ ସୈନ୍ୟ । ଗତକାଲି ଏକ ପ୍ରସୂତି ହସ୍ପିଟାଲରେ ବୋମା ମାଡ଼ କରି ନିଷ୍ଠୁରତାର ପରିଚୟ ଦେଇଥିବା ବେଳେ ଆଜି ଆଉ ଏକ ତଥ୍ୟ ଋଷ ସେନାର ଅମାନବୀୟ କାଣ୍ଡକୁ ବଖାଣୁଛି । ସୂଚନା ଅନୁଯାୟୀ, ରୁଷୀୟ ସୈନ୍ୟଙ୍କ ଦ୍ୱାରା ୟୁକ୍ରେନର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ କରାଯାଇଛି ।Click here to get the latest updates on Ukraine Russia conflict Click here to get the latest updates on State Elections 2022 ଏନେଇ ୟୁକ୍ରେନ ପକ୍ଷରୁ କୁହଯାଇଛି । ସୈନ୍ୟଙ୍କ ଅପେକ୍ଷା ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କହିଛି ୟୁକ୍ରେନ । ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ଋଷ ସେନାର ଅମାନବୀୟ ଓ ନିଷ୍ଠୁରପଣକୁ ସ୍ପଷ୍ଟ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦକ୍ଷିଣ ୟୁକ୍ରେନୀୟ ସହର ମାରିଓପୋଲର ଏକ ମ୍ୟାଟର୍ନିଟି ବା ପ୍ରସୂତି ହସ୍ପିଟାଲରେ ଋଷ ସେନା ଏୟାରଷ୍ଟ୍ରାଇକ୍ କରିଛି । ଏହାପରେ ଖିନ୍ଭିନ୍ ହୋଇଯାଇଛି ହସ୍ପିଟାଲ କୋଠା । ଚୁରମାର ହୋଇଯାଇଛି ହସ୍ପିଟାଲ ଆସବାବପତ୍ର । ଆକ୍ରମଣରେ ଜଣେ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୭ ଜଣ ଆହତ ହୋଇଛନ୍ତି । ବହୁ ଶିଶୁ, ମହିଳା, ଡାକ୍ତର ଓ କର୍ମଚାରୀ ଧ୍ୱଂସାବଶେଷ ତଳେ ଏବେବି ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି । କେବଳ ମାରିଉପୋଲ୍ ନୁହେଁ, କିଭ୍?ର ପଶ୍ଚିମ ପଟେ ଥିବା ଝାଇତୋମିର୍ ସହରର ୨ଟି ହସ୍ପିଟାଲ ଉପରେ ବି ବୋମା ବର୍ଷଣ କରିଛି ଋଷ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ଯୁଦ୍ଧ ଆରମ୍ଭ ଠାରୁ ୟୁକ୍ରେନ୍ର ୧୮ଟି ହସ୍ପିଟାଲ ଓ ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଋଷୀୟ ଆକ୍ରମଣର ଶିକାର ହୋଇଛି । ହସ୍ପିଟାଲ ଉପରେ ଆକ୍ରମଣ ଋଷର ଗଣହତ୍ୟାର ପ୍ରମାଣ ଏବଂ ଏହା ଜଘନ୍ୟ ଯୁଦ୍ଧ ଅପରାଧ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି । ଜାତିସଂଘ ମଧ୍ୟ ଏହାର ନିନ୍ଦା କରିଛି । The post ନିଷ୍ଠୁର ହେଉଛି ଋଷ ସେନା, ପ୍ରସୂତି ହସ୍ପିଟାଲ ପରେ ସ୍କୁଲ କୋଠାରେ ବୋମା ବର୍ଷା appeared first on ONA KHABAR.
କରୋନା ଚିକିତ୍ସା ପାଇଁ ଆଉ ଏକ ଔଷଧ ନିକ୍ଲୋସାମାଇଡର ପରୀକ୍ଷା ଆରମ୍ଭ
ନୂଆଦିଲ୍ଲୀ: ଗୁପଚୁପ୍ ଖାଇବାକୁ ପସନ୍ଦ କରୁଥିବା ଲୋକମାନଙ୍କ ପାଇଁ ଏକ ନିରାଶଜନକ ଖବର । ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି । ଯାହକୁ ଦେଖିବା ପରେ ଆପଣ ମାନେ ଆଉ କେବେ ବି ଗୁପଚୁପ୍ ଖାଇବାକୁ ପସନ୍ଦ କରିବେ ନାହିଁ । ତେବେ ଭିଡିଓରେ ବେପାରୀ ଜଣକ ଖଟା ପାଣିରେ ୟୁରିନ୍ ମିଶାଉଥିବା ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ପରେ ପୋଲିସ୍ ଆକ୍ସନ୍ ମୋଡ଼କୁ ଆସିଛି ଏବଂ ଉକ୍ତ ଗୁପଚୁପ୍ ବେପାରୀକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଏହି ଘଟଣା ଦେଖିବାକୁ ମିଳିଛି ଆସାମର ଗୌହାଟିରୁ । ଏଠାରେ ଜଣେ ଗୁପଚୁପ୍ ବେପାରୀ ଠେଲା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ଆଉ ଜଣେ ବେପାରୀର ପଛ ପଟେ ବସିଛି । ଏହା ଭିତରେ ଉକ୍ତ ବେପାରୀ ଜଣକ ମଗ୍ ରେ ୟୁରିନ୍ କରୁଥିବା ଦେଖାଯାଉଛି । ଏହାପରେ ମଗ୍ ରେ ଥିବା ୟୁରିନ୍ କୁ ଗୁପଚୁପ୍ ପାଣିରେ ବ୍ୟବହାର କରିବାକୁ ମିଶାଉଛି । ଆହୁରି ପଢନ୍ତୁ ରାଶିଫଳ (ସୋମବାର ,୨୩ ଅଗଷ୍ଟ ,୨୦୨୧) Aug 23, 2021 ଚୀନକୁ ୫୦୦୦ କୋଟିର ଝଟକା; କମାଲ କଲା ସ୍ୱଦେଶୀ. Aug 22, 2021 ଭିଡିଓଟିକୁ କେହି ଜଣେ ନିଜ ଫୋନ୍ ରେ ରେକର୍ଡ କରି ସୋସିଆଲ୍ ମିଡିଆରେ ଅପଲୋଡ୍ କରିବା ପରେ ଏହି ଘଟଣା ପୋଲିସ୍ ପାଖରେ ପହଞ୍ଚିଛି । ଆଉ ପୋଲିସ୍ ଗୁପଚୁପ୍ ବେପାରୀ ବିରୋଧରେ ଆକ୍ସନ୍ ମୋଡକୁ ଆସିଛି ଏବଂ ତାକୁ ଗିରଫ କରିଛି ।
ସମାଜସେବୀ ଦୁର୍ଯ୍ୟୋଧନ ବେହେରାଙ୍କ ସ୍ମୃତିଚାରଣ ଓ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ସଭା
ଭୁବନେଶ୍ୱର: ରାଜ୍ୟର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବାକୁ ଦାବି କରିଛନ୍ତି ଓଡିଶା ମନ୍ଦିର ସେବାୟତ ସଂଘ । କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ସାରାଦେଶରେ ଜୁନ ମାସ ୮ ତାରିଖରୁ ମନ୍ଦିର ଖୋଲା ଯାଇଥିବା ବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ମନ୍ଦିର କିମ୍ବା ଧର୍ମାନୁଷ୍ଠାନ ଖୋଲା ଯାଇନାହିଁ ।ଓଡ଼ିଶା ହାଇକୋର୍ଟ ମଧ୍ୟ ଗାଇଡ଼ଲାଇନ ସହ ମନ୍ଦିର ଖୋଲିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ସମସ୍ତ ଦୋକାନ ବଜାର , ମଦ ଦୋକାନ ତଥା ଗାଡି ଚଳାଚଳକୁ ଅନୁମତି ପ୍ରଦାନ କରିଛନ୍ତି । ଆହୁରି ମଧ୍ୟ ଗାଇଡ଼ଲାଇନ ସହ ସମାବେଶ ତଥା ପର୍ଯ୍ୟଟନ ସ୍ଥଳୀ ଖୋଲିବ ପାଇଁ ଅନୁମତି ଦେଇଛନ୍ତି । ମତ୍ର ଧର୍ମାନୁଷ୍ଠାନ ଗୁଡିକୁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମନ୍ଦିରରେ ସେବାୟତ ମାନେ ଯଜମାନଙ୍କ ମଙ୍ଗଳ କାମନା କରି ଯାହାଦକ୍ଷିଣା ପାଇ ଥାଆନ୍ତି ସେଥିରେ ତାଙ୍କର ପରିବାର ଭରଣପୋଷଣ ହୋଇଥାଏ ବୋଲି କହିଛନ୍ତି ଓଡିଶା ମନ୍ଦିର ସେବାୟତ ସଂଘ ସଭାପତି । ଏଣୁ ସରକାର ମନ୍ଦିର ଖୋଲିବାକୁ ଅନୁମତି ନଦେବା ଯାଏଁ ପ୍ରତ୍ୟେକ ଦିନ ସକାଳ ୯ ଘଟିକାରୁ ଦିନ ୧୨ ଟା ପର୍ଯ୍ୟନ୍ତ ସରକାରଙ୍କ ବିରୁଦ୍ଧରେ ଧାରଣ ଦେବାକୁ ଚେତାବନୀ ଦେଇଛି ସଙ୍ଘ ।
ମାଲିରେ ଫସିଛନ୍ତି ଝାଡ଼ଖଣ୍ଡର ୩୩ ଶ୍ରମିକ
କନକ ବ୍ୟୁରୋ : ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି, ସେ କହିଛନ୍ତି, ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପରେ ଏହା ଘନୀଭୂତ ହୋଇ ଆସନ୍ତା ୮ ତାରିଖରେ ଅବପାତରେ ପରିଣତ ହୋଇପରେ । ତେବେ ବାତ୍ୟାର ଦିଗ କୁଆଡ଼େ ହେବ, ତାହା ଜଣାପଡ଼ିନାହିଁ । ଏହା ଉପରେ ନିରନ୍ତର ନଜର ରଖାଯାଇଥିବା କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ମେ' ମାସରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟା ପାଇଁ ଅନୁକୂଳ କରିଥାଏ । ଓଡ଼ିଶା ଉପରେ ଏହାର କ'ଣ ପ୍ରଭାବ ରହିବ, ତାହା ବର୍ତମାନଠୁ କହିହେବନି ବୋଲି କହିଛନ୍ତି ଆଇଏମଡି ଡିଜି । ସେପଟେ, ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାର ଦିଗ କୁଆଡେ ଯିବ ସେ ନେଇ କିଛି ସ୍ପଷ୍ଟ ଜଣାପଡିନାହିଁ । କିନ୍ତୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟରେ ରଖାଯାଇଛି ।
Previous Postଜିଲ୍ଲା ଯୋଜନା କମିଟି ବୈଠକ Next Postବଦଳିବ କଟକର ପରିମଳ ରୂପରେଖ
ବିଜେପିକୁ ଫାଇଦା ଦେବ କି ତିନି ତଲାକ ରାୟ ! ନଜର ପକାନ୍ତୁ କାହିଁକି ସୁବିଧା ପାଇପାରେ ଦଳ ରେଳମନ୍ତ୍ରୀ ଇସ୍ତଫା ଦେଲେ କଣ ବଦଳିଯିବ କି ବିଭାଗର ଭାଗ୍ୟ ! ଖରାପ ଟ୍ରାକ ସାଜିଛି ଘାତକ ! ଧର୍ମେନ୍ଦ୍ରଜୁଏଲଙ୍କ ପ୍ରଦର୍ଶନ ମାପିବେ ମୋଦି ! ଜାଣନ୍ତୁ ନୂଆ ମନ୍ତ୍ରୀମଣ୍ଡଳରେ ରହିବେ ନା ଓଡିିଶା ଫେରିବେ ଏହି ଦୁଇ ଓଡିଆ ମନ୍ତ୍ରୀ ଯେକୌଣସି ସମୟରେ ବଦଳିପାରେ କେନ୍ଦ୍ର କ୍ୟାବିନେଟ ! ଜାଣନ୍ତୁ କେମିତି ରହିବ ରୂପରେଖ । କାହାର ବଢିବ ଶକ୍ତି, କିଏ ହେବ ଦୁର୍ବଳ?
ଭାରତରେ ଆସିବ କରୋନା ତୃତୀୟ ଲହରୀ, ଫେବୃଆରୀରେ ଶିଖର ଛୁଇଁବ ମାମଲା! ଭବିଷ୍ୟବାଣୀ କଲା କୋଭିଡ ସୁପରମଡେଲ ପ୍ୟାନେଲ
ଅପରପକ୍ଷରେ ରାଜ୍ୟର ୭୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସିଏଚ୍ସିରେ ଚକ୍ଷୁ ଚିକିତ୍ସା ନେଇ ଆବଶ୍ୟକ ଯନ୍ତ୍ରପାତି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ସିଏଚ୍ସିରେ ଏହି ଯନ୍ତ୍ରପାତି ଉପଲବ୍ଧ ହେବ। ଯେଉଁ ବ୍ୟକ୍ତିମାନଙ୍କୁ ମଧୁମେହ ସହିତ ଚକ୍ଷୁ ସମସ୍ୟା ରହିଛି, ସେହି ବ୍ୟକ୍ତିମାନଙ୍କର ରେଟିନାର ଫଟୋ ଉଠାଯିବ। ଯାହାର ଲେଜର୍ ଚିକିତ୍ସା ଆବଶ୍ୟକ, ସେସବୁ ବ୍ୟକ୍ତିମାନଙ୍କୁ ରାଜ୍ୟରେ ଥିବା ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯିବ ବୋଲି ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି।
ଫ୍ଲାଏଓଭର ଉପରେ ବାଇକ ସହ ଜଳିଗଲେ ଯୁବକ
ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହିତ ସମୟ ବିତାଇବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ବୃଷ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବାଦବିବାଦରୁ ଦୂରେଇ ରୁହନ୍ତୁ। ଅସୁସ୍ଥ ଅନୁଭବ କରିବେ। କାହାକୁ ଋଣ ଦିଅନ୍ତୁ ନାହିଁ। ମିଥୁନ: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ପଦୋନ୍ନତିର ଯୋଗ ରହିଛି। କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ। କର୍କଟ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ମଧ୍ୟାହ୍ଣ ପରେ ଶୁଭ ଖବର ମିଳିବ। ସିଂହ: ଭାଗ୍ୟ ବୃଦ୍ଧି ହେବ। ବିଦେଶରୁ ଖୁସି ଖବର ଶୁଣିପାରନ୍ତି। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। କନ୍ୟା: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ନୂତନ ବସ୍ତ୍ର କିଣିପାରନ୍ତି। ଆଜି ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ତୁଳା: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ଆତ୍ମବିଶ୍ୱାସ ବଢ଼ିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବିଚ୍ଛା: ଦିନଟି ଭଲରେ କଟିବ। ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ଦେଖାହୋଇପାରେ। ଧନୁ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ମକର: ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ। ସତର୍କ ରୁହନ୍ତୁ। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମୀନ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।
ବୁଥଅ ୬ର୪ ଉ୯ଛରଥିବୁ ନୁଥନ୬ର୩ଉ ବ୯୫କନ୯ି୫ ବଥର ୬ି ଥଅନ୩୬ନ୪୩ ୭୪ଥି୯୪ବ ଉବୁଉନ୪ଛ. isis
ପୋର୍ଟ୍ ମୌରିସ୍ର ସନ୍ଥ ଲିଓନାର୍ଡଙ୍କ ଅନୁରୋଧ କ୍ରମେ ପୋପ୍ ବେନେଡିକ୍ଟ୍ (ଚତୁର୍ଦ୍ଦଶ) ଏଠାରୁ ପଥର ଖୋଳା ବନ୍ଦ କରାଇଲେ ଓ ଏହା ଚାରିପଟେ ଅନେକ ପବିତ୍ର କ୍ରସ୍ ସ୍ଥପିତ କରାଇଲେ । ୧୮୭୪ ମସିହା ପର୍ଯ୍ୟନ୍ତ ଏହି ସବୁ କ୍ରସ୍ ପୂଜା ପାଇ ଆସୁଥିଲେ । [୫୩] ବେନେଡିକ୍ଟ୍ ଜୋସେଫ୍ ଲାବ୍ରେ ଜୀବନର ଶେଷ ସମୟ କୋଲୋଜିୟମ୍ରେ କଟାଇଥିଲେ ।[୫୩] ଅନେକ ପୋପ୍ କୋଲୋଜିୟମ୍ର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ସହାୟତା ପ୍ରଦାନ କରିଛନ୍ତି । କୋଲୋଜିୟମ୍ରେ ରହିଥିବା ଏକ କ୍ରସ୍ର ଫଳକରେ ନିମ୍ନ ଲେଖା ଦେଖିବାକୁ ମିଳେ :
ପାଣି ପାଇଁ ୫୩ ନଂ ଜାତୀୟ ରାଜପଥ ଅବରୋଧ
ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଜିନିଷ ବନ୍ଧୁ ଏବଂ ପ୍ରିୟଜନଙ୍କୁ ଉପହାର ଦେବା ଉଚିତ ହୋଇନଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ
ଶ୍ରୀକାକୁଲମ୍ ଜିଲ୍ଲା ଗାରା ମଣ୍ଡଳର କର୍ଣ୍ଣି ଗ୍ରାମର ରାଜା ରାଓ କୁହନ୍ତି, ଟ୍ରକରୁ କୋଲ୍ଡ ଷ୍ଟୋରକୁ ବସ୍ତା ନେବା ପାଇଁ ସେମାନେ ଆମକୁ ୧୫ଟଙ୍କା ଲେଖାଏଁ ଦିଅନ୍ତି ଏବଂ ଯେତେବେଳେ ଏହା ତଳକୁ ଓହ୍ଲାଯାଇ ଟ୍ରକରେ ଲଦାଯାଏ, ସେତେବେଳେ ବସ୍ତା ପିଛା ୧୦ଟଙ୍କା ଲେଖାଏଁ ଦିଅନ୍ତି । କିନ୍ତୁ ଆମକୁ ବସ୍ତାପିଛା ୨୩ଟଙ୍କା ଲେଖାଏଁ ହିଁ ମିଳେ । ମିସ୍ତ୍ରି ବା ସୁପରଭାଇଜର୍ ଦୁଇଟଙ୍କା କମିଶନ ଭାବରେ ନିଅନ୍ତି ।ଗୋଟିଏ ବସ୍ତା ଉପରକୁ ନେବା ପାଇଁ ଟଙ୍କାଏ ଏବଂ ତଳକୁ ଆଣିବା ପାଇଁ ଟଙ୍କାଏ ।
l r nke Nd injinia nke U.S. mere atmat na mmiri mmiri d inchi isii nwere ike gabiga ihe mgbochi ide mmiri e mebibiri na mb. Here is the same text in Odia:
ବିଜେପିର ସାଙ୍ଗଠନିକ ପୁନର୍ଗଠନ, ନିଯୁକ୍ତ ହେଲେ ୩୬ ପ୍ରଭାରୀ ଓ ୨୭ ସହପ୍ରଭାରୀ
ଆମେରିକା ସମେତ ସମଗ୍ର ବିଶ୍ୱରେ ପୁଣିଥରେ କରୋନା ଭାଇରସ ବ୍ୟାକ୍ କରିଛି। ଯେଉଥିପାଇଁ ସରକାରଙ୍କୁ ପୁଣିଥରେ ଲକ୍ଡାଉନ୍ ଭଳି କଠୋର ନିଷ୍ପତ୍ତି ନେବାକୁ ପଡୁଛି। ଆମେରିକାରେ କରୋନା ବୃଦ୍ଧି ପାଉଥିବାରୁ ଏକ ରେଷ୍ଟୁରାଣ୍ଟ ମାଲିକ ସ୍ବେଚ୍ଛାକୃତ ଭାବେ ନିଜ ରେଷ୍ଟୁରାଣ୍ଟକୁ ବନ୍ଦ କରିବାକୁ ପିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିରେ ସେଠାକୁ ବିୟର ପିଇବାକୁ ଆସିଥିବା ଶେଷ ଗ୍ରାହକ ଖୁସିହୋଇ ୩୦ ହଜାର ଡଲାର (୨,୨୨,୫୪୦ ଟଙ୍କା) ଟିପ୍ସ ଦେଇଥିଲେ। ଏ ନେଇ ରେଷ୍ଟୁରାଣ୍ଟ ମାଲିକ ବ୍ରାଣ୍ଡନ ରିଙ୍ଗ ଫେସ୍ବୁକ୍ରେ ସୂଚନା ଦେଇଛନ୍ତି। ସେ ସୂଚନା ଦେଇ କହିଛନ୍ତି ଯେ, ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟକୁ ଆସି ବିୟର ଅର୍ଡର କରିଥିଲେ ଏବଂ ପିଇବା ପରେ ସେ ବିୟର ମୂଲ୍ୟ ୭ ଡଲାର ଦେଇଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ, ରେଷ୍ଟୁରାଣ୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବାକୁ ଯାଉଛି, ସେତେବେଳେ ବ୍ୟକ୍ତି ଜଣଙ୍କ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ। ପରେ ୩୦୦୦ ଡଲାର ଟିପ୍ସ ରୂପେ ଦେଇ ଚାଲିଯାଇଥିଲେ।
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରକୁ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ ହେବ ବ୍ୟାରେଜ୍। ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା। ଏହି ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବକୁ ଆଜି ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ। ପାଣ୍ଡରା ନିକଟରେ ଏହି ବ୍ୟାରେଜ୍ ନିର୍ମାଣ ହେବ। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୩୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ରାଜ୍ୟ କ୍ୟାବିନେଟ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମିଶନ ଶକ୍ତି ମହିଳାଙ୍କ ପାଇଁ ୫ ବର୍ଷରେ ୪,୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ। ମିଶନ ଶକ୍ତି ମହିଳା ଗୋଷ୍ଠୀକୁ ୫୦ ହଜାର କୋଟିର ବ୍ୟାଙ୍କ ଋଣ ମିଳିବ। ମିଶନ ଶକ୍ତି ଉତ୍ପାଦ ସାମଗ୍ରୀ ବିକ୍ରି ପାଇଁ ୫୦୦ ବଜାର ସୃଷ୍ଟି କରାଯିବ ବୋଲି କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ଏହାବ୍ୟତୀତ ଅନୁଗୋଳରେ ମେଗା ଆଲୁମିନିୟମ ପାର୍କ ପ୍ରତିଷ୍ଠାକୁ ମଧ୍ୟ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। ଆଲୁମିନିୟମ ପାର୍କ ଜମି ଅଧିଗ୍ରହଣ ପାଇଁ ଇଡକୋକୁ ମିଳିବ ୪୨୮ କୋଟି ଟଙ୍କା। ସେହିଭଳି ରାଜ୍ୟର ୨୪ଟି ଘରୋଇ ଉଚ୍ଚପ୍ରାଥମିକ ସ୍କୁଲକୁ ଜାନୁଆରୀ ପହିଲାରୁ ପିଛିଲା ଭାବେ ମିଳିବ ଅନୁଦାନ। ଏହା ସହିତ ୫ ବର୍ଷରେ ୧ ଲକ୍ଷ ନୂଆ ନଳକୂପ ଖୋଳାଯିବ। ଏଥିପାଇଁ ବ୍ୟୟ ହେବ ୪୧୯୮ କୋଟି ଟଙ୍କା। ଜଳସେଚନ ପାଇଁ ୩ ବର୍ଷରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ କରାଯିବ। ଏଥିପାଇଁ ୮୧୧ କୋଟି ଟଙ୍କା ବ୍ୟୟ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ନୂଆଦିଲ୍ଲୀ: ଚୀନ୍ ପରି ଏକଛତ୍ରବାଦୀ ଦେଶ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଓ ଦ୍ବିତୀୟ ବିଶ୍ବ ଯୁଦ୍ଧ ବେଳେ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ସଦ୍ଭାବ ସୃଷ୍ଟି ପାଇଁ ସ୍ଥାପିତ ଇଣ୍ଟରପୋଲ୍ ପରି ସଂସ୍ଥାକୁ ବାଟବଣା କରିଦେବା ଅବା ଦୁର୍ବଳ କରିଦେବା ଏପରିକି ସମ୍ପୂର୍ଣ୍ଣ ଭାଙ୍ଗିଦେବାକୁ ଚାହେ ବୋଲି ଏକ ରିପୋର୍ଟରୁ ଜଣାଯଇଛି। ୟୁକେ ହାଉସ୍ ଅଫ କମନ୍ସର ବୈଦେଶିକ ବ୍ୟାପାର କମିଟି ପକ୍ଷରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରାଯାଇଛି। ଚୀନ୍ ଓ ରୁଷିଆ ସମେତ ଅନ୍ୟ ରାଷ୍ଟ୍ରର ଏପରି କ୍ଷୟକାରୀ ପ୍ରଭାବ ପ୍ରତି ୟୁକେ ଓ ଏହାର ମିତ୍ର ରାଷ୍ଟ୍ରମାନେ ଯଦି ସମୟୋଚିତ ଜବାବ ନ ରଖନ୍ତି ତେବେ ଗାଣତନ୍ତ୍ରିକ ଦେଶମାନେ ଏପରି ବହୁପକ୍ଷୀୟ ସଂସ୍ଥାଗୁଡ଼ିକୁ ଏକଛତ୍ରବାଦୀ ଦେଶ ହାତରେ ସମର୍ପିଦେବେ ବୋଲି ୟୁକେ ସଂସଦୀୟ କମିଟିର ୧୧ ଜଣ ସାଂସଦ ସତର୍କ କରାଇ ଦେଇଛନ୍ତି। ଚୀନ୍ ଏ ଦିଗରେ ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ ଆଳରେ ଦ୍ବିପାକ୍ଷିକ ଆର୍ଥିକ ଫାଇଦା ହାସଲ ପୂର୍ବକ ଆକ୍ରାମକ ଆଭିମୁଖ୍ୟ ପୋଷଣ କରି ସଂପୃକ୍ତ ବହୁପକ୍ଷୀୟ ସଂସ୍ଥାରେ ରହିଥିବା ସଦସ୍ୟମାନଙ୍କ ଉପରେ ଚାପ ସୃଷ୍ଟି କରି ଚାଲିଛି। ବିଶେଷ କରି ପାରସ୍ପରିକ ସହଯୋଗକୁ ଭିତ୍ତି କରି ଗଢ଼ି ଉଠିଥିବା ସଂପୃକ୍ତ ସଂଗଠନଗୁଡ଼ିକ ସେମାନଙ୍କର ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହେଉଥିବା ଦେଖାଯାଇଛି। ତେବେ ସେସବୁ ସଂଗଠନରେ ଥିବା ସମଭାପାପନ୍ନ ରାଷ୍ଟ୍ରମାନଙ୍କ ଭିତରେ ଏକ ଗଠବନ୍ଧନ ପାଇଁ ୟୁକେ ଖୋଲାଖୋଲି କାମ କରୁଛି ବୋଲି କୁହାଯାଇଛି। ସେହିପରି ନେତୃତ୍ବ ହାସଲ ପାଇଁ ଅଭିସନ୍ଧି ଚଳାଇଥିବା ଚୀନ୍ ପରି ଏକଛତ୍ରବାଦୀମାନଙ୍କ ବିରୋଧରେ ସ୍ବର ଉଠାଇବାକୁ ମଧ୍ୟ ବ୍ରିଟେନ୍ ସାଂସଦମାନେ ଉକ୍ତ ରିପୋର୍ଟରେ ଆହ୍ବାନ ଦେଇଛନ୍ତି। ଏ ଦିଗରେ କୋହଳ ମନୋଭାବ ପୋଷଣ କରିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରଶାସନକୁ ମଧ୍ୟ ଏଥିରେ ତୀବ୍ର ସମାଲୋଚନା କରାଯାଇଛି।
ନୀଳଗିରିି୧୪୦୫ : ଆୟୁଷ୍ମାନ ଭାରତ ଆନୁକୂଲ୍ୟରେ ତରତରି ବାଳିକା ବିଦ୍ୟା ନିକେତନ ପରିସରରେ ଏକ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଅଛି । ଏହି ମେଳାକୁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଯୋଗ ଦେଇ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ନିଜ ବକ୍ତବ୍ୟରେ ରଖିଥିଲେ । ଅନ୍ୟତମସମ୍ମାନୀତ ଅତିଥି ଭାବେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ବ୍ଲକ ଉପାଧ୍ୟକ୍ଷ ଜ୍ୟୋର୍ତିମୟୀ ପୁଥାଳ , ୧୧ନଂ.ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ସୁବର୍ଣ୍ଣ ମଂଜରୀ ସିଂ ଯୋଗ ଦେଇ ସ୍ୱାସ୍ଥ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଏକ ସାଧାରଣ ସଭା ବରହମପୁର ମେଡିକାଲର ସୁପରିନ୍ଟେଣ୍ଡେଂଟ ଡା. କାଳିଚରଣ ପାଲଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଡା. ପଙ୍କଜ କୁମାର ଭୋଳ ମଂଚ ପରିଚାଳନା କରିଥିବା ବେଳେ ଲାବୋରେଟାରି ଟେକ୍ନିସିଆନ ଶିବାଜୀ କୁମାର ବେହେରା ସହଯୋଗ କରିଥିଲେ । ଆଜିର ସ୍ୱାସ୍ଥ୍ୟ ମେଳାରେ ବିଭିନ୍ନ ବିଭାଗର ମୋଟ ୬୨୩ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇ ନିଦାନ ଔଷଧ ବିତରଣ କରାଯାଇଥିଲା ।
ଜୀବନ ଜିଇଁବା କଳା ! ସମସ୍ୟା ଭିତରେ ବଂଚିବା ଶିଖ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଦା । ଜାଣନ୍ତୁ ଏହାର କିଛି ଔଷଧୀୟ ଗୁଣ ଉଚ୍ଚ ରକ୍ତ ଚାପ ସମସ୍ୟା ଭୋଗୁଛନ୍ତି କି ? ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ମୋଟାପଣକୁ ଦୂର କରନ୍ତୁ : ବିନା ବ୍ୟାୟାମରେ ଗୋଟିଏ ବର୍ଷରେ କମେଇ ପାରିବେ ୨.୫ କେଜି, ଜାଣନ୍ତୁ କିପରି
କ୍ରମାଗତ ଦ୍ୱିତୀୟ ମ୍ୟାଚରେ ପରାଜୟ ପରେ, ଟ୍ୱିଟରରେ ଟ୍ରେଣ୍ଡ ହେଲା ComeBackRaina
ନୀଳଗିରି: ରନ୍ଧନ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ: ବାପା, ମାଆ ଓ ପିଲା ଆହତ
ଚଂପୁଆ ୦୧ ମଇ (ଓଡ଼ିଆ ପୁଅରଂଜନ ପ୍ରଧାନ) ଚଂପୁଆ ସ୍ଥିତ ନିକୋଲେସନ୍ ବନ ବିଦ୍ୟାଳୟର ୯୭ ତମ ସମାବର୍ତ୍ତନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବନ ବିଦ୍ୟାଳୟର ଅଧ୍ୟକ୍ଷ ଅର୍ଜୁନ ଚରଣ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଚିଫ କନ୍ଜରଭେଟର ଅଫ ଫରେଷ୍ଟ ପ୍ରଭାକର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡ ଉତ୍ସବ ଅଭିବାଦନ ଗ୍ରହଣ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରେଂଜର ଜଗନ୍ନାଥ ପ୍ରସାଦ ଦାସ, ଅମର ପ୍ରସାଦ ବେହେରା ଡେପୁଟି ରେଂଜର ବିଜୟ ମହାନ୍ତ ପ୍ରମୁଖ ଯୋଗଦେଇ ଥିଲୋ ଓଡ଼ିଶାର ବିଭିନ୍ନ ବନ ବିଭାଗରୁ ପ୍ରାୟ ୪୧ ଜଣ ପ୍ରଶିକ୍ଷାର୍ଥୀ ଏହି ବିଦ୍ୟାଳୟ ରୁ ପ୍ରଶିକ୍ଷଣ ନେଇ ନିଜ କର୍ମ କ୍ଷେତ୍ରକୁ ପ୍ରତାବର୍ତ୍ତନ କରିଥିଲେ।
ବୌଦ୍ଧ: ଏକ ଗଣ୍ଡଗୋଳ ଓ ଆକ୍ରମଣ ମାମଲାର ବିଚାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ) ବିଶ୍ବେଶ୍ବର ବିଶ୍ବପ୍ରକାଶ ରାୟ ଅଭିଯୁକ୍ତଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ଅନୁସାରେ ବୌଦ୍ଧ ଥାନା ସରସରା ଗ୍ରାମର ଅର୍ଜୁନ ମହାଲିକ, ଝିଅ ରୀତାଞ୍ଜଳି ଓ ଗ୍ରାମର ସସ୍ମିତା ସ୍ବାଇଁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଗଣ୍ଡଗୋଳ ଲାଗି ରହିଥିଲା। ୧୪.୧୨.୨୦୧୩ରେ ବାପଝିଅ ଅର୍ଜୁନ ଓ ରୀତାଞ୍ଜଳି ସସ୍ମିତାଙ୍କ ଘରକୁ ପଶି ଠେଙ୍ଗା ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ସ୍ବାମୀ ଗଙ୍ଗାଧରଙ୍କ ଗୋଡ଼ ଓ ହାତ ଭାଙ୍ଗିବା ସହ ଶ୍ବଶୁର ରୂପଧରଙ୍କ ମୁଣ୍ଡକୁ ହାଣି ଦେଇଥିବା ସସ୍ମିତା ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେସ ନଂ. ୨୫୧୧୩ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ପରେ ସିଜେଏମଙ୍କ ଅଦାଲତରେ ଏସଟି୫୬୧୬ରେ ମାମଲାର ବିଚାର ହୋଇଥିଲା। ମାମଲା ବିଚାରାଧୀନ ରହିଥିବା ବେଳେ ରୀତାଞ୍ଜଳି ଫେରାର ହୋଇ ଯାଇଥିଲେ। ଫଳରେ ଅର୍ଜୁନଙ୍କ ଉପରେ ମାମଲାର ବିଚାର ହୋଇଥିଲା। ୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଅର୍ଜୁନ ମହାଲିକଙ୍କୁ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ମାମଲାକୁ ସରକାରୀ ଓକିଲ ଦେବ ରଞ୍ଜନ ବିଶି ପରିଚାଳନା କରୁଥିଲେ।
s[INST] Give me some ideas around improving my writing skills [INST] 1. କିଛି ସୁନ୍ଦର ଲେଖା ଏବଂ ସାହିତ୍ୟ ରଚନା ପଢ଼ନ୍ତୁ, ସେଗୁଡ଼ିକ ଶାସ୍ତ୍ରୀୟ ହେବା ଉଚିତ ନୁହେଁ, ବ୍ଲଗର ମଧ୍ୟ ହୋଇପାରେ ଯାହାକୁ ଆପଣ ପ୍ରଶଂସା କରନ୍ତି ଏବଂ ସେମାନଙ୍କ ଲେଖନୀ ଶୈଳୀରୁ ଶିଖିବାକୁ ଚେଷ୍ଟା କରନ୍ତୁ। 2. ଜଣେ ବ୍ୟକ୍ତି କିଛି ଲେଖନୀ ସଫ୍ଟୱେର ଯେପରିକି ଗ୍ରାମାର୍ଲି, ୱାର୍ଡଚ୍ୟୁନ୍ ଆଦିର ଲାଭ ଉଠାଇପାରିବ, କାରଣ ଏଗୁଡ଼ିକ ଭଲ ଟିପ୍ସ ଏବଂ ପରାମର୍ଶ ସହିତ ଅତ୍ୟନ୍ତ ସହାୟକ ହୋଇଥାଏ। 3. ରାଇଟିଂ କୋଚ୍ ଭଳି ପେସାଦାରଙ୍କ ସେବା ନିଅନ୍ତୁ ଏବଂ କିଛି ଗାଇଡେଡ ଆପ୍ରୋଚ୍ ଓ ଶିକ୍ଷା ଗ୍ରହଣ କରନ୍ତୁ। 4. ଯଥାସମ୍ଭବ ଲେଖିବା ପାଇଁ ପ୍ରୟାସ କରନ୍ତୁ। ଏହା ପ୍ରତିଦ୍ୱନ୍ଦ୍ୱିତାମୂଳକ ଲାଗୁଥିବ, କିନ୍ତୁ ସଂଖ୍ୟା ନିୟମ ଆଧାରରେ, ଅଧିକ ଲେଖିବା ଦ୍ୱାରା ମଣିଷକୁ ନିଜର ଲେଖିବା ଶୈଳୀ ଏବଂ ଛନ୍ଦର ବିକାଶ କରିବାରେ ସହାୟତା ମିଳିଥାଏ। s
ଭାରତରେ ହେବନି ଆଇପିଏଲର ବାକି ମ୍ୟାଚ୍
୫ ଦିନରେ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ୍ ତିଆରି କଲା DRDO, ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ
ଜନ୍ ଆବ୍ରାହମଙ୍କୁ ତାଲିବାନ ଧମକ
ଦୁନିଆର ସବୁଠାରୁ ମହଙ୍ଗା ସାପ
ଵଲ୍ଲୀସନାଥ ମମ ଦେହି କରାଵଲଂବମ 8
ନୋଟରେ ଗାନ୍ଧିଙ୍କ ଫଟୋ କଣ ପାଇଁ ରହିଥାଏ ! ଜାଣନ୍ତୁ ଏହା ପଛର ରହସ୍ୟ Kanak News
ଚାକିରୀ Archives ଓଡିଶା ନ୍ୟୁଜ Odisha News
ଦେବଗଡ଼ : ଦେବଗଡ ଥାନା ଅନ୍ତର୍ଗତ କୁରଡ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରଲର ଏକ ଅଟୋରିକ୍ସାକୁ ପଛପଟୁ ଧକ୍କା ଦେବା ଫଳରେ ୫ ଜଣ ପରିବା ବିକାଳି ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ସେମାନଙ୍କୁ ପ୍ରଥମେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତୀ କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧରକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ସ୍ତାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ, କୁରଡ ଗ୍ରାମର ୬ଜଣ ପରିବାବ୍ୟବସାୟୀ ଏକ ଅଟୋରିକ୍ସା ଯୋଗେ ପରିବା ବିକ୍ରୀ କରିବା ପାଇଁ ଦେବଗଡ ଅଭିମୁଖେ ବାହାରି ଥିଲେ । ଏହି ସମୟରେ ସମ୍ବଲପୁର ପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରଲର ଉକ୍ତ ଅଟୋରିକ୍ସାର ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ସେଥିରେ ବସିଥିବା କୁରଡ ଗ୍ରାମର ସୁଜିତ ପ୍ରଧାନ, ମମତା ପ୍ରଧାନ,ଭଗବତୀ ବରାଇ,କାଦମ୍ବିନୀ କାଲୋ ଓ ଶାନ୍ତିଲତା ସାହୁ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ତେବେ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l The post ଟ୍ରଲର ଧକ୍କାରେ ଅଟୋ ଚୁରମାର, ୫ ବ୍ୟବସାୟୀ ଗୁରୁତର appeared first on ONA KHABAR.
ଗରମ ନଲାଗି ମଧ୍ୟ ହାତ,ପାଦରୁ ଝାଳ ବାହାରୁଥିଲେ ସତର୍କ ହୋଇଯାଆନ୍ତୁ ! ଏହି ଗମ୍ଭୀର ରୋଗର ଶିକାର...
ଚଣ୍ଡିଗଡ ୦୬।୦୭ : ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଗୁରୁବାର ଦିନ ଡକ୍ଟର ଗୁରପ୍ରୀତ କୌରଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ୍ । ଚଣ୍ଡଗଡ଼ରେ ହେବାକୁ ଥିବା ବାହାଘରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ଉପସ୍ଥିତ ରହିବେ । ତେବେ ମିଳିଥିବା ଖବର ଅନୁଯାୟୀ, ୪୮ ବର୍ଷୀୟ ମାନ୍ ଗୁରୁବାର୍ ନିଜର ୨ୟ ବିବାହ କରିବାକୁ ଯାଉଛନ୍ତି । ଭଗବନ୍ତ ମାନ୍ ନିଜର ପ୍ରଥମ ସ୍ତ୍ରୀ ଇନ୍ଦରପ୍ରିତ୍ଙ୍କୁ ଛାଡପତ୍ର ଦେଇସାରିଛନ୍ତି । ତାଙ୍କର ୨ଟି ଶିଶୁ ମଧ୍ୟ ଅଛନ୍ତି । ମାନ୍ଙ୍କ ପ୍ରଥମ ସ୍ତ୍ରୀ ଏବେ ଆମେରିକାରେ ରହୁଛନ୍ତି । ତେବେ ପ୍ରଥମ ସ୍ତ୍ରୀଙ୍କ ଠାରୁ ଛାଡପତ୍ର ପରେ ଏବେ ମାନ୍ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ସେହିପରି ଗୁରୁବାର ହେବାକୁ ଥିବା ବିବାହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଚଣ୍ଡିଗଡରେ ହେବାକୁ ଥିବା ଏହି ବିବାହ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ଙ୍କ ସମେତ ବହୁ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଡକ୍ଟର ଗୁରପ୍ରୀତ୍ କୌରଙ୍କ ବିବାହ ବନ୍ଧନରେ ବାନ୍ଧି ହେବେ ପଞ୍ଜାବରେ ଏହି ଯୁବ ମୁଖ୍ୟମନ୍ତ୍ରୀ ।
s[INST] କର୍ମକ୍ଷେତ୍ରରେ ସମୟ ପରିଚାଳନାରେ କିପରି ସୁଧାର ଆସିବ ସେ ସମ୍ପର୍କରେ ପରାମର୍ଶ ଦିଆଯିବ। [INST] ସ୍ପଷ୍ଟ ଲକ୍ଷ୍ୟ ଏବଂ ପ୍ରାଥମିକତା ନିର୍ଦ୍ଧାରଣ କରନ୍ତୁ। ଦୈନନ୍ଦିନ କାର୍ଯ୍ୟ ତାଲିକା ପ୍ରସ୍ତୁତ କରନ୍ତୁ କାର୍ଯ୍ୟଗୁଡ଼ିକୁ ଛୋଟ, ପରିଚାଳନାଯୋଗ୍ୟ ଭାଗରେ ବିଭକ୍ତ କରନ୍ତୁ ଉତ୍ପାଦକତା ଉପକରଣ ଯେପରିକି କ୍ୟାଲେଣ୍ଡର ଏବଂ ସମୟ ଟ୍ରାକିଂ ଆପ ବ୍ୟବହାର କରନ୍ତୁ। ନିର୍ଦ୍ଦିଷ୍ଟ ସମୟ ସୀମା ନିର୍ଦ୍ଧାରଣ କରନ୍ତୁ। ଅନ୍ୟମାନଙ୍କୁ ଦାୟିତ୍ୱ ପ୍ରଦାନ କରିବା ଶିଖୁଛନ୍ତି। ଗୋଟିଏ ସମୟରେ ଗୋଟିଏ କାମରେ ଧ୍ୟାନ କେନ୍ଦ୍ରୀତ କରନ୍ତୁ। ନିୟମିତ ବ୍ରେକ୍ ସିଡ୍ୟୁଲ କରନ୍ତୁ ଇମେଲ ଏବଂ ଅନ୍ୟାନ୍ୟ ଯୋଗାଯୋଗ ପରିଚାଳନା ପାଇଁ ଏକ ରୁଟିନ ବିକଶିତ କରିବା ନିଜର ସମୟ ପରିଚାଳନା ଅଭ୍ୟାସର ନିରନ୍ତର ମୂଲ୍ୟାଙ୍କନ ଏବଂ ପରିମାର୍ଜନ କରନ୍ତୁ। s
କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରିବ ବିଜେଡି
ଘଟଣାରୁ ପ୍ରକାଶ ଚିକଟ ନାଳି ଗ୍ରାମର ଗାଁନ୍ଦରୁ ଓରାମ କୌଣସି କାରଣରୁ ଘରେ କଳହ କରି ନିଜ ସ୍ତ୍ରୀ ବିନତି ଓରାମଙ୍କୁ ଟାଙ୍ଗିଆରେ ଆଣି ହତ୍ୟା କରିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବାର ଜଣା ପଡ଼ିଛି।
ରାଜ୍ୟରେ ଆଉ ୬୦୯ ଜଣ ପଜିଟିଭ୍
ଶକୁନଶାସ୍ତ୍ର ଆନୁସାରେ ବିଲେଇ ଅପେକ୍ଷା ଆଉ କିଛି ପଶୁପକ୍ଷୀ ଅଛନ୍ତି ଯେଉଁମାନେ ରାସ୍ତାରେ ଆମ ଆଗରେ ଚାଲିଗଲେ ଅଧିକ ଅଶୁଭ ହୋଇଥାଏ। ତାହାହେଲେ,